Month: January 2026

ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

ଆଜି ପବିତ୍ର ମାଘ ସପ୍ତମୀ ଅବସରରେ ଭୋରୁ ଭୋରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଛନ୍ତି । ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ପକାଇବା ପାଇଁ ଗତକାଲି ଅପରାହ୍ନରୁ ମେଳା ପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା…

ବାଲେଶ୍ବରରେ ୧୭ ଲକ୍ଷର ଧଳା ଜହର ଜବତ

ଜଳେଶ୍ୱର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ତହସିଲ ଅନ୍ତର୍ଗତ ରାଜପୁର ଅଞ୍ଚଳରେ ୧୭ ଲକ୍ଷ ଟଙ୍କାର ଧଳା ଜହର ଜବତ କରାଯାଇଛି। ଡିଲ୍‌ ବେଳେ ଜଣେ ଗିରଫ ହୋଇଥିବା ଜଣାପଡ଼ିଛି। ଜବତ ବ୍ରାଉନସୁଗାର ପ୍ରାୟ ୧୧୭ ଗ୍ରାମ୍‌ ସୂଚନା। Post Views: 22

ଅମ୍ବାଭୋନା ବ୍ଳକ୍ ରେ ଦ୍ବିତୀୟ ପର୍ଯ୍ୟାୟ ନିଷ୍ଠା ତାଲିମ ଉଦଯାପିତ

ଅମ୍ବାଭୋନା ବ୍ଳକ୍ ରେ ଦ୍ବିତୀୟ ପର୍ଯ୍ୟାୟ ନିଷ୍ଠା ତାଲିମ ଉଦଯାପିତ ଅମ୍ବାଭୋନା ୨୪/୦୧ ଶନିବାର ଦିନ ଅମ୍ବାଭୋନା ବ୍ଳକ୍ ର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ସମ୍ବିଳନୀ କକ୍ଷରେ ଅମ୍ବାଭୋନା ବ୍ଳକ୍ ର ଏ ବି ଇ ଓ କମ୍ ବି…

ଇଣ୍ଡୋନେସିଆରେ ବଡ଼ ଧରଣର ଭୂସ୍ଖଳନ ୭ ମୃତ; ୮୨ ନିଖୋଜ

ମୁଷଳଧାରାରେ ବର୍ଷା ହେବା ଫଳରେ ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶରେ ଭୂସ୍ଖଳନ ଘଟି ୭ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୮୨ ଜଣ ନିଖୋଜ ଥିବା ଜଣାପଡ଼ିଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା କହିଛି, ଏହି ଦୁର୍ଘଟଣା ପଶ୍ଚିମା ବାନ୍ଦୁଙ୍ଗ୍‍…

ରାଷ୍ଟ୍ରୀୟ ମତଦାତା ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

ରାଷ୍ଟ୍ରୀୟ ମତଦାତା ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା ବରଗଡ଼:୨୪/୦୧(ପବିତ୍ର ମେହେର)ସାରା ଦେଶରେ ୨୦୧୧ ମସିହାରୁ ଜାନୁଆରୀ ମାସ ୨୫ ତାରିଖକୁ ପ୍ରତ୍ୟେକ ବର୍ଷ ରାଷ୍ଟ୍ରୀୟ ମତଦାତା ଦିବସ ଭାବରେ ପାଳନ କରାଯାଉଛି।ଏହି ପରିପ୍ରେକ୍ଷୀରେ ମତଦାନକୁ ନେଇ ଳୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ…

୪ଟି ଶ୍ରମ କୋଡ୍ ବାତିଲ୍ ଦାବୀରେ ଏଆଇଟିୟୁସିର ବୈଠକ

୪ଟି ଶ୍ରମ କୋଡ୍ ବାତିଲ୍ ଦାବୀରେ ଏଆଇଟିୟୁସିର ବୈଠକ ଢେଙ୍କାନାଳ ସ୍ଥାନୀୟ ଯାଉଁଳିପୋଖରୀ ମଠ ପ୍ରାଙ୍ଗଣରେ ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ବୈଠକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଏ.ଆଇ.ଟି.ୟୁ.ସି.ର ରାଜ୍ୟ ସାଧାରଣ ସଂପାଦକ ବିଜୟ ଜେନା, ରାଜ୍ୟ…

ପି.ଏମ୍.ଶ୍ରୀ ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାଳିକା ଦିବସ ପାଳନ ସହିତ ସଚେତନତା ରାଲି

ପି.ଏମ୍.ଶ୍ରୀ ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାଳିକା ଦିବସ ପାଳନ ସହିତ ସଚେତନତା ରାଲି ଢେଙ୍କାନାଳ ପି.ଏମ୍.ଶ୍ରୀ ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାନୁଆରୀ ୨୪ ତାରିଖକୁ ଜାତୀୟ ବାଳିକା ଦିବସ ପାଳନ ହୋଇଯାଇଅଛି । ଏଥିରେ ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀ…

ଢେଙ୍କାନାଳ ମହୋତ୍ସବ ଉଦଯାପିତ

ଢେଙ୍କାନାଳ ମହୋତ୍ସବ ଉଦଯାପିତ ଢେଙ୍କାନାଳ,୨୪।୧: ମହିଷାପାଟଠାରେ ଚାଲିଥିବା ୧୮ ତମ ଢେଙ୍କାନାଳ ମହୋତ୍ସବ ଶନିବାର ଉଦଯାପିତ ହୋଇଛି। ଉଦ୍‌ଯାପନୀ ସଂନ୍ଧ୍ୟାରେ ମୁଖ୍ୟଅତିଥିଭାବେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ଵାଇଁ ମୁଖ୍ୟ ଅଥିଭାବେ ଯୋଗଦେଇଥିଲେ ।…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ପାଠକଙ୍କୁ ସୁପ୍ରଭାତ। ଆଜି ରବିବାର, ୨୫ ଜାନୁୟାରୀ ୨୦୨୬। ଆସନ୍ତୁ ଜାଣିବା ଆଜି ଆପଣଙ୍କ ରାଶି ପାଇଁ ଦିନଟି କିପରି ରହିବ। ​ଆଜିର ରାଶିଫଳ (୨୫ ଜାନୁୟାରୀ ୨୦୨୬) ରାଶି ଶୁଭ ରଙ୍ଗ ଶୁଭ ସଂଖ୍ୟା…

ରାଜ୍ୟରେ ଆଗୁଆ ହୋଇପାରେ ପଞ୍ଚାୟତ ନିର୍ବାଚନ

ରାଜ୍ୟରେ ଆଗୁଆ ହୋଇପାରେ ପଞ୍ଚାୟତ ନିର୍ବାଚନ। ଏ ନେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଜନଗଣନା ପାଇଁ ଆଗୁଆ ପଞ୍ଚାୟତ ନିର୍ବାଚନ ସମ୍ଭାବନା ରହିଛି। ନିର୍ଦ୍ଧାରିତ ସମୟର ୨ରୁ ୩ ମାସ ପୂର୍ବରୁ ପଞ୍ଚାୟତ ନିର୍ବାଚନ ହୋଇପାରେ।…

You missed