Month: February 2026

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣେଇଲେ ପାଲଲହଡା ବିଧାୟକ

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣେଇଲେ ପାଲଲହଡା ବିଧାୟକ ଭୁବନେଶ୍ୱର/କଣିହାଁ (ଜାଗ୍ରତ ଭାରତ ନ୍ୟୂଜ)୨୦/୦୨ – ପାଲଲହଡ଼ାର ବହୁ ପ୍ରତିକ୍ଷିତ ମାଙ୍କଡା ମଧ୍ୟମ ଜଳ ସେଚନ ପ୍ରକଳ୍ପକୁ ଆଜି ବଜେଟରେ ଅନୁମୋଦନ ମିଳିଛି l ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରି ମାଙ୍କଡ଼ା…

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପରିଚୟ ପତ୍ର ବାଧ୍ୟତାମୂଳକ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏବେ ପରିଚୟ ପତ୍ର ବାଧ୍ୟତାମୂଳକ। ନିୟମ ଉଲ୍ଲଂଘନ କଲେ ହେବ ପୋଲିସ କାର୍ଯ୍ୟାନୁଷ୍ଠାନ। ବିଶ୍ୱବିଦ୍ୟାଳୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି…

ଓପିଏସସି ପକ୍ଷରୁ ଐତିହାସିକ ନିଷ୍ପତ୍ତି: OCS ଫର୍ମରେ ଯୋଡ଼ିହେଲା ତୃତୀୟ ଲିଙ୍ଗ

ଭୁବନେଶ୍ୱର: ଓପିଏସସି ପକ୍ଷରୁ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଓସିଏସ ପରୀକ୍ଷା ଆବେଦନ ଫର୍ମରେ ଯୋଡିହୋଇଛି ତୃତୀୟ ଲିଙ୍ଗ ବିକଳ୍ପ । ଓଡିଶାରେ ସିଭିଲ ସର୍ଭିସ ପରୀକ୍ଷା -୨୦୨୫ ବିଜ୍ଞପ୍ତିରେ ସଂଶୋଧନ କରାଯାଇଛି । ମାର୍ଚ୍ଚ ୭ ତାରିଖ ଓସିଏସ ପରୀକ୍ଷା ଆବେଦନର…

ବିନୋଦ ଜାଖଡ଼ ହେଲେ ଏନଏସୟୁଆଇ ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୁଆଦିଲ୍ଲୀ: ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଗଠନର ଅଧ୍ୟକ୍ଷ ହୋଇଛନ୍ତି ବିନୋଦ ଜାଖଡ଼ । ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏମଏସୟୁଆଇର ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି । ଦଳର ମହାସଚିବ କେସି ବେଣୁ ଗୋପାଳ ବିଜ୍ଞପ୍ତି ଜାରିଆରେ ଜଣାଇଛନ୍ତି । ଜାଖଡ଼…

‘ବିକଶିତ ଓଡ଼ିଶା’ ପାଇଁ କଲ୍ୟାଣକାରୀ ଓ ଦୂରଦର୍ଶୀ ବଜେଟ୍ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ୨୦୨୬ – ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ବିଧାନସଭାରେ ପ୍ରାୟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ…

ବିବିଧତାରେ ଏକତା ଦେଶର ଶ୍ରେଷ୍ଠ ଶକ୍ତି: ରାଜ୍ୟପାଳ

ଭୁବନେଶ୍ୱର: ବିବିଧତାରେ ଏକତା ହେଉଛି ଦେଶର ଶ୍ରେଷ୍ଠ ଶକ୍ତି ବୋଲି ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି I ଶୁକ୍ରବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ ହଲଠାରେ ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମ ରାଜ୍ୟର ପ୍ରତିଷ୍ଠା ଦିବସ…

ଓଡ଼ିଶା ରାଜ୍ୟରେ ପିଏମ-କିଷାନ ହିତାକାରୀଙ୍କୁ ପ୍ରଭାବିତ କରୁଥିବା କଥିତ ଆଧାର ପ୍ରସଙ୍ଗ ଉପରେ ଗଣମାଧ୍ୟମ ରିପୋର୍ଟ ଉପରେ ସ୍ପଷ୍ଟୀକରଣ

ଏହା ଆମ ଦୃଷ୍ଟିକୁ ଆସିଛି ଯେ ଏକ ଗଣମାଧ୍ୟମ ରିପୋର୍ଟ, ଆଧାର ସମ୍ବନ୍ଧୀୟ ତ୍ରୁଟି ବିଷୟରେ କେତେକ ଭୁଲ ଏବ” ବିଭ୍ରାନ୍ତିକର ସୂଚନା ପ୍ରସାରିତ କରିଛି ଯାହା ଓଡ଼ିଶାର 73,000 କୃଷକଙ୍କୁ ପିଏମ-କିଷାନ ଯୋଜନା ଅଧୀନରେ ଲାଭ ପାଇବାରେ ବାଧା ସୃଷ୍ଟି…

‘ବିକଶିତ ଓଡ଼ିଶା’ ପାଇଁ କଲ୍ୟାଣକାରୀ ଓ ଦୂରଦର୍ଶୀ ବଜେଟ୍ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ୨୦୨୬ – ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ବିଧାନସଭାରେ ପ୍ରାୟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ…

ରାଜ୍ୟରେ ନିର୍ମାଣ ହେବ ନ୍ୟାସନାଲ୍‌ ସ୍କୁଲ୍ ଅଫ୍ ଡ୍ରାମା

ରାଜ୍ୟରେ ନିର୍ମାଣ ହେବ ନ୍ୟାସନାଲ୍‌ ସ୍କୁଲ୍ ଅଫ୍ ଡ୍ରାମା। ଗୃହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ଲିଖିତ ଉତ୍ତର। ନ୍ୟାସନାଲ୍‌ ସ୍କୁଲ୍ ଅଫ୍ ଡ୍ରାମା ନିର୍ମାଣ ପାଇଁ ସରକାରଙ୍କ ପ୍ରସ୍ତାବ ରହିଛି ।ଓଡ଼ିଶାରେ ନାଟକର ଉନ୍ନତି, ପ୍ରଚାର ପ୍ରସାର…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ପିଇଓ

ଲାଞ୍ଚ ନେବାବେଳେ ବ୍ଲକ କର୍ମଚାରୀଙ୍କୁ ଧରିଲା ଭିଜିଲାନ୍ସ । ଟାଙ୍ଗୀ ଚୌଦ୍ୱାର ବ୍ଲକ କର୍ମଚାରୀ ଭାରତ ଭୂଷଣ ମିଶ୍ର । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଭଟିମୁଣ୍ଡା ଗ୍ରାମ ପଞ୍ଚାୟତ ପିଇଓ ଅଛନ୍ତି ଭାରତ…

You missed