ଭାରତ ସହିତ ବାଣିଜ୍ୟ ଚୁକ୍ତି ଜାରି ରହିବ, କୌଣସି ପରିବର୍ତ୍ତନ ହେବ ନାହିଁ ; ଟ୍ରମ୍ପ
ଆମେରିକା ସୁପ୍ରିମକୋର୍ଟ ଟାରିଫ ନୀତି ରଦ୍ଦ କରିବା ପରେ ବି ଟାରିଫ୍ ବୋଝରୁ ଭାରତକୁ ମିଳିବନି ମୁକ୍ତି । ଭାରତକୁ ଟାରିଫ ଦେବାକୁ ପଡ଼ିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ । ଟାରିଫ କିଛି ବି ବଦଳିବ ନାହିଁ…
