ଗଞ୍ଜାମ ଛତ୍ରପୁରରେ ‘ଡିସାଲାଇନେସନ୍ ଏସଡବ୍ଲୁଆରଓ ଜଳ ବିତରଣ ପ୍ରକଳ୍ପ’ର ଶୁଭାରମ୍ଭ
ଗଞ୍ଜାମ ଛତ୍ରପୁରରେ ‘ଡିସାଲାଇନେସନ୍ ଏସଡବ୍ଲୁଆରଓ ଜଳ ବିତରଣ ପ୍ରକଳ୍ପ’ର ଶୁଭାରମ୍ଭ* ମଧୁର ଜଳରେ ପରିଣତ ହେବ ସମୁଦ୍ରର ଲୁଣି ପାଣି, ଜଳ ସଂରକ୍ଷଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ – ଧର୍ମେନ୍ଦ୍ର ପ୍ରଧାନ* ଆଇଆରଇଏଲର ଡିସାଲାଇନେସନ୍ ଓ୍ୱାଟର ୟୁନିଟ୍ ପରିଦର୍ଶନ କରିବା ସହ…
