Month: August 2025

ଓଡ଼ିଶା ରାଜସ୍ୱ ସେବା ଅଧିକାରୀମାନେ ଆନ୍ତରିକତା ଓ ସମର୍ପଣର ସହ ସେବା କରୁନ୍ତୁ: ରାଜ୍ୟପାଳ

ଭୂବନେଶ୍ୱର: ରାଜସ୍ୱ ସେବା ହେଉଛି ଶାସନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସେବା ମଧ୍ୟରୁ ଅନ୍ୟତମ, ଯାହା ଜନସାଧାରଣଙ୍କ ସହ ପ୍ରତ୍ୟେକ୍ଷ ଭାବେ ଜଡିତ ହୋଇ ରହିଥାଏ। ଏଣୁ ଓଡ଼ିଶା ରାଜସ୍ୱ ସେବା ଅଧିକାରୀମାନେ ଆନ୍ତରିକତା ଓ ସମର୍ପଣ ସହ ସେବା ଯୋଗାଇବାକୁ ରାଜ୍ୟପାଳ…

ଓଡ଼ିଶା ସମେତ ସମେତ ୬ଟି ରାଜ୍ୟର ୪ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ରେଳ ମନ୍ତ୍ରଣାଳୟର ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଏସବୁ ପ୍ରକଳ୍ପ ପାଇଁ ୧୧,୧୬୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ରେଳ ପ୍ରକଳ୍ପ…

ଭିଜିଲାନ୍ସ ଜାଲରେ ବ୍ୟାସନଗର ତହସିଲର ବରିଷ୍ଠ କିରାଣୀ

ଭୂବନେଶ୍ୱର, ୦୨/୦୮ : ଲାଞ୍ଚ ନେଇ ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲର ବରିଷ୍ଠ କିରାଣୀ ହେମନ୍ତ କୁମାର ପେରେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜାଗା ଚିହ୍ନଟ ମାମଲାରେ ସହଯୋଗ କରିବାକୁ ପ୍ରତିଶୃତି ଦେଇ ୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ…

ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ

ଦିଲ୍ଲୀ,୨/୮: ସେପ୍ଟେମ୍ବର ୯ତାରିଖରେ ହେବ ଉପରାଷ୍ଟ୍ରପତି ନିର୍ବାଚନ । ଏନେଇ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ଏନେଇ ଅଗଷ୍ଟ ୭ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅଗଷ୍ଟ ୨୧ ପର୍ଯ୍ୟନ୍ତ ନାମାକଙ୍କନ ଦାଖଲ କରି ପାରିବେ ।…

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ଯାଜପୁର – ବିଂଝାରପୁର ନିକଟସ୍ଥ ନମତରା ଉଚ୍ଚ ବିଦ୍ୟାଳୟର ସେବା ନିବୃତ୍ତି ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି…

କଂଗ୍ରେସ୍ ନେତା ରାହୁଲ୍ ଗାନ୍ଧୀ, ଭକ୍ତ ଦାସ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କୁଶପୂତଳିକା ଦାହ

କଂଗ୍ରେସ୍ ନେତା ରାହୁଲ୍ ଗାନ୍ଧୀ, ଭକ୍ତ ଦାସ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କୁଶପୂତଳିକା ଦାହ ଢେ଼ଙ୍କାନାଳ ୧/୮/୨୦୨୫ ରାଜ୍ୟରେ କଂଗ୍ରେସ ଓ ବିଜେଡି ନେତା ଫକୀର ମୋହନ କଲେଜ୍‌ର ଛାତ୍ରୀ ଆତ୍ମାହୁତି ଓ ବଳଙ୍ଗା ଛାତ୍ରୀ ପୋଡି ଘଟଣାକୁ…

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଢେଙ୍କାନାଳ, 01/08/2025- ଟାଟା ଷ୍ଟିଲ ମେରାମଣ୍ଡଳୀର ସିକ୍‌ୟୁରିଟି, ଅଗ୍ନି ନିରାପତ୍ତା, ସିଏସଆର୍ ଓ ପ୍ରଶାସନ ବିଭାଗର ମିଳିତ ଉଦ୍ୟମରେ ଖଡଗପ୍ରସାଦ ହାଇସ୍କୁଲରେ ଏକ ଅଗ୍ନି ନିର୍ବାପନ ଓ ପ୍ରାକୃତିକ…

ଜମି ବିବାଦକୁ ନେଇ ଭାଇହେଲା ଭଗାରି,ବଡ଼ଭାଇ ର ରଫାଚୋଟରେ ସାନଭାଇର ମୃତ୍ୟୁ…

ଜମି ବିବାଦକୁ ନେଇ ଭାଇହେଲା ଭଗାରି,ବଡ଼ଭାଇ ର ରଫାଚୋଟରେ ସାନଭାଇର ମୃତ୍ୟୁ… ତା ୧/୮/୨୦୨୫ ଦିନ କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ମହିଭର ଗ୍ରାମରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି।ଜମି ବିବାଦକୁ ନେଇ ବଡ଼ଭାଇ ଶ୍ରୀ ପ୍ରେମାନନ୍ଦ ନାଏକ(ଅଲେଖ)୪୮,ନିଜ…

ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ

ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ରେ ଆଜି ଜଣେ ଦେବଦୁତସାଜି ସ୍ୱେଚ୍ଛାକୃତ ରକ୍ତଦାତା ମନୋରଞ୍ଜନ ସେଣ୍ଡ ଜଣେ ରୋଗୀଙ୍କୁ ବଞ୍ଚେଇବା ଉଦ୍ଧେଶ୍ୟରେ ଷାଠିଏ (୬୦) ନମ୍ବର ଥର ପାଇଁ…

ଧଳା ଯହର କାରବାର ଅଭିଯୋଗରେ ଏକୋଇଶି ଅଭିଯୁକ୍ତ ଗିରଫ

ଧଳା ଯହର କାରବାର ଅଭିଯୋଗରେ ଏକୋଇଶି ଅଭିଯୁକ୍ତ ଗିରଫ। କେନ୍ଦୁଝର – ବ୍ରାଉନସୁଗାର କାରବାର ଅଭିଯୋଗରେ ୨୧ ଅଭିଯୁକ୍ତ ଗିରଫ । ନଗଦ ୮ ଲକ୍ଷ ୩୦ ହଜାର ଟଙ୍କା ସହ ୨୧୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଅଭିଯୁକ୍ତଙ୍କ…