Month: November 2025

ବାଘ ଛାଲ ଡିଲ ବେଳେ ମାଡିବସିଲା ସ୍ପେଶାଲ କ୍ରାଇମ ୟୁନିଟ

ଭୁବନେଶ୍ୱର: ବାଘ ଛାଲ ଡିଲ ବେଳେ ମାଡିବସିଲା ସ୍ପେଶାଲ କ୍ରାଇମ ୟୁନିଟ । ମୁଖ୍ୟ ଅଭିଯୁକ୍ତ ରୋହିତ ମହାପାତ୍ର, ମଞ୍ଜିତ ସାବତ ଓ ଶମ୍ଭୁ ବିଶୋଇଙ୍କୁ ଗିରଫ କରାଯାଇଛି । ଜବତ ବାଘ ଛାଲର ଦାମ ହେଉଛି ୩୦ ଲକ୍ଷ ଟଙ୍କା…

ନିର୍ବାଚନୀ ସଭାରେ ଯୋଗଦେଲେ ବିଜେଡି ସଭାପତି ନବୀନ

ନୂଆପଡ଼ା: ନୂଆପଡ଼ା କୋମନା ତରବୋଡ଼ା ନିର୍ବାଚନୀ ସଭାରେ ଯୋଗଦେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ କଲେ ପ୍ରଚାର। ସଭାକୁ ସମ୍ବୋଧନ ଦେଇ ନବୀନ କହିଲେ ଯେ ବିଜେଡି ସରକାର ବେଳେ ନୂଆପଡ଼ା ବିକାଶ ସହ…

କାଠଯୋଡ଼ିରୁ ମିଳିଲା ଦୁଇ ନାବାଳକଙ୍କ ମୃତଦେହ

କଟକ: କାଠଯୋଡ଼ି ନଦୀରୁ ମିଳିଲା ନିଖୋଜ ହୋଇଥିବା ଦୁଇ ଜଣ ନାବାଳକଙ୍କ ମୃତଦେହ। ଗତକାଲି ସକାଳେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ କଟକ ଭଗତପୁର ବଗଲା ଲାଇନ୍ ର ଓମ୍ ଆୟୁଷ ବାରିକ ଓ ଓମ୍ ପ୍ରକାଶ। ପ୍ରଥମେ ଓମ୍ ଆୟୁଷଙ୍କ…

EDର ବଡ଼ କାର୍ଯ୍ୟାନୁଷ୍ଠାନ, ଅନିଲ ଅମ୍ବାନୀଙ୍କ ୩ ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ

କୁଳ୍ପପତି ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍ ସହିତ ଜଡିତ ସମ୍ପତ୍ତି ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ୩ ହଜାର କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତିକୁ ଅସ୍ଥାୟୀ ଭାବରେ ଆଟାଚ୍ କରାଯାଇଛି। ମନି ଲଣ୍ଡରିଂ ନିବାରଣ ଆଇନ…

‘ରୁଚି’ ପ୍ରତିଷ୍ଠାତାଙ୍କ ପରଲୋକ

ରୁଚି କମ୍ପାନୀର ପ୍ରତିଷ୍ଠାତା ତଥା ଶିଳ୍ପପତି ଶରତ ଚନ୍ଦ୍ର ସାହୁଙ୍କ ପରଲୋକ ଘଟିଛି । ୭୫ ବର୍ଷ ବୟସରେ ମୁମ୍ବାଇର ଲୀଳାବତୀ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ସୂତ୍ରରୁ ପ୍ରକାଶ । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ପୁତ୍ର ଓ କନ୍ୟା…

ବିଜେପିରେ ସାମିଲ ହେଲେ ଅମର ପଟ୍ଟନାୟକ

ପଦ୍ମ ଧରିଲେ ଅମର ପଟ୍ଟନାୟକ । ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଆଜି ବିଧିବଦ୍ଧ ଭାବରେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି । ଏହି…

BREAKING-ହାତୀ ଆକ୍ରମଣରେ ସାତ ବର୍ଷରଆଦିବାସୀ ଶିଶୁ ମୃତ

BREAKING-ହାତୀ ଆକ୍ରମଣରେ ସାତ ବର୍ଷରଆଦିବାସୀ ଶିଶୁ ମୃତ।ସାନଭାଇ ଗୁରୁତର।କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ଵନାଥପୁର ରେଞ୍ଜ ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତ ନିୟମଗିରି ପାଦଦେଶରେ ଥିବା କୁନ୍ନା କାଡୁ ଗାଁର କାଣୁ ମାଝୀଙ୍କ ପୁତ୍ର ରବି ମାଝୀ(୭) ହାତୀ…

ଅନୁଗୁଳ ରେଞ୍ଜର ଖୋଲା କୂଅରୁ ହାତୀର ସଫଳ ଉଦ୍ଧାର

ଅନୁଗୁଳ ରେଞ୍ଜର ଖୋଲା କୂଅରୁ ହାତୀର ସଫଳ ଉଦ୍ଧାର ୧ ନଭେମ୍ବର ୨୦୨୫ରେ, ଅନୁଗୁଳ ବନ ବିଭାଗ ଅନୁଗୁଳ ରେଞ୍ଜର ପୁରୁଣାଗଡ଼ ସେକ୍ସନର ବଡ଼କେରା ବିଟ୍‌ର ଚମ୍ପତିମୁଣ୍ଡା ଗ୍ରାମ ନିକଟରେ ଏକ ଖୋଲା କୂଅରେ ପଡ଼ିଥିବା ଏକ ଜଙ୍ଗଲୀ ହାତୀକୁ ସଫଳତାର…

ଭାଗବତ ପାରାୟଣ କମିଟି ପକ୍ଷରୁ ଦୀର୍ଘ ୩୫ ବର୍ଷରୁ ଉର୍ଦ୍ଧ୍ଵ ଧରି ଭାଗବତ ସଭା ଅନୁଷ୍ଠିତ

ଭାଗବତ ପାରାୟଣ କମିଟି ପକ୍ଷରୁ ଦୀର୍ଘ ୩୫ ବର୍ଷରୁ ଉର୍ଦ୍ଧ୍ଵ ଧରି ଭାଗବତ ସଭା ଅନୁଷ୍ଠିତ ଆଳି ବ୍ଳକ ଅନ୍ତର୍ଗତ ଦେସାହି ଗ୍ରାମ ପଞ୍ଚାୟତର ଦଣ୍ଡା ସାହି ଠାରେ ଦୀର୍ଘ ୩୫ ବର୍ଷ ଧରି ଭାଗବତ ସଭା ଅନୁଷ୍ଠିତ ହେଉଅଛି। ଚଳିତ…

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା କୃଷ୍ଣପ୍ରସାଦ: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା। ମଝି ଚିଲିକାରେ ୧୦ବାଇକ ସମେତ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଅଟକିଥିବା ସୂଚନା। ସକାଳ ୭ଟାରୁ ଡଙ୍ଗାଟି ସାତପଡ଼ାରୁ ଜହ୍ନିକୁଦା ଯାତ୍ରା ଆରମ୍ଭ କରିଥିଲା। ପୁରୀ ଜିଲ୍ଲା…

You missed