Month: February 2026

ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ – ଅମ୍ବାନୀ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଘୋଷଣା କରିଛନ୍ତି ଯେ, ଜିଓ ଯେଉଁଭଳି ଭାବରେ ଦେଶରେ ଡାଟାକୁ ଶସ୍ତା କରିଥିଲା, ଠିକ ସେହିପରି ଏବେ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) କୁ ମଧ୍ୟ ସାଧାରଣ…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ଦର୍ଶକଙ୍କୁ ଶୁଭ ସକାଳ। ଆଜି ୨୦ ଫେବୃଆରୀ ୨୦୨୬, ଶୁକ୍ରବାରର ରାଶିଫଳ ସହିତ ଶୁଭ ସଂଖ୍ୟା ଓ ପ୍ରତିକାର ନିମ୍ନରେ ପ୍ରଦାନ କରାଗଲା: ​♈ ମେଷ (Aries) ​♉ ବୃଷ (Taurus) ​♊ ମିଥୁନ (Gemini)…

ଜୁନାଗଡ଼ ରୋଡ୍-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ର ଉଦଘାଟନୀ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ

ଜୁନାଗଡ଼ ରୋଡ୍-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ର ଉଦଘାଟନୀ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ ଭବାନୀପାଟଣା ,ଜୁନାଗଡ,୧୯/୦୨( ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ହାଓଡ଼ା–ଟିଟଲାଗଡ଼ ଇସ୍ପାତ ଏକ୍ସପ୍ରେସ୍ କୁ ଜୁନାଗଡ଼ ରୋଡ୍ ପର୍ଯ୍ୟନ୍ତ…

ମହାନଦୀ ବିବାଦ ନେଇ ଆଲୋଚନା ଜାରି ରହିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବହୁଦିନ ଧରି ଲାଗିରହିଥିବା ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଛନ୍ତି । କହିଛନ୍ତି, ଛତିଶଗଡ ସରକାରଙ୍କ ସହ ମନ୍ତ୍ରିସ୍ତରୀୟ କମିଟିର ଆଲୋଚନା ଜାରି ରହିଛି । ଦିଲ୍ଲୀରେ ୩ ଥର ସଚିବସ୍ତରୀୟ ବୈଠକ ହୋଇଛି…

ରାଜ୍ୟରେ ବଢିପାରେ ସବ୍ ଡିଭିଜନ୍‌: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର: ନୂଆଁ ଜିଲ୍ଲା ଗଠନ ପାଇଁ ପ୍ରସ୍ତାବ ମାଗିଲେ ସରକାର । ବର୍ଷ ୨୦୨୬-୨୭ରେ ନୂଆ ଜିଲ୍ଲା ଗଠନ ପାଇଁ ଏହି ପ୍ରସ୍ତାବ । ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତାବ ମଗାଯାଇଛି । ପ୍ରସ୍ତାବ ଆସିଲେ ବିଚାର କରାଯିବ । ଏନେଇ…

ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟ ରେ କଳାହାଣ୍ଡି ଜିଲ୍ଲା ର ମିଶ୍ରଣ ପର୍ବ

ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟ ରେ କଳାହାଣ୍ଡି ଜିଲ୍ଲା ର ମିଶ୍ରଣ ପର୍ବ ଭବାନୀପାଟଣା(ଜାଗ୍ରତ ଭାରତ) – ଓଡିଶା ପ୍ରଦେଶର ଯଶସ୍ବୀ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ, ସଂଘଠନ ମହାମନ୍ତ୍ରୀ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମାନସ ମହାନ୍ତି, ପୂର୍ବତନ…

ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ୧୦ ରାଜ୍ୟର ୩୭ଟି ଆସନ ପାଇଁ ହେବ ମତଦାନ

ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ । ଓଡ଼ିଶାରେ ୪ଟି ଆସନରେ ହେବ ନିର୍ବାଚନ । ୧୦ ରାଜ୍ୟର ୩୭ଟି ଆସନ ପାଇଁ ହେବ ମତଦାନ । ଫେବ୍ରୁଆରୀ ୨୬ରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୫ ତାରିଖ ନାମାଙ୍କନ ଦାଖଲର…

ଭିଡ଼ ନିୟନ୍ତ୍ରଣ ପାଇଁ NHAIର ପଦକ୍ଷେପ; ପଳାଶୁଣୀରେ ହେବ ୬ ଲେନ୍ ରାସ୍ତା

ଭୁବନେଶ୍ୱରରେ ପଦଯାତ୍ରୀ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଦୃଢ଼ ପଦକ୍ଷେପ ନେଇଛି । ପଳାଶୁଣୀରେ ଭିଡ଼ ନିୟନ୍ତ୍ରଣ ପାଇଁ ୪ ଲେନ ବିଶିଷ୍ଟ ଏନଏଚ-୧୬ କୁ ୬ ଲେନ୍…

ଆପୋଲୋ ହସ୍ପିଟାଲରେ ସମ୍ମୁଖରେ ଦିବାରାତ୍ର ଗଣଧାରଣା

ଆପୋଲୋ ହସ୍ପିଟାଲରେ ସମ୍ମୁଖରେ ଦିବାରାତ୍ର ଗଣଧାରଣା କଟକ-୧୯-୦୨-୨୦୨୬ ରିଖ ଆପୋଲୋ ହସପିଟାଲରେ ବେଆଇନ ଭାବରେ ସଂଘର ସକ୍ରିୟ କାର୍ଯ୍ୟ କର୍ତ୍ତା ମାନଙ୍କ ଚାକିରିରୁ ବହିଷ୍କାର କରାଯାଉଛି। ସଂଘର ସାଧାରଣ ସମ୍ପାଦକଙ୍କୁ ମିଥ୍ୟା ଆରୋପ ଲଗାଇ ଚାକିରିରୁ ବହିଷ୍କାର କରିବାପାଇଁ ଷଡ଼ଯନ୍ତ୍ର କରୁଛନ୍ତି।ସଂଘ…

ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ; ଜାତୀୟ ସ୍ତରଠୁ ବୃଦ୍ଧି ପାଇଛି ରାଜ୍ୟର ମୁଣ୍ଡ ପିଛା ଆୟ

ଓଡ଼ିଶା ବିଧାନସଭାରେ ବଜେଟ ଉପସ୍ଥାପନ ହେବାର ଦିନକ ପୂର୍ବରୁ ପ୍ରକାଶ ପାଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଏହି ରିପୋର୍ଟ ଅନୁଯାୟୀ ଜାତୀୟ ସ୍ତରଠୁ ରାଜ୍ୟର ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଛି । ୨୦୨୫-୨୬ ରେ ରାଜ୍ୟର ମୁଣ୍ଡପିଛା ଆୟରେ…

You missed