Month: December 2025

ଦିନିକିଆ ଢେଙ୍କାନାଳ ଗସ୍ତରେ ଶିଳ୍ପ, ଦକ୍ଷତା ବିକାଶ ମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର କଲେ ଉଦ୍‌ଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ

ଦିନିକିଆ ଢେଙ୍କାନାଳ ଗସ୍ତରେ ଶିଳ୍ପ, ଦକ୍ଷତା ବିକାଶ ମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର କଲେ ଉଦ୍‌ଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ ଢେଙ୍କାନାଳ,୩୦/୧୨: ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ଵଇଁ ମଙ୍ଗଳବାର ଦିନିକିଆ ଆକାଂକ୍ଷୀ ଜିଲ୍ଲା ଢେଙ୍କାନାଳଳ…

ରାଜ୍ୟ ସ୍ତରୀୟ ଓପନ ଟାଏକଣ୍ଡୋ କ୍ରୀଡାରେ କୃତିତ୍ବ ଅର୍ଜନ କଲେ କନ୍ଧମାଳ ର ଛାତ୍ରଛାତ୍ରୀ

ରାଜ୍ୟ ସ୍ତରୀୟ ଓପନ ଟାଏକଣ୍ଡୋ କ୍ରୀଡାରେ କୃତିତ୍ବ ଅର୍ଜନ କଲେ କନ୍ଧମାଳ ର ଛାତ୍ରଛାତ୍ରୀ କନ୍ଧମାଳ, ତା, ୩୦/୧୨:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନେ ରାଜ୍ୟ ସ୍ତରୀୟ ଟାଏକଣ୍ଡୋ କ୍ରିଡ଼ା ରେ…

ହତ୍ୟାମାମଲାର ପର୍ଦ୍ଦାଫାଶ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ୍

ହତ୍ୟାମାମଲାର ପର୍ଦ୍ଦାଫାଶ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ୍ ବଡ଼ବିଲ:କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ଝାଡଗାଁ ନିକଟରେ ଗତ ୨୩/୧୨/୨୫ରିଖ ମିଳିଥିବା ମୃତ ଶରୀର ର ଏକ ହତ୍ୟାକାଣ୍ଡ ଘଟଣା ଥିଲା। ଯାହାର ତଦନ୍ତ…

ବିରାଟେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : କର୍ଣ୍ଣିବେଡ଼ାକୁ ହରାଇ ମନମୁଣ୍ଡା ଚମ୍ପିଆନ

ବିରାଟେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : କର୍ଣ୍ଣିବେଡ଼ା କୁ ହରାଇ ମନମୁଣ୍ଡା ଚମ୍ପିଆନ ବାଲିଗୁଡା, ତା, ୩୦/୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ…

ଆମ୍ବୁଲାନ୍ସ ଲୋକାର୍ପଣ ଉତ୍ସବ

ଆମ୍ବୁଲାନ୍ସ ଲୋକାର୍ପଣ ଉତ୍ସବ ଆଜି ତା -୩୦.୧୨.୨୦୨୫ ରିଖ ମଙ୍ଗଳ ବାର ଦିବା ୧୦ ଘଟିକା ସମୟରେ “ପ୍ରିୟ” ସ୍ବେଚ୍ଛାସେବୀ ସଂଗଠନ ଠାରେ ଦୁର୍ଗମ ଅପହଞ୍ଚ ଅଞ୍ଚଳରେ ମାନସିକ ଅନଗ୍ରସର, ମସ୍ତିସ୍କ ପକ୍ଷାଘାତ ଓ ଅଟିଜିମ୍ ଶିଶୁମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା…

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ପୌଷ ମାସର ପୁତ୍ରଦା ଏକାଦଶୀ ନୀତି ପାଳନ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ପୌଷ ମାସର ପୁତ୍ରଦା ଏକାଦଶୀ ନୀତି ପାଳନ କରାଯାଇଛି। ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର, ପହିଲି ଭୋଗ,ବଲ୍ଲଭ ଭୋଗ ଲାଗି…

୪ କୋଟିର ମାରିଜୁଆନା ଜବତ

୪ କୋଟିର ମାରିଜୁଆନା ଜବତ ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରୁ ୪ କୋଟି ଟଙ୍କାର ମାରିଜୁଆନା ଜବତ କରାଯାଇଛି। ଯାତ୍ରୀଙ୍କ ବ୍ୟାଗ୍‌ରୁ ଦାମୀ ନିଶା ମାରିଜୁଆନା ଜବତ କଲା କଷ୍ଟମ୍ ବିଭାଗ। ନୂଆବର୍ଷକୁ ଦୃଷ୍ଟିରେ ରଖି ଚାଲାଣ ହେଉଥିବା ସନ୍ଦେହ କରାଯାଉଛି।…

ଦିଲ୍ଲୀରେ ଝଲସିବ ଓଡିଶା ପ୍ରଜ୍ଞାପନ ମେଢ

ଭୁବନେଶ୍ୱର : ଆଗାମୀ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଚଳିତ ବର୍ଷ ଦେଖିବାକୁ ମିଳିବ ଓଡିଶାର ପ୍ରଜ୍ଞାପନ ମେଢ। ସ୍ୱଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ସାଂପ୍ରତିକ ଭାରତକୁ ଆତ୍ମନିର୍ଭର ଭାରତରେ ପରିଣତ କରିବା ଦୃଷ୍ଟିକୋଣକୁ ନେଇ ଚଳିତ ବର୍ଷ…

ଆନ୍ଦୋଳନକାରୀ ଅମଲାଙ୍କ ବକେୟା ଦରମା ପ୍ରଦାନ ପାଇଁ ବିଚାର କଲେ ରାଜ୍ୟ ସରକାର

ଆନ୍ଦୋଳନକାରୀ ଅମଲାଙ୍କ ପ୍ରତି କୋହଳ ହେଲେ ରାଜ୍ୟ ସରକାର। ଅଟକ ଦରମା ପ୍ରଦାନ ସହ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ପ୍ରତ୍ୟାହାର। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ବିଭିନ୍ନ ଦାବି ନେଇ ଓଡିଶା…

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଦୀର୍ଘ ଅସୁସ୍ଥତା ପରେ ପରଲୋକ ଘଟିଛି। ତାଙ୍କ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମଙ୍ଗଳବାର ଏହି ଖବରକୁ ନିଶ୍ଚିତ କରିଛି। ୮୦ ବର୍ଷୀୟ ଏହି ପୂର୍ବତନ ପ୍ରଧାନମନ୍ତ୍ରୀ ଲିଭର ସିରୋସିସ୍…

You missed