ଭଟଲିରେ ଝୁଲଣ ଯାତ୍ରା ଆରମ୍ଭ
ଭଟଲିରେ ଝୁଲଣ ଯାତ୍ରା ଆରମ୍ଭଭଟଲି,୬/୮(ଅଭିମନ୍ୟୁ ପଧାନ):- ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ପୂଣ୍ୟ ପବିତ୍ର ଭଟଲି ଧାମ ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଝୁଲଣ ଯାତ୍ରା ଆରମ୍ଭ ହୋଇଯାଇଅଛି । ଏହି ଝୁଲଣ ଯାତ୍ରା ପରମ୍ପରାକ୍ରମେ ଶ୍ରାବଣ…
ଭଟଲିରେ ଝୁଲଣ ଯାତ୍ରା ଆରମ୍ଭଭଟଲି,୬/୮(ଅଭିମନ୍ୟୁ ପଧାନ):- ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ପୂଣ୍ୟ ପବିତ୍ର ଭଟଲି ଧାମ ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଝୁଲଣ ଯାତ୍ରା ଆରମ୍ଭ ହୋଇଯାଇଅଛି । ଏହି ଝୁଲଣ ଯାତ୍ରା ପରମ୍ପରାକ୍ରମେ ଶ୍ରାବଣ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର (ଅଗଷ୍ଟ ୬) ଅପରାହ୍ଣ ୧୨ଟା ୧୫ରେ ଦିଲ୍ଲୀର କର୍ତ୍ତବ୍ୟ ପଥସ୍ଥିତ କର୍ତ୍ତବ୍ୟ ଭବନ ପରିଦର୍ଶନ ପୂର୍ବକ ଏହାର ଉଦଘାଟନ କରିବେ। ଏହା ପରେ ସନ୍ଧ୍ୟା ୬ଟା ୩୦ରେ ସେ କର୍ତ୍ତବ୍ୟ ପଥଠାରେ ଏକ ସାଧାରଣ କାର୍ଯ୍ୟକ୍ରମକୁ…
ଉତ୍ତରାଖଣ୍ଡ ଉତ୍ତରକାଶୀର ଧରାଲିରେ ବାଦଲ ଫଟା ବର୍ଷା । ତା’ପରେ ମାଟି ଅତଡ଼ା ଖସି ସମ୍ପୂର୍ଣ୍ଣ ଅଞ୍ଚଳକୁ କରିଦେଇଛି ଛାରଖାର । ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ଆସିଛି । ଅନେକ ଘର ଏବଂ ହୋଟେଲ…
ଭୂବନେଶ୍ୱର: ରାଜ୍ୟବାସୀଙ୍କୁ କିଭଳି ହାତ ପାଆନ୍ତାରେ ରାଜସ୍ବ ସେବା ମିଳିପାରିବ, ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍ଶୀଘ୍ର ୧୬୩୫ଟି ନୂତନ ରାଜସ୍ବ ଗ୍ରାମର ସୀମା ପରିବର୍ତ୍ତନ କରାଯିବ। ଏହି ନୂତନ ରାଜସ୍ବ ଗ୍ରାମର ସୀମା ଯେଭଳି ପୁରୁଣା ଗ୍ରାମ…
ଭୂବନେଶ୍ୱର, ୦୬/୦୮ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସମ୍ବଲପୁର ରାଜ୍ୟ ଡ୍ରଗ୍ସ ଟେଷ୍ଟିଂ ଲ୍ୟାବର ପ୍ରିନ୍ସିପାଲ ସାଇଣ୍ଟିଫିକ ଅଫିସର । ଦେବାଶିଷ ପଣ୍ଡାଙ୍କ ଘରେ ରେଡ ଚାଲିଛି । ସମ୍ୱଲପୁର ଘର ଓ ଅଫିସ୍ ସମେତ…
କାକିନାଡା, ୫ା୮: ହକି ଆସୋସିଏଶନ ଅଫ୍ ଓଡ଼ିଶା ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ୍ର ଡିଭିଜନ ‘ଏ’ର ଏକ ମ୍ୟାଚରେ ଆନ୍ଧ୍ରପ୍ରଦେଶକୁ ୩-୧ ଗୋଲ୍ରେ ପରାସ୍ତ କରିଛି। ମଙ୍ଗଳବାର ହକି ମଧ୍ୟପ୍ରଦେଶ, ହକି ହରିୟାଣା, ହକି ଝାଡ଼ଖଣ୍ଡ ମଧ୍ୟ ସେମାନଙ୍କ ମ୍ୟାଚରେ…
Mamta Health Institute for Mother and Child Organization, Project Jagriti- IV ଅଧୀନରେ ମ ରାମପୁର ବ୍ଲକ ଓ ଧର୍ମଗଡ ବ୍ଲକ୍ ର ବିଭିନ୍ନ ଗ୍ରାମ ରେ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମଧ୍ୟ ବିଶ୍ଵ ସ୍ତନ୍ୟ…
ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜିଉ ଙ୍କ ମନ୍ଦିରରେ ଝୁଲଣ ପର୍ବ ଆରମ୍ଭ ଢେ଼ଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜିଉ ଙ୍କ ମନ୍ଦିରରେ ଝୁଲଣ ପର୍ବ ଆରମ୍ଭ ହେଇ ଯାଇଛି। ଗତ କାଲି ୪/୮ ରେ…
କଟକ ଗୁଳିକାଣ୍ଡ କୁ ନେଇ କଟକ ଡିସିପିଙ୍କ ସାମ୍ବାଦିକ ସମ୍ମିଳନୀ ଡେମୋ ଦେଖାଉ ଦେଖାଉ ଢୋ । କଟକ ନୂଆବଜାର ଜଣେ ଯୁବକଙ୍କୁ ଗୁଳିମାଡ଼ ଘଟଣାର ପର୍ଦାଫାସ । କେହି ଗୁଳି ମାଡ଼ କରି ନ ଥିଲେ ବରଂ ଖଟିରେ ଚୋରା…
ସେଣ୍ଟ ଜାଭିୟର୍ସ ରେ ବାସ୍କେଟ ବଲ ମହାକ୍ୟୁଭସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ ତରଫରୁ ସି ବି ଏସ ଇ ବାସ୍କେଟ୍ ବଲ୍ ଟୁର୍ଣାମେଣ୍ଟ କ୍ଲଷ୍ଟର -1 ର ଆୟୋଜନ କରାଯାଇଛି ।କ୍ରମାଗତ ତୃତୀୟ ଥର ପାଇଁ ସି ବି ଏସ ଇ…