Month: February 2026

ଆଫଗାନିସ୍ତାନ ଉପରେ ପାକିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍, ୧୭ ମୃତ

ପାକିସ୍ତାନ ଆଫଗାନିସ୍ତାନ ଉପରେ ଏକ ବଡ଼ ଏୟାରଷ୍ଟ୍ରାଇକ୍ କରିଛି । ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନରେ ପଶି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଆକ୍ରମଣଗୁଡ଼ିକ ଆଫଗାନିସ୍ତାନର ଘନି ଖେଲୋ ଏବଂ ଗରଦା ସାମିଆ ଜିଲ୍ଲାରେ ହୋଇଥିବା ଜଣାପଡିଛି ।…

ତେଜିଲା ଓସିଏ ନିର୍ବାଚନ କଳି; ଜେନେରାଲ୍‌ ବଡି ବୈଠକକୁ ବୟକଟ୍‌ କଲେ ଲଳିତେନ୍ଦୁ

ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ନିର୍ବାଚନ କଳି ତେଜିବାରେ ଲାଗିଛି । ବୈଠକ ଅଧାରୁ ଉଠି ପଳାଇଲେ ସଦସ୍ୟ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ଜେନେରାଲ୍‌ ବଡି ବୈଠକକୁ ବୟକଟ୍‌ କରିଛନ୍ତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ବୈଠକକୁ ବୟକଟ୍‌ କରିବା ସହ…

୨୬ରେ ଓଡିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ

ଆସନ୍ତା ୨୬ ତାରିଖରେ ଓଡିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍।ଫେବ୍ରୁଆରୀ ୨୬ ତାରିଖରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ, ସେମାନଙ୍କର ୪ ଦିନିଆ ଓଡିଶା ଗସ୍ତ ରହିଛି। ଏଥିରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓ ସଦସ୍ୟଙ୍କ ସହ ୧୦ ଜଣିଆ ଟିମ୍ ରେ…

ଓଡିଶାର ଯୁବ ଚାଷୀ ହିରୋଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ କି ବାତର ୧୩୧ତମ ଏପିସୋଡ୍‌ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏଥର ସେ ଓଡ଼ିଶାର ଜଣେ ଯୁବ ଚାଷୀ ହିରୋଦ ପଟେଲଙ୍କ କାହାଣୀ ବାଣ୍ଟିଛନ୍ତି। ହିରୋଦଙ୍କ ଚାଷ ଶୈଳୀକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ବାପା…

ଘଡ଼ଘଡ଼ି ସହ ବର୍ଷା ନେଇ 16 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆକାଶ ମେଘୁଆ ରହିବ । କାଲି ଘଡ଼ଘଡ଼ି ସହ…

ଟି-୨୦ ବିଶ୍ବକପ୍‌; ସୁପର ଏଇଟ୍‌ରେ ହାରିଲା ଶ୍ରୀଲଙ୍କା

ଇଂଲଣ୍ଡ ଶ୍ରୀଲଙ୍କାକୁ ୫୧ ରନରେ ପରାସ୍ତ କରି ଚକିତ କରିଦେଇଛି । ଜୋଫ୍ରା ଆର୍ଚର ଏବଂ ୱିଲ୍ ଜ୍ୟାକ୍ସ ତାଙ୍କ ବୋଲିଂରେ ବିପର୍ଯ୍ୟୟ ଘଟାଇ ଶ୍ରୀଲଙ୍କା ବ୍ୟାଟରଙ୍କୁ ଚକମା ଦେଇଛନ୍ତି । ଅଧିନାୟକ ଦାସୁନ୍ ଶାନାକା ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ, କିନ୍ତୁ…

ଝାରସୁଗୁଡ଼ା ଦୁର୍ଘଟଣାରେ ମୃତ ୫ ପୋଲିସଙ୍କ ପରିବାରକୁ ଅନୁକଂପା ରାଶି

ଝାରସୁଗୁଡ଼ାରେ ଘଟିଥିବା ଦୁଃଖଦ ସଡ଼କ ଦୁର୍ଘଟଣାରେ ୫ ଜଣ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ପ୍ରାଣହାନି ଘଟଣା ‌ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହାନଚରଣ ମାଝୀ। ସେ ତାଙ୍କ ଟ୍ବିଟରରେ ହ୍ୟାଣ୍ତଲେ‌ରେ ଉଲ୍ଲେଖ କରିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ମୁଖ୍ୟମନ୍ତ୍ରୀ ରିଲିଫ…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ଦର୍ଶକଙ୍କୁ ଆଜିର ଦିନର ଶୁଭେଚ୍ଛା। ମାର୍ଚ୍ଚ ୨୩, ୨୦୨୬, ସୋମବାର ପାଇଁ ସମସ୍ତ ୧୨ଟି ରାଶିର ଫଳାଫଳ ନିମ୍ନରେ ପ୍ରଦାନ କରାଗଲା: ​୧. ମେଷ (Aries) ​୨. ବୃଷ (Taurus) ​୩. ମିଥୁନ (Gemini) ​୪.…

କୋରିଆନ ର୍ମାଶଲଟ ସ୍କୁଲର ନୂତନ ଶାଖାର ଭୂମି ପୂଜନ

କୋରିଆନ ର୍ମାଶଲଟ ସ୍କୁଲର ନୂତନ ଶାଖାର ଭୂମି ପୂଜନ କଟକ ତା ୨୨-୦୨-୨୦୨୬ ରିଖ ସିଡିଏ ସେକ୍ଟର ୬ ସ୍ଥିତ ବ୍ଲକ୍ ୭ ଠାରେ କୋରିଆନ ର୍ମାଶଲଟ ସ୍କୁଲର ନୂତନ ଶାଖାର ଭୂମି ପୂଜନ ହୋଇଯାଇଛି।ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ…

ତାଳଚେରର ପ୍ରଦ୍ୟୁଷଣକୁ ରୋକିବା ପାଇଁ ବାୟୋପାର୍କ ଏକମାତ୍ର ବିକଳ୍ପ

ତାଳଚେରର ପ୍ରଦ୍ୟୁଷଣକୁ ରୋକିବା ପାଇଁ ବାୟୋପାର୍କ ଏକମାତ୍ର ବିକଳ୍ପ ତାଳଚେର, ୨୨/୦୨ ତାଳଚେର ରାଜ୍ୟର ଏକ ପ୍ରମୁଖ ଶିଳ୍ପାଚଂଳ ହୋଇଥିବା ବେଳେ ପ୍ରାୟ ୧୨ରୁ ଉର୍ଦ୍ଧ୍ୱ କୋଇଲା ଖଣି ଯୋଗୁଁ ଏଠାରେ ଥିବା ଜଙ୍ଗଲ ଜମିଗୁଡ଼ିକ ସମ୍ପୂର୍ଣ୍ଣଭାବେ ଉଜୁଡ଼ି ଯାଇଛି ।…

You missed