Month: November 2025

ଆଜିର ରାଶିଫଳ

🪔 ଆଜିର ରାଶିଫଳ – ୩ ନଭେମ୍ବର ୨୦୨୫ (ସୋମବାର)📜 ଜାଗ୍ରତ ଭାରତ ନ୍ୟୁଜ୍ ପକ୍ଷରୁ 🌞 ♈ ମେଷ (Aries)ଆଜି ଆପଣଙ୍କ ଶ୍ରମର ଫଳ ମିଳିବ। ନୂଆ କାମ ଆରମ୍ଭ ପାଇଁ ଦିନ ଶୁଭ। ପରିବାରରେ ଖୁସି ରହିବ।🔢 ଶୁଭ…

ନୂଆପଡ଼ାରେ ବିଜେପି ପକ୍ଷରୁ କ୍ରୀଡାବିତ ସମାବେଶ

ନୁଆପଡା / ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେପି ପକ୍ଷରୁ ନିର୍ବାଚନୀ ପ୍ରଚାର ଜୋର ଧରିଛି । ସମାଜ ର ସବୁ ବର୍ଗ ର ଭୋଟର୍ସ ଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ପାଇଁ ବିଜେପି ନେତା ମନ୍ତ୍ରୀ ସାଂସଦ ବିଧାୟକ…

ଭାରତ-ଆମେରିକା ମଧ୍ୟରେ ୧୦ ବର୍ଷର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ

ଏହି ଚୁକ୍ତିନାମା ସ୍ୱାକ୍ଷର ହେଉଥିବା ବେଳେ ଉଭୟ ଦେଶ ବାଣିଜ୍ୟିକ ବିବାଦ, ବିଶେଷକରି ଆମେରିକା ଦ୍ୱାରା ଭାରତୀୟ ଉତ୍ପାଦ ଉପରେ ୫୦% ଶୁଳ୍କ ଆରୋପ କରିବା ପରେ ସମ୍ପର୍କ ସୁଧାର କରିବାକୁ ଚେଷ୍ଟା କରୁଥିଲେ। ଏପରି ପରିସ୍ଥିତିରେ ଏହି ପ୍ରତିରକ୍ଷା ଚୁକ୍ତି…

ଚାରି ବର୍ଷରେ ହେବ ୧୫ ଲକ୍ଷ ହେକ୍ଟରକୁ ଜଳସେଚନ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଆଜି ରାଜୀବ ଭବନସ୍ଥିତ ଜଳ ସମ୍ପଦ ବିଭାଗ ପରିଦର୍ଶନ କରି ବିଭାଗର ସବିସ୍ତୃତ କାର୍ଯ୍ୟକଳାପ ବୁଝିଥିଲେ। ସେ ପ୍ରଥମେ ଅଷ୍ଟମ ମହଲାରେ ଥିବା ରାଜ୍ୟ ଜଳ ବିଜ୍ଞାନ ତଥ୍ୟ କେନ୍ଦ୍ର (State Hydrological Data Center) ପରିଦର୍ଶନ କରିଥିଲେ। ସେଠାରେ…

ତାଞ୍ଜାନିଆରେ ବିକ୍ଷୋଭ, ୭୦୦ ମୃତ

ନୁଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ଦେଖାଦେଇଥିବା ଅନିୟମିତତାକୁ କେନ୍ଦ୍ରକରି ଆଫ୍ରିକୀୟ ରାଷ୍ଟ୍ର ତାଞ୍ଜାନିଆରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶିତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହା ହିଂସାର ରୂପ ନେଇଥିଲା। ପୁଲିସ ସହ ସଂଘର୍ଷରେ ପ୍ରାୟ ୭୦୦ ଲୋକ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି।…

ଇଚିହାସ ରଚିଲା ଇସ୍ରୋ; ସବୁଠୁ ଓଜନିଆ ଉପଗ୍ରହର ଉତ୍‌କ୍ଷେପଣ

ଲଞ୍ଚ ହେଲା CMS-03 ସାଟେଲାଇଟ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଦ୍ବାରା ନିର୍ମିତ ଏହି ସାଟେଲାଇଟ ହେଉଛି ଏକ ଯୋଗାଯୋଗ ଉପଗ୍ରହ(କମ୍ୟୁନିକେସନ ସାଟେଲାଇଟ୍‌)। ରବିବାର ସନ୍ଧ୍ୟା ୫:୨୬ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇସ୍ରୋ ଏହି…

ଭାରତ ମହିଳା ବିଶ୍ୱକପ୍ ଚମ୍ପିୟାନ ୨୦୨୫

ଭାରତୀୟ ମହିଳା ଦଳ ଇତିହାସ ରଚିଛି। ମହିଳା ଏକଦିବସୀୟ ବିଶ୍ୱକପ୍ 2025 ର ଫାଇନାଲରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ 52 ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ 50 ଓଭରରେ 7 ୱିକେଟ ହରାଇ 298 ରନ…

ହାଇକୋର୍ଟ ୩ରୁ ୫ ତାରିଖ ଯାଏଁ ତିନି ଦିନ ଛୁଟି

କଟକ: ଓଡ଼ିଶା ହାଇକୋର୍ଟ ସୋମବାର କାର୍ତ୍ତିକ ବ୍ରତ ଉପଲକ୍ଷେ ଛୁଟି ରହିବ। ଏହି ଛୁଟି ପ୍ରତିବଦଳରେ ନଭେମ୍ବର ୨୯ (ଶନିବାର)କୁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି। ଏ ସଂକ୍ରାନ୍ତରେ ରେଜିଷ୍ଟ୍ରାର (ନ୍ୟାୟିକ)ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପକ୍ଷରେ ହାଇକୋର୍ଟ କ୍ୟାଲେଣ୍ଡରରେ…

ରାଜଧାନୀରେ ବୁଲିଲା ଖଣ୍ଡା

ଭୁବନେଶ୍ୱର : ରାଜଧାନୀରେ ବୁଲିଲା ଖଣ୍ଡା । ଗ୍ରାହକ ଖଣ୍ଡା ଚୋଟରେ ଦୋକାନୀ ଆହାତ। ବଡଗଡ ଥାନା ଟଙ୍କପାଣି ରୋଡ଼ ଚିଲି ପୋଖରୀ ପାଖରେ ଘଟିଛି ଘଟଣା । ଅନଲାନରେ ପେମେଣ୍ଟକୁ ନେଇ ଗଣ୍ଡୋଗୋଳ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ…

ନିଷିଦ୍ଧାଞ୍ଚଳରେ ବଣଭୋଜି ଦୁଇ ଦଶନ୍ଧି ର ସୁରକ୍ଷା ଉପରେ ପ୍ରଶ୍ନବାଚୀ

ନିଷିଦ୍ଧାଞ୍ଚଳରେ ବଣଭୋଜି ଦୁଇ ଦଶନ୍ଧି ର ସୁରକ୍ଷା ଉପରେ ପ୍ରଶ୍ନବାଚୀ ଅନୁଗୋଳ, ତା ୦୩/୧୧/୨୫ରିଖ । ସାତକୋଶିଆ ଅଭୟାରଣ୍ୟର ସୁରକ୍ଷାରେ ଚରମ ଅବହେଳା । କୋଡିଏ ବର୍ଷ ଧରି ସାତକୋଶିଆ ଅଭୟାରଣ୍ୟର ନିୟମ କୁ ଉଲଙ୍ଘନ କରାଯାଇ କୋର୍ଟ ଏରିଆ ମଧ୍ୟରେ…

You missed