ସ୍ଵତନ୍ତ୍ର ସପ୍ତଦିବସିୟ ଜାତୀୟ ସେବା ଯୋଜନା ଶିବିର ଉଦଯାପିତ
ସ୍ଵତନ୍ତ୍ର ସପ୍ତଦିବସିୟ ଜାତୀୟ ସେବା ଯୋଜନା ଶିବିର ଉଦଯାପିତ ତା ୨୨/୦୧ -ଢେ଼ଙ୍କାନାଳ ମହିଳା ମହାବଦ୍ୟାଳୟରେ ଚଳିତ ମାସ ୧୬ତାରିଖରୁ ଆରମ୍ଭ ହୋଇଥିବା ସ୍ଵତନ୍ତ୍ର ସପ୍ତଦିବସୀୟ ଜାତୀୟ ସେବା ଯୋଜନା ଶିବିର ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ପଚାଶରୁ ଉର୍ଦ୍ଧ୍ବ ସ୍ବେଛାସେବୀଙ୍କୁ ନେଇ…
