Month: November 2025

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ

ଭୁବନେଶ୍ୱରର ବାଲିଅନ୍ତାରେ ନିୟୋଜିତ ଜଣେ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସଆଇ) ଗୁରୁବାର ଦିନ ଜଣେ ବ୍ୟକ୍ତିଙ୍କ ଠାରୁ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଦ୍ୱାରା ଗିରଫ ହୋଇଛନ୍ତି।ଅଭିଯୁକ୍ତ ଅଧିକାରୀ ଜଣକ ସୋମନାଥ ପଲେଇ ବୋଲି ଚିହ୍ନଟ ହୋଇଛନ୍ତି। ପାରିବାରିକ…

ଶ୍ରୀୟା ଘୋଷାଲଙ୍କ ଶୋ ବେଳେ କଟକ ବାଲିଯାତ୍ରାରେ ଠେଲାପେଲା, ୨ ଅଚେତ

କଟକ ବାଲିଯାତ୍ରାରେ ଠେଲାପେଲା ଯୋଗୁ ୨ ଜଣ ଅଚେତ ହୋଇପଡ଼ିଛନ୍ତି। ଗୁରୁବାର ସନ୍ଧ୍ୟାରେ ପ୍ରବଳ ଭିଡ଼ ଯୋଗୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ସନ୍ଧ୍ୟାରେ ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ରହିଥିଲା। ଏଥିପାଇଁ ପ୍ରବଳ ଭିଡ଼ ହୋଇଥିଲା। ଭିଡ଼…

ଇଡେନଗାର୍ଡେନରେ ପ୍ରଥମ ଥର ପାଇଁ ଟେଷ୍ଟ ଖେଳିବେ ଟିମ ଇଣ୍ଡିଆର ୯ଜଣ ଖେଳାଳି

କୋଲକାତା: ଇଡେନଗାର୍ଡେନରେ ନଭେମ୍ବର ୧୪ରୁ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଯିବ । ୬ ବର୍ଷ ପରେ ଭାରତୀୟ ଟିମ ଏଠାରେ ଟେଷ୍ଟ ମ୍ୟାଚ ଖେଳିବ । ବର୍ତମାନର ଟିମ ଇଣ୍ଡିଆରେ କେବଳ…

ଆଜି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି, ୨୬ ରାଉଣ୍ଡରେ ହେବ ଗଣତି

ଭୁବନେଶ୍ୱର, ୧୪/୧୧ : ଆଜି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଟ ୩୫୮ଟି ବୁଥ ପାଇଁ ୧୪ ଟି ଟେବୁଲରେ ୨୬ରାଉଣ୍ଡରେ ଭୋଟ ଗଣତି ହେବ ।…

ଚୀନ୍ ସୀମାରୁ ମାତ୍ର ୩୫ କିଲୋମିଟର ଦୂରରେ ଖୋଲିଲା ଭାରତର ନ୍ୟୋମା ଏୟାରବେସ୍

ଲଦ୍ଦାଖ ପର୍ବତମାଳାରେ ଭାରତ ଆଉ ଏକ ଐତିହାସିକ ଉପଲବ୍ଧି ହାସଲ କରିଛି। ଚୀନ୍ ସୀମାରୁ ମାତ୍ର ୩୫ କିଲୋମିଟର ଦୂରରେ ନ୍ୟୋମା ବାୟୁସେନା ଘାଟିକୁ ଅଧିକାରୀକ ରୂପେ ସକ୍ରିୟ କରାଯାଇଛି। ସମୁଦ୍ର ପତନରୁ ୧୩,୭୧୦ କିଲୋମିଟର ଉଚ୍ଚତାରେ ଅବସ୍ଥିତ ଏହି ଏୟାର…

ପାକିସ୍ତାନରେ ଶ୍ରୀଲଙ୍କା ଦଳ ଉପରେ ଆକ୍ରମଣ, ୮ ନିହତ: ୧୬ ବର୍ଷ ପୂର୍ବେ ଘଟିଥିବା ଏକ ହୃଦୟ ବିଦାରକ ଘଟଣା

ନୁଆଦିଲ୍ଲୀ: ଇସଲାମାବାଦ ବିସ୍ଫୋରଣ ପରେ ଶ୍ରୀଲଙ୍କା କ୍ରିକେଟ ଦଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଇସଲାମାବାଦ ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଫଳସ୍ୱରୂପ, ଅନେକ ଶ୍ରୀଲଙ୍କା କ୍ରିକେଟ ଖେଳାଳି ସିରିଜର…

ଦଧିବାମନ ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗର ରାଜ୍ୟସ୍ତରୀୟ ପାଠଚକ୍ର

ଦଧିବାମନ ସ୍ନାତକ ମହାବିଦ୍ୟାଳୟ ରେ ଇତିହାସ ବିଭାଗର ରାଜ୍ୟସ୍ତରୀୟ ପାଠଚକ୍ର ଭଟଲି (ଅଭିମନ୍ୟୁ ପଧାନ):- ଦଧିବାମନ ସ୍ନାତକ ମହାବିଦ୍ୟାଳୟ ଭଟଲି ରେ ଇତିହାସ ବିଭାଗ ଓ ଆଇକ୍ୟୁଏସି ର ମିଳିତ ଆନୁକୁଲ୍ୟରେ ଅଧ୍ୟକ୍ଷ ସରୋଜ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପାଠଚକ୍ର…

ଆସନ୍ତାକାଲି ନୂଆପଡା ଫଳାଫଳ, ପ୍ରମୂଖ ତିନି ଦଳର ନେତା ନିଜ ପ୍ରାର୍ଥୀଙ୍କ ବିଜୟ ଆଶା କରିବା କହୁଛନ୍ତି

ଆସନ୍ତାକାଲି ପ୍ରକାଶ ପାଇବ ନୂଆପଡା ନିର୍ବାଚନର ଫଳାଫଳ। ପ୍ରାୟ ଦିନ ତିନିଟାରେ ସଂପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇଯିବ। ତେବେ ଆସନ୍ତାକାଲି ଗଣତି ହେବାକୁ ଥିବାରୁ ବର୍ତ୍ତମାନ ତିନି ଦଳର ତିନି ପ୍ରାର୍ଥୀଙ୍କ ଛାତି ଧଡଧଡ ହେବାରେ ଲାଗିଛି। କେତେବେଳେ ସକାଳ ପାଇବ,…

ଆସନ୍ତା ୨୦ରୁ ଖରିଫ ଧାନ କିଣା: ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ଖରିଫ ଧାନ କିଣା । ଏନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ବରଗଡ ଜିଲ୍ଲାରୁ ଆରମ୍ଭ ହେବ ଧାନକିଣା । ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା…

ଭିନ୍ନକ୍ଷମ ଶିଶୁଙ୍କ ହେବ ସର୍ଭେ

ଭୁବନେଶ୍ୱର: ରାଜ୍ୟରେ ଭିନ୍ନକ୍ଷମ ଶିଶୁଙ୍କ ହେବ ସର୍ଭେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମାର୍ଗଦର୍ଶଶିକା ଜାରି କରାଯାଇଛି । ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ଅଙ୍ଗନବାଡି କର୍ମୀ । ଏଥିପାଇଁ ଅଙ୍ଗନବାଡି କର୍ମୀଙ୍କୁ…