Month: December 2025

ନାଲକୋ କଲୋନୀ ପରିସରରେ ମହିଳାଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ,02/12/2025:ନାଲକୋ କଲୋନୀ ପରିସର ତୃତୀୟ ମହଲା କଲୋନୀ କ୍ୱାଟର ନମ୍ୱର ବି୨୦୦୧ ରେ ଜଣେ ମହିଳାଙ୍କ ସନ୍ଧେହ ଜଣକ ମୃତ୍ୟୁ । ମୃତ ମହିଳା ଜଣକ ମଧୁସ୍ମିତା ପ୍ରଧାନ ସ୍ବାମୀ କାର୍ତ୍ତିକେଶ୍ୱର ପ୍ରଧାନ , ବୟସ ୩୫ ବୋଲି ଜଣାପଡିଛି ।…

ଆଦର୍ଶ ଶିକ୍ଷକ ଗଣନାଥ ସାମଲଙ୍କ ଏକାଦଶାହ ଉପଲକ୍ଷେ ସ୍କତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି

ଆଦର୍ଶ ଶିକ୍ଷକ ଗଣନାଥ ସାମଲଙ୍କ ଏକାଦଶାହ ଉପଲକ୍ଷେ ସ୍କତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି ଆଳି ____ ଆଳି ବ୍ଳକ ଅନ୍ତର୍ଗତ ପାଳିମି ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଗଣନାଥ ସାମଲଙ୍କ ଏକାଦଶାହ ଉପଲକ୍ଷେ ସ୍ବପ୍ନେଶ୍ଵର ମହାଦେବଙ୍କ ମନ୍ଦୀର ସନ୍ନିକଟ ପଡ଼ିଆରେ…

କଳାହାଣ୍ଡି ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

କଳାହାଣ୍ଡି ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଭବାନୀପାଟଣା : ତା. ୦୧.୧୨.୨୦୨୫ – କଳାହାଣ୍ଡି ଜିଲ୍ଲାସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି ।…

ଅମ୍ବାଭୋନାରେ ଶିକ୍ଷକ ଏକାଦଶ ଏକଦିବସୀୟ ତ୍ରିମୁଖୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ – ୨୦୨୫ ଉଦଯାପିତ

ଅମ୍ବାଭୋନାରେ ଶିକ୍ଷକ ଏକାଦଶ ଏକଦିବସୀୟ ତ୍ରିମୁଖୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ – ୨୦୨୫ ଉଦଯାପିତ (ବରଗଡ଼)::ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଶିକ୍ଷା ଓ ଶିକ୍ଷକ ପରିବାର ଏବଂ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ,ଅମ୍ବାଭୋନା ଶାଖା ତରଫରୁ ଅତାବିରା,ଅମ୍ବାଭୋନା ଓ ଭଟଲି ବ୍ଲକ ମଧ୍ୟରେ…

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ୨୦୨୫ ପାଳିତ

୧ ଡିସେମ୍ବର, ଅନୁଗୁଳ: ଜିନ୍ଦଲ ଷ୍ଟିଲର ସାମାଜିକ ଅଙ୍ଗ, ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ସହିତ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ହୋଇଥିବା ଏକ ସଚେତନତା ରାଲିରେ…

ଶସ୍ୟ ଡବା ବଣ୍ଟନ କଲେ ବନ ବିଭାଗ

ଅନୁଗୋଳ – *ତାରିଖ- 30.11.2025_* ଆଜି, AJY ଦଳ ବନ୍ତଳା ରେଞ୍ଜର ଖିଣ୍ଡା ସେକ୍ସନର ପୋକାତୁଙ୍ଗା ବିଟ ଅନ୍ତର୍ଗତ ବାଘୁଆପାଟରେ ଆଦିବାସୀ ହିତାଧିକାରୀଙ୍କୁ 20ଟି ଶସ୍ୟ ଡବା ବଣ୍ଟନ ପାଇଁ ଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲା। ଏହି କାର୍ଯ୍ୟକ୍ରମରେ ବନ୍ତଳା ରେଞ୍ଜ…

ଠିକାଦାରଙ୍କ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ ଗୁଳିକାଣ୍ଡ, ଛଅ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ୍

ଠିକାଦାରଙ୍କ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ ଗୁଳିକାଣ୍ଡ, ଛଅ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ୍ କେନ୍ଦୁଝର ଜିଲ୍ଲା ବଲାଣିଥାନା ଅନ୍ତର୍ଗତ ରାଷ୍ଟ୍ରାୟତ ଉଦ୍ୟୋଗ ସେଲ୍ ଖଣି ଅନ୍ତର୍ଗତ ସେଣ୍ଟ୍ରାଲ ମାଇନିଂ ଆଣ୍ଡ ଲୋଜିଷ୍ଟିକ ଅର୍ଗାନାଇଜେସନ(ସିଏମେଲଓ) ଅଧୀନସ୍ଥ ବଲାଣି ଖଣି ଟାଉନସିପ୍…

ନୂତନ ରାଧାକୃଷ୍ଣ ମନ୍ଦିରର ରତ୍ନମୁଦ ଉତ୍ସବ ପାଳିତ

ବଅଁରପାଳ,୩o.୧୧- ବଅଁରପାଳ ବ୍ଲକ ତୁଳସୀପାଳ ଓ ଲଙ୍ଗୁଳିଆବେଡା ଗ୍ରାମ ତାସିରୀ ମଠ ପରିସରରେ ନିର୍ମାଣଧୀନ ନୂତନ ରାଧାକୃଷ୍ଣ ମନ୍ଦିରର ରତ୍ନମୁଦ ଉତ୍ସବ ଓ ବଜ୍ରବାରକ ଇନ୍ଦ୍ର ଇନ୍ଦ୍ରାଣୀ ପୂଜା ସମାରୋହରେ ପାଳିତ ହୋଇଯାଇଛି l ମନ୍ଦିର ପରିଚାଳନା କମିଟି ସଭାପତି କମଳକାନ୍ତ…

ନୂଆବର୍ଷ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮ ଆମ୍ବୁଲାନ୍ସ। ଏହି ଗାଡ଼ି ଆସି ସାରିଥିବା ବେଳେ ଏହାର ବ୍ରାଣ୍ଡିଂ ଚାଲିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏବେ ବି ଦଦରା ଗାଡ଼ି ରାସ୍ତାରେ ଗଡ଼ୁଛି। ବିଶେଷ କରି ବ୍ୟାକଅପ୍‌ ପାଇଁ ଏଗୁଡ଼ିକୁ…

T20 ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ (OCA) ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଟିକେଟ୍ ପ୍ରଦାନ

ଆସନ୍ତା ଡିସେମ୍ବର ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା T20 ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ (OCA) ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଟିକେଟ୍ ପ୍ରଦାନ କରାଯାଇଛି।OCA ସଭାପତି ପଙ୍କଜ ଲୋଚନ ମହାନ୍ତି…

You missed