Month: January 2026

୬୧ ହଜାର ଚାକିରି ବାଣ୍ଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଜି ୧୮ତମ ରୋଜଗାର ମେଳା ଅବସରରେ ଏହି ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଭିନ୍ନ ସରକାରୀ ବିଭାଗରେ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ନିଯୁକ୍ତିପତ୍ର ପାଇଛନ୍ତି ୬୧ହଜାରରୁ ଅଧିକ ଯୁବକ, ଯୁବତୀ ।…

ବ୍ୟାଙ୍କ୍ ଅଫ ମହାରାଷ୍ଟ୍ରରୁ ସସସ୍ତ୍ର ଡକାୟତି ଘଟଣାରେ ଅଭିଯୁକ୍ତ ଙ୍କ ଦୁଇ ସହଯୋଗୀ ଗିରଫ୍

ବ୍ୟାଙ୍କ୍ ଅଫ ମହାରାଷ୍ଟ୍ରରୁ ସସସ୍ତ୍ର ଡକାୟତି ଘଟଣାରେ ଅଭିଯୁକ୍ତ ଙ୍କ ଦୁଇ ସହଯୋଗୀ ଗିରଫ୍ । ବଡ଼ବିଲ:୨୪/୧/୨୬:(ସରୋଜ କୁମାର ମହାପାତ୍ର) ::କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ କଳିଙ୍ଗ ମୁଖ୍ୟ ରାସ୍ତାର ଥିବା ଟ୍ରକ…

ବଡ଼ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ବାଳିକା ଦିବସ ପାଳିତ

ବଡ଼ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ବାଳିକା ଦିବସ ପାଳିତ ବାଲିଗୁଡ଼ା, ତା, ୨୪/୦୧: (ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସି ଅନ୍ତର୍ଗତ ବଡଗାଁ ସ୍ଥିତ ପି ଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ…

ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାଶ ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି

ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାଶ ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି ବାଲିଗୁଡା, ତା, ୨୪/୦୧:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ତଥା ସ୍ଥାନୀୟ ବାସିନ୍ଦା ସ୍ବର୍ଗତ ଡାକ୍ତର…

ବନ୍ଦେ ମାତରମ୍’କୁ ବି ମିଳିବ ସମ୍ମାନ, ଖୁବ୍ ଶୀଘ୍ର ପ୍ରଣୟନ ହେବ ନିୟମ

ମୋଦି ସରକାରଙ୍କ ନୂଆ ଯୋଜନା । ଜାତୀୟ ସଙ୍ଗୀତ ପରି ‘ବନ୍ଦେ ମାତରମ୍’କୁ ବି ମିଳିବ ସମ୍ମାନ । ଏଥର ବି ବନ୍ଦେ ମାତରମ ଗାନ ବେଳେ ଛିଡା ହେବା ହେବ ବାଧ୍ୟତାମୂଳକ । ସମ୍ମାନ ଦେବା ପାଇଁ ଏକ ପ୍ରୋଟୋକଲ୍…

ଭାରତ ଉପରୁ ୨୫ପ୍ରତିଶତ ଟାରିଫ ହଟାଇବ ଆମେରିକା

ଭାରତ ଉପରୁ ୨୫ପ୍ରତିଶତ ଟାରିଫ୍ ହଟାଇବାକୁ ଯାଉଛି ଆମେରିକା । ଗତ କିଛିଦିନ ପୂର୍ବରୁ ଆମେରିକାର ଅର୍ଥ ସଚିବ ଭାରତ ଉପରେ ଆଉ କୌଣସି ଟାରିଫ୍ ନଲଗାଇବା ପାଇଁ ସଂକେତ ଦେଇଥିଲେ । ଆଉ ଏବେ ଯେଉଁ ଖବର ସାମ୍ନାକୁ ଆସିଛି…

କଂଗ୍ରେସ ରୁ ୪୧ ନେତାଙ୍କ ଇସ୍ତଫା

ଖବର ଅନୁଯାୟୀ, ରାଜ୍ୟ କଂଗ୍ରେସର ବଡ଼ଧରଣର ହଇଚଣ ସୃଷ୍ଟି ହୋଇଛି । ଲଗାତର ଭାବେ ରାଜ୍ୟ କଂଗ୍ରେସରେ ପିସିସି ସଭାପତି ଭକ୍ତ ଦାସଙ୍କ ବିରୋଧ ଜାରି ରହିଛି । ଏହିକ୍ରମରେ ଶନିବାର ଦିନ ଏକାସାଙ୍ଗେ ଇସ୍ତଫା ଦେଇଛନ୍ତି ୪୧ କଂଗ୍ରେସ ନେତା…

୪୪ତମ ସାର୍ବଜନୀନ ସରସ୍ଵତୀ ପୂଜାରେ ଉତ୍ସବ ମୁଖର ଗାଁ ଦାଣ୍ଡ

୪୪ତମ ସାର୍ବଜନୀନ ସରସ୍ଵତୀ ପୂଜାରେ ଉତ୍ସବ ମୁଖର ଗାଁ ଦାଣ୍ଡ। ଜୁନାଗଡ଼ ୨୪/୦୧/୨୦୨୬ ବାଲେଶ୍ଵର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ), କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲିଆକୁଣ୍ଡଲ ଗ୍ରାମପଞ୍ଚାୟତ ଅଧୀନସ୍ଥ କେଲିଆ ଗ୍ରାମରେ ୪୪ତମ ସାର୍ବଜନୀନ ସରସ୍ଵତୀ ପୂଜା…

ବାର୍ଷିକ ଉତ୍ସବ ସହ ଧୂମଧାମରେ ବାଗ ଦେବୀଙ୍କ ପୂଜା ଅର୍ଚ୍ଚନା

ବାର୍ଷିକ ଉତ୍ସବ ସହ ଧୂମଧାମରେ ବାଗ ଦେବୀଙ୍କ ପୂଜା ଅର୍ଚ୍ଚନା ବିଭିନ୍ନ ସମୟରେ ଦେବାଦେବୀମାନଙ୍କ ପୂଜା ଅର୍ଚ୍ଚନା କରାଯିବାର ପରମ୍ପରା ଆମର ରହିଛି। ଏହିଦିନ ମାନଙ୍କରେ ଭକ୍ତିର ସହ ପୂଜା ଅର୍ଚନା କରି ଭଗବାନଙ୍କୁ ଜଣାଇ ଆଶୀର୍ବାଦ ଭିକ୍ଷା କରିଥାଉ। ଏହି…

ଘର ଜଳିଗଲା ତିନି ବଖାରା ଘର ସାହାଯ୍ୟର ହାତ ବଢ଼େଇଲେ ପିହୁ ଦେବରଞ୍ଜନ ସାମଲ (ଦେବ ଭାଇ)

ଘର ଜଳିଗଲା ତିନି ବଖାରା ଘର ସାହାଯ୍ୟର ହାତ ବଢ଼େଇଲେ ପିହୁ ଦେବରଞ୍ଜନ ସାମଲ (ଦେବ ଭାଇ) । କଙ୍କଡ଼ାହାଡ- ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଧରା ଗ୍ରାମର ଫେତେଇସିଙ୍ଗି ସାହିରେ ନୀଳମଣି ପଧାନଙ୍କ ତିନି ବଖ…

You missed