Month: September 2025

ନେପାଳ ଜେଲରୁ ଫେରାର ହେଉଥିବା କଏଦୀଙ୍କ ଉପରେ ଗୁଳିମାଡ଼, ୨ ମୃତ, ୧୦ ଆହତ

ନେପାଳ – ନେପାଳରେ ଉତ୍ତେଜନା ଥମିବାରେ ନାଁ ଧରୁନି । ରାଜନୈତିକ ଅସ୍ଥିରତା ଲାଗି ରହିଛି । ନେପାଳର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫ ହଜାରରୁ କଏଦୀ ଜେଲରୁ ଖସି ପଳାଇଛନ୍ତି । ଆଉ ଜେଲରୁ ଫେରାର ହେଉଥିବା କଏଦୀଙ୍କ ଉପରେ…

ଟ୍ରମ୍ପଙ୍କ ସହଯୋଗୀ ଚାର୍ଲି କିର୍କଙ୍କୁ ହତ୍ୟା, ସ୍କୁଲ୍ କାର୍ଯ୍ୟକ୍ରମରେ ଭାଷଣ ଦେଲା ବେଳେ ଗୁଳି ମାଡ଼

ନୁଆଦିଲ୍ଲୀ : ଟ୍ରମ୍ପଙ୍କ ସହଯୋଗୀ ଚାର୍ଲି କିର୍କଙ୍କୁ ହତ୍ୟା । ଟର୍ଣ୍ଣିଂ ପଏଣ୍ଟ USA ର ପ୍ରତିଷ୍ଠାତା ହେଉଛନ୍ତି ୩୧ ବର୍ଷୀୟ ଚାର୍ଲି କିର୍କ । ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଉତା ଭାଲି ବିଶ୍ବ ବିଦ୍ୟାଳୟରେ ଏକ…

ଭୁବନେଶ୍ବରରେ ୪୦ କୋଟି ବ୍ୟୟରେ ନିର୍ମାଣ ହେବ ଆଦର୍ଶ ଗୋଶାଳା : ମନ୍ତ୍ରୀ

ଭୁବନେଶ୍ୱର, ୧୧/୦୯ : ଭୁବନେଶ୍ବରରେ ୪୦ କୋଟି ବ୍ୟୟରେ ନିର୍ମାଣ ହେବ ଆଦର୍ଶ ଗୋଶାଳା । ଏ ନେଇ ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ରାଜଧାନୀର ବୁଲା ଗୋରୁଙ୍କୁ ସେଠାରେ ରଖାଯିବ,…

ଆସନ୍ତା ୧୮ରୁ ବିଧାନସଭା, ଅଫିସରଙ୍କୁ ତାଗିତ

ଭୁବନେଶ୍ୱର, ୧୦/୦୯ : ସେପ୍ଟେମ୍ବର ୧୮ରୁ ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବ । ବିଭାଗୀୟ ସଚିବମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ବିଧାନସଭାରେ ଉତଥାପନ ପ୍ରସଙ୍ଗର ସମସ୍ତ ଉତ୍ତର…

ବିହାର ପରେ ସାରା ଦେଶରେ ଲାଗୁ ହେବ SIR

ଚଳିତ ବର୍ଷ ଶେଷ ସୁଦ୍ଧା ସାରା ଦେଶରେ ଲାଗୁ ହେବ SIR । ବିହାର ପରେ ସାରା ଦେଶରେ ଏସଆଇଆର ଲାଗୁ ନେଇ ନିର୍ବାଚନ କମିଶନ କରିବେ ଗୁରୁତ୍ୱପୂର୍ଣ୍ଣ ବୈଠକ । ନୂଆଦିଲ୍ଲୀରେ ସବୁ ରାଜ୍ୟର ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା…

‘ଚଳିତ ମାସ ଶେଷ ସୁଦ୍ଧା ଆସିବ ନୂତନ ଅବକାରୀ ନୀତି

ଵଡ଼ ସୂଚନା ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଚଳିତ ମାସ ଶେଷ ସୁଦ୍ଧା ଆସିବ ନୂଆ ଅବକାରୀ ନୀତି । ସରକାର ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସମ୍ପୂର୍ଣ୍ଣ ଓଡ଼ିଶାରେ ଚଢ଼ାଉକୁ ଜୋରଦାର…

ଆଜିର ରାଶିଫଳ – 11 ସେପ୍ଟେମ୍ବର 2025ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି

🌞 ଆଜିର ରାଶିଫଳ – 11 ସେପ୍ଟେମ୍ବର 2025ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି ♈ ମେଷ ଫଳାଫଳ: କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ। ଧନଲାଭର ସମ୍ଭାବନା। ଶୁଭ ରଙ୍ଗ: ଲାଲ ଶୁଭ ସଂଖ୍ୟା: 3 ଶୁଭ ସମୟ: ପ୍ରଭାତି 9:00 – 10:15…

🎤 ଜାଗ୍ରତ ଭାରତ ନ୍ୟୁଜ୍ ସ୍କ୍ରିପ୍ଟ – ଅନୁଗୋଳ ଜିଲ୍ଲାର ପ୍ରଗତି ପଥ

ଆଜିର ବିଶେଷ ଖବର – ପ୍ରଗତି ପଥରେ ଅନୁଗୋଳ ଜିଲ୍ଲା ଭାରତ ଭଳି ପ୍ରଗତିଶୀଳ ଦେଶରେ ଓଡ଼ିଶାର ସ୍ଵତନ୍ତ୍ର ଗୁରୁତ୍ଵ ରହିଆସିଛି। ଓଡ଼ିଶା ରେ ଅନୁଗୋଳ ଜିଲ୍ଲାର ବିଶେଷ ଆକର୍ଷଣ ଓ ଗୁରୁତ୍ୱ ରହିଛି। ଏହି ଜିଲ୍ଲାରେ ପାଞ୍ଚଟି ନିର୍ବାଚନ ମଣ୍ଡଳୀ…

ସିଏମପିଏଫ ପେନସନ ବୃଦ୍ଧି ଦାବି ଏଆଇସିପିଏସ ତରଫରୁ ଆସନ୍ତା ୧୫ ତାରିଖରେ କୋଲ ଇଣ୍ଡିଆ କାର୍ଯ୍ୟାଳୟ ଆଗରେ ଦିନିକିଆ ଧାରଣା

ସିଏମପିଏଫ ପେନସନ ବୃଦ୍ଧି ଦାବି ଏଆଇସିପିଏସ ତରଫରୁ ଆସନ୍ତା ୧୫ ତାରିଖରେ କୋଲ ଇଣ୍ଡିଆ କାର୍ଯ୍ୟାଳୟ ଆଗରେ ଦିନିକିଆ ଧାରଣା ତାଳଚେର, ୧୦/୯ ତାଳଚେରର ବିଭିନ୍ନ କୋଇଲାଖଣି ଗୁଡିକରେ କାର୍ଯ୍ୟକରି ବହୁ କର୍ମଚାରୀ ଓ ଶ୍ରମିକ ମାନେ ଅବସର ନେଇଥିବାବେଳେ ସେମାନଙ୍କୁ…

ମହିଳା କମିଶନରଙ୍କ ଅନୁଗୋଳ ଗସ୍ତ

ମହିଳା କମିଶନରଙ୍କ ଅନୁଗୋଳ ଗସ୍ତ ଅନୁଗୋଳ,ତା. ୧୦. ୦୯:- ଓଡିଶା ସରକାରଙ୍କ ମହିଳା କମିଶନର ସଦସ୍ୟା ପ୍ରତିଭା ଶତପଥୀ ଓ ନିରିକ୍ଷକ ସସ୍ମିତା ଦାସ ଏକ ଦିନିକିଆ ଅନୁଗୋଳ ଗସ୍ତରେ ଆସି ଜିଲ୍ଲାରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ବୁଲି ଅନ୍ତେବାସୀମାନଙ୍କ ସହ…

You missed