Month: November 2025

ଜାତୀୟ ସ୍ତରୀୟ ଜୁଡୋ ପ୍ରତିଯୋଗିତାରେ ଅନୁଗୋଳ ର ଆୟୁଷ

ଜାତୀୟ ସ୍ତରୀୟ ଜୁଡୋ ପ୍ରତିଯୋଗିତାରେ ଅନୁଗୋଳ ର ଆୟୁଷ ଅନୁଗୋଳ:ଚଳିତ ମାସ ତା ୧୭/୧୧/୨୦୨୫ ରିଖ ଠାରୁ ତା ୧୯/୧୧/୨୦୨୫ ରିଖ ପଯ୍ୟନ୍ତ ଜାତୀୟ ସ୍ତରିୟ ଜୁଡୋ ପ୍ରତିୟୋଗୀତା ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି। ଉକ୍ତ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲା…

ସରକାରୀ ଉ.ପ୍ରା. ବିଦ୍ୟାଳୟ, କାଶିପାଲି ରେ ବିଦ୍ୟାଳୟସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

ସରକାରୀ ଉ.ପ୍ରା. ବିଦ୍ୟାଳୟ, କାଶିପାଲି ରେ ବିଦ୍ୟାଳୟସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ଭଟଲି (ଅଭିମନ୍ୟୁ ପଧାନ) :- ବରଗଡ଼ ଜିଲ୍ଲାର ଭଟଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କାଶିପାଲିରେ ବିପୁଳ ଉତ୍ସାହ ଓ ରୁଚିର…

ଗାଁରୁ ଜାତୀୟସ୍ତର ପର୍ଯ୍ୟନ୍ତ: ଚମକିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ତୃଣମୂଳ କେନ୍ଦ୍ରର ଚାମ୍ପିୟନ

ଗାଁରୁ ଜାତୀୟସ୍ତର ପର୍ଯ୍ୟନ୍ତ: ଚମକିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ତୃଣମୂଳ କେନ୍ଦ୍ରର ଚାମ୍ପିୟନ ୟୁପି, ମଧ୍ୟପ୍ରଦେଶରେ ହେଉଥିବା ଏସଜିଏଫ୍‌ଆଇ ଟୁର୍ଣ୍ଣାମେଣ୍ଟରେ ଟିଏସଏଫ୍ ଫ୍ ସେଣ୍ଟରର ୫ ଯୁବ ଭଲିବଲ୍ ଖେଳାଳି ଜାତୀୟସ୍ତରର ପ୍ରଶିକ୍ଷକଙ୍କଠାରୁ ପ୍ରଶିକ୍ଷଣ ନେଇଛନ୍ତି ୧୨୦ ମହିଳା ଖେଳାଳିଙ୍କ ସମେତ…

ସୁଲକ୍ଷଣା ଦେବି ବାଳିକା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ଖୁବ୍ ଆଡମ୍ବର ସହିତ ପାଳନ

14/11 ଢେଙ୍କାନାଳ, ଆଜି ସୁଲକ୍ଷଣା ଦେବି ବାଳିକା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ଖୁବ୍ ଆଡମ୍ବର ସହିତ ପାଳନ କରାଯାଇଛି l ସକାଳ ପ୍ରାୟ ୭ ଘଟିକା ଠାରେ ପଣ୍ଡିତ ଜବାହରଲାଲ ନେହେରୁ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ବିଦ୍ୟାଳୟର…

ବିହାର ନିର୍ବାଚନ: ବିହାରରେ ପୁଣି ଆଗରେ ଏନଡିଏ

ବିହାର: ବିହାର ବିଧାନସଭା ନିର୍ବାଚନରେ ୨୪୩ ଆସନ ପାଇଁ ଚାଲିଛି। ବିହାରରେ ମ୍ୟାଜିକ ନମ୍ବରରୁ ବହୁ ଆଗରେ ରହିଛି ଏନଡିଏ। ୨୪୩ ଆସନରୁ ୧୯୪ ଆସନରେ ଆଗରେ ରହିଛି ଏନଡିଏ। ୫୦ ତଳକୁ ଖସିଲା ମହାଗଠବନ୍ଧନ। ୪୫ ଆସନରେ ମହାଗଠବନ୍ଧନ ଆଗୁଆ।…

ନୂଆପଡାରେ ବଡ ବିଜୟ ମୁହାଁ ଜୟ ଢୋଲକିଆ, ତା ପଛକୁ ବିଜେଡି, ଶେଷରେ କଂଗ୍ରେସ

ନୁଆପଡା: ଆରମ୍ଭ ହୋଇଗଲାଣି ନୂଆପଡା ଭୋଟ ଗଣତି । ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୭ ରାଉଣ୍ଡ ଫଳାଫଳ ଅନୁଯାୟୀ, ନୂଆପଡ଼ାରେ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ସପ୍ତମ ରାଉଣ୍ଡ…

ନୂଆଗଡ ହାଇସ୍କୁଲରେ ଶିଶୁଦିବସ ପାଳିତ

ନୂଆଗଡ ହାଇସ୍କୁଲ ରେ ଶିଶୁଦିବସ ପାଳିତ ଭଟଲି (ଅଭିମନ୍ୟୁ ପଧାନ):- ଭଟଲି ବ୍ଲକ୍ ଅନ୍ତର୍ଗତ ନୂଆଗଡ ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟ ନୂଆଗଡ ରେ ପ୍ରଧାନ ଶିକ୍ଷକ ପରଦେଶୀ ବୁଦ୍ଧିଆଙ୍କ ଅଧ୍ୟକ୍ଷତା ରେ ଓ ଆନନ୍ଦ ସାହୁଙ୍କ ସଂଯୋଜନାରେ ଶିଶୁ ଦିବସ…

ବଡ଼ବିଲ ପୌରାଞ୍ଚଳ ଗସ୍ତରେ ବାର ଜଣିଆ ଆଇ ଏ ଏସ ଦଳ।କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ଗସ୍ତରେ ବାର ଜଣିଆ ଆଇ ଏ ଏସ ଦଳ

ବଡ଼ବିଲ ପୌରାଞ୍ଚଳ ଗସ୍ତରେ ବାର ଜଣିଆ ଆଇ ଏ ଏସ ଦଳ।କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ଗସ୍ତରେ ବାର ଜଣିଆ ଆଇ ଏ ଏସ ଦଳ ଯାହାକି ସୂଚନା ରହିଛି ସମଗ୍ର ଦେଶରେ ସହେ ବାରଟି ଆଇ ଏ ଏସ ଓ…

ପେନସନ ରୁ ଉଠାଯାଇଥିବା ଟଙ୍କା ସୁଜିସାରିବା ପରେ ମଧ୍ୟ କଟା ଯାଉଥିବା ଟଙ୍କା ଉପରେ ସ୍ଥଗିତାଦେଶ ଦେଲେ ମାନ୍ୟବର ହାଇକୋର୍ଟ

ପେନସନ ରୁ ଉଠାଯାଇଥିବା ଟଙ୍କା ସୁଜିସାରିବା ପରେ ମଧ୍ୟ କଟା ଯାଉଥିବା ଟଙ୍କା ଉପରେ ସ୍ଥଗିତାଦେଶ ଦେଲେ ମାନ୍ୟବର ହାଇକୋର୍ଟ ଯାଜପୁର ___ ବିଂଝାରପୁର ବ୍ଳକ ଅନ୍ତର୍ଗତ ଉତ୍ତଙ୍ଗରା ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁଙ୍କ ଶରୀରର ଅସୁସ୍ଥ ଯୋଗୁଁ…

ଆଜିର ରାଶିଫଳ (14 ନଭେମ୍ବର 2025)ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି

🌟 ଆଜିର ରାଶିଫଳ (14 ନଭେମ୍ବର 2025)ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି 🔥 ମେଷ (Aries)ଆଜି ନେତୃତ୍ୱ କ୍ଷମତା ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ନୂତନ ଅବସର ମିଳିପାରେ। ଶୁଭ ସଂଖ୍ୟା: 3 ଶୁଭ ରଙ୍ଗ: ଲାଲ ଶୁଭ ସମୟ: ପ୍ରଭାତି 9:00–10:30 ପ୍ରତିକାର:…