Month: August 2025

କଳମଛୁଇଁ ସରସ୍ୱତୀ ଶିଶୁମନ୍ଦିରରେ ମାତୃ କର୍ମଶାଳା

କଳମଛୁଇଁ ସରସ୍ୱତୀ ଶିଶୁମନ୍ଦିରରେ ମାତୃ କର୍ମଶାଳା ତାଳଚେର, ୦୨/୦୮- ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…

ପୌରପରିଷଦ ୱାର୍ଡ଼ ଗୁଡ଼ିକର ନାମଫଳକ ବୋର୍ଡ଼ ବ୍ୟବସ୍ଥା କେବେ?

ପୌରପରିଷଦ ୱାର୍ଡ଼ ଗୁଡ଼ିକର ନାମଫଳକ ବୋର୍ଡ଼ ବ୍ୟବସ୍ଥା କେବେ? ତାଳଚେର, ୦୧/୦୮ ଟଙ୍କାର ପାହାଡ଼ ଗଦା ଉପରେ ଠିଆ ହୋଇଥିବା ଖଣିଜ ସମ୍ପଦଭରା ଶିଳ୍ପନଗରୀ ତାଳଚେର ପୌରପରିଷଦରେ ପ୍ରତ୍ୟେକ ୱାର୍ଡ଼ର ନାମଫଳକ ବୋର୍ଡ଼ ବ୍ୟବସ୍ଥା କେବେ କରାଯିବ ଏହାକୁ ନେଇ କଳ୍ପନାଜଳ୍ପନା…

ସନ୍ଥପଡ଼ା ବିବେକାନନ୍ଦ ବିଦ୍ୟାମନ୍ଦିରୁ ତାଲା ଭାଙ୍ଗି ଚୋରୀ ଉଦ୍ୟମ

ସନ୍ଥପଡ଼ା ବିବେକାନନ୍ଦ ବିଦ୍ୟାମନ୍ଦିରୁ ତାଲା ଭାଙ୍ଗି ଚୋରୀ ଉଦ୍ୟମ ତାଳଚେର, ୦୧/୦୮ ତାଳଚେର ବ୍ଲକ ସନ୍ଥପଡ଼ା ସ୍ଥିତ ବିବେକାନନ୍ଦ ବିଦ୍ୟାମନ୍ଦିରରୁ ଗତକାଲି ସନ୍ଧ୍ୟାରେ ରାତ୍ରୀ ଜଗୁଆଳୀ ଆସିବା ପୁର୍ବରୁ ଡ଼କାୟତିଦଳ ପାଚେରୀ ଡ଼େଇଁ ଭିତରକୁ ପଶି ସ୍କୁଲର ତାଲାଭାଙ୍ଗି ସମସ୍ତ ଚାବି…

ପି ଏମ୍ କିଷାନ ସମ୍ମାନନିଧିର ୨୦ ତମ କିସ୍ତି ପ୍ରଦାନ

ପି ଏମ୍ କିଷାନ ସମ୍ମାନ ନିଧୀର ୨୦ ତମ କିସ୍ତି ପ୍ରଦାନ ଅନୁଗୋଳ, ତା. ୦୨.୦୮:- ଆଜି ପୂର୍ବାହ୍ନରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ବାରଣାସୀରୁ ଆଭାସି ମାଧ୍ୟମରେ ପି ଏମ୍ କିଷା ବିଷାନ ସମ୍ମାନ ନିଧିର ୨୦…

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଭଟଲି ରେ ବିଜ୍ଞାନ ମେଳା ଅନୁଷ୍ଠିତ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଭଟଲି ରେ ବିଜ୍ଞାନ ମେଳା ଅନୁଷ୍ଠିତ ଭଟଲି ୨୵୮ (ଅଭିମନ୍ୟୁ ପଧାନ):- ବରଗଡ ଜିଲ୍ଲ ଅନ୍ତର୍ଗତ ଭଟଲି ରେ ଶନିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଭଟଲି ଠାରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ…

ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଖସିଲା ହାଇୱା ଚାଳକ ମୃତ

ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଖସିଲା ହାଇୱା ଚାଳକ ମୃତ କେନ୍ଦୁଝର ଜିଲ୍ଲା ବାମେବ।ରି ଥାନା ଅନ୍ତର୍ଗତ ସିଲଯୋଡା ଖଣି ନିକଟରେ ଏକ ହାଇୱ। ଗାଡ଼ି ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ ତଳକୁ ଖସିବାରୁ ଚାଳକ ର ମୃତ୍ୟୁ ଘଟିଥିବା…

କେନ୍ଦୁଝର ଜିଲ୍ଲା ବନ ବିଭାଗ ପକ୍ଷରୁ ୭୬ତମ ବନ ମହୋତ୍ସବ ପାଳନ

କେନ୍ଦୁଝର ଜିଲ୍ଲା ବନ ବିଭାଗ ପକ୍ଷରୁ ୭୬ତମ ବନ ମହୋତ୍ସବ ପାଳନ କେନ୍ଦୁଝର ଜିଲ୍ଲା ବନ ବିଭାଗ ପକ୍ଷରୁ ୭୬ତମ ବନ ମହୋତ୍ସବ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ରେ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ବଡ଼ବିଲ ରେଞ୍ଜର…

ପି.ଏମ. କିଷାନ ସମ୍ମାନ ନିଧି ଯୋଜନାର ଅର୍ଥ ହସ୍ତାନ୍ତର

ପି.ଏମ. କିଷାନ ସମ୍ମାନ ନିଧି ଯୋଜନାର ଅର୍ଥ ହସ୍ତାନ୍ତର ଢ଼େଙ୍କାନାଳ, ତା. ୨.୦୭.୨୦୨୫- ଆଜି ପୂର୍ବାହ୍ନରେ ଉତ୍ତର ପ୍ରଦେଶର ବାରଣାସୀ ସହରରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶର ୯ କୋଟି ୭୦ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀ ଭାଇ ଭଉଣୀମାନଙ୍କ ଜମା ଖାତାରେ ୨…

ୱାର୍ଲଡ଼ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତା ପ୍ରସ୍ତୁତି ସମୀକ୍ଷା

ଭୂବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ହେବ ୱାର୍ଲଡ଼ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତା। ଆସନ୍ତା ଅଗଷ୍ଟ ମାସ ୧୦ ତାରିଖ ଦିନ ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯିବ। ଆଜି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ…

ରାଜ୍ୟ କ୍ୟାବିନେଟ୍ ବୈଠକରେ ୫ ପ୍ରସ୍ତାବକୁ ଅନୁମୋଦନ

ଭୂବନେଶ୍ୱର, ୦୨/୦୮ : ରାଜ୍ୟ କ୍ୟାବିନେଟ୍ ୪ ବିଭାଗର ୫ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ । ଜଳସେଚନ ବିଭାଗର ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାକୁ କ୍ୟାବିନେଟ ଅନୁମୋଦନ । ୩୫୨୯ ଆଡ଼ିବନ୍ଧ ପୁନରୁଦ୍ଧାର କରାଯିବ । ୨୦୨୫-୨୦୨୬ ରୁ ୨୦୨୯-୩୦ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ…

You missed