Month: February 2026

ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍

ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ । ଭବାନୀପାଟଣା ରେଞ୍ଜର ଭଟାଙ୍ଗପଦର ସେକ୍ସନର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।ଜବତ ହୋଇଛି ବିଡା ବିଡା…

ଜାତୀୟ ରାଜପଥ ଉପରେ ଗୋଠଛଡ଼ା ଦନ୍ତା, ଯାତାୟାତ ବାଧାପ୍ରାପ୍ତ

ଜାତୀୟ ରାଜପଥ ଉପରେ ଗୋଠଛଡ଼ା ଦନ୍ତା, ଯାତାୟାତ ବାଧାପ୍ରାପ୍ତ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ଉପଖଣ୍ଡରେ ଜଙ୍ଗଲି ହାତୀପଲ ଉପଦ୍ରବ ଚଳାଇଥିବା ବେଳେ ସେହି ହତିପଲଙ୍କ ମଧ୍ୟରୁ ଗୋଟିଏ ଦନ୍ତାହାତୀ ଅଲଗା ହୋଇ ଚମ୍ପୁଆ ରେଞ୍ଜ୍ ରେ ତାର…

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ବଅଁରପାଳ,୨୦/ ୦୨ – ଗୁରୁବାର ତା ୧୯/୦୨/୨୦୨୬ ରିଖ ରେ ବଅଁରପାଳ ଥାନା ଅନ୍ତର୍ଗତ ନୁଆହତା ଗ୍ରାମ ପଂଚାୟତରେ ଯାଇଥିବା ଏନ୍ ଏଚ ୫୫ନମ୍ୱର ଜାତୀୟ ରାଜପଥ ଜଗନ୍ନାଥ ନର୍ସିଂ ହୋମ ସାମ୍ନାରେ ଏକ ମର୍ମନ୍ତୁଦ ସଡ଼କ…

କାର୍ଯ୍ୟରତ ଯୁବ ସାମ୍ବାଦିକଙ୍କୁ ଖଣ୍ଡାରେ ଆକ୍ରମଣ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି

କାର୍ଯାରତ ଯୁବ ସାମ୍ବାଦିକଙ୍କୁ ଖଣ୍ଡାରେ ଆକ୍ରମଣ ଯୁବ ସାମ୍ବାଦିକ ବାପି ଭୁକ୍ତାଙ୍କୁ ମାରଣାତ୍ମକ ଆକ୍ରମଣ ଗୁରୁତର ଅବସ୍ଥାରେ ଭୂବନେଶ୍ଵରସ୍ଥାନାନ୍ତରିତ ।ଅନୁଗୋଳ ଜିଲ୍ଲା ତାଳଚେର ଥାନା ସନ୍ଥପଡା ନଦୀ ଘାଟରେ ଗୁରୁବାର ସକାଳେ କାର୍ଯ୍ୟରତ ସମାଜ ଖବର ସାମ୍ବାଦିକଙ୍କୁ ଖଣ୍ଡାରେ ଆକ୍ରମଣ ଛଅଜଣ…

ମୟୂରଭଞ୍ଜ ଶିମିଳିପାଳରେ ହେବ ହେଲିପ୍ୟାଡ୍‌

ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍‌ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ ପାଇଁ ଜିଲା ପ୍ରଶାସନକୁ ଅନୁରୋଧ କରାଯାଇଛି। ଭୁବନେଶ୍ୱର-ଗୋପାଳପୁର, ଭୁବନେଶ୍ୱର-ଶିମିଳିପାଳକୁ ହେଲିଟ୍ୟାକ୍ସି ସେବା ଜାରି ରହିବ।…

ଭିଜିଲାନ୍ସ ଜାଲରେ ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ….

ଲାଞ୍ଚ ନେବା ବେଳେ ଧରାପଡିଲେ ସୋରୋ ତହସିଲଦାର । ୪୦ ହଜାର ଟଙ୍କା ଲାଞ୍ଚ ସହ ଧରିଲା ଭିଜିଲାନ୍ସ । ପଥର ଟ୍ରକ ରିଲିଜ୍ ପାଇଁ ଲାଂଚ ନେବେ ଧରିଲା ଭିଜିଲାନ୍ସ ଟିମ । ସୋରୋ ତହସିଲଦାର ଦୈତାରୀ ମଲ୍ଲିକଙ୍କ ସହ…

୧୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସାଇବର ଠକେଇର ପର୍ଦ୍ଦାଫାସ

ସମ୍ବଲପୁର,୨୦/୦୨/୨୦୨୬- (ଜାଗ୍ରତ ଭାରତ) ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା ଓ ସୁରକ୍ଷା ବ୍ୟବସ୍ଥା ସ୍ବତ୍ବେ ସାଇବର ଠକେଇ କମିବାର ନାଁ ନେଉନାହିଁ । ହେଲେ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନ ଏହି ସାଇବର ଠକେଇ ଉପରେ ଜବରଦସ୍ତ ଚଢ଼ାଉ କରି ୨୦…

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଆଜି ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ ହୋଇଛି। ଏହା ରାଜ୍ୟର ଦକ୍ଷତା ଇକୋସିଷ୍ଟମର ରୂପାନ୍ତରଣ କରିବା ସହ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ ସାଂସଦଙ୍କୁ ଗୁଳି ଧମକ ମାମଲା: ପୋଲିସ ହେପାଜତରେ ଅଭିଯୁକ୍ତ

ନୁଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ୨୫ ଜଣ ସାଂସଦଙ୍କୁ ଗୁଳି କରିବାକୁ ଧମକ ଦେଇଥିବା ରାଜ ସିଂହ ଆମେରାଙ୍କୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଅଟକ ରଖିଛି। ସୋସିଆଲ ମିଡିଆରେ…

You missed