ଗୋଲାମୁଣ୍ଡା ପଞ୍ଚାୟତରେ ସରପଞ୍ଚଙ୍କ ଆନୁକୁଲ୍ୟରେ ନିଶୁଳ୍କ ସ୍ୱାସ୍ଥ୍ୟପରୀକ୍ଷା, ଶିବିର ଆୟୋଜନ
ଗୋଲାମୁଣ୍ଡା ପଞ୍ଚାୟତରେ ସରପଞ୍ଚଙ୍କ ଆନୁକୁଲ୍ୟରେ ନିଶୁଳ୍କ ସ୍ୱାସ୍ଥ୍ୟପରୀକ୍ଷା, ଶିବିର ଆୟୋଜନ ଗୋଲାମୁଣ୍ଡା/୭/୭/୨୫/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପଞ୍ଚାୟତରେ ସରପଞ୍ଚ ପୁରୁଷୋତ୍ତମ ରାଉତ ଙ୍କ ଆନୁକୁଲ୍ୟରେ ନିଃଶୁଳ୍କ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ସେବା ଅନୁଷ୍ଠିତ ହୋଇଥିଲା, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା…
