Month: February 2026

ମାଗଣା ଯୋଜନା ନେଇ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତୀବ୍ର ଭର୍ତ୍ସନା, କହିଲେସବୁକିଛି ମାଗଣାରେ ଦେଲେ,ବିକାଶ ପାଇଁ ଟଙ୍କା କେଉଁଠାର

କିଛି ସମ୍ପ୍ରଦାୟ ପାଇଁ ତାମିଲନାଡୁ ସରକାରଙ୍କ ବିଦ୍ୟୁତ୍ ଶୁଳ୍କ ସବସିଡି ଯୋଜନାକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନର ଶୁଣାଣି ସମୟରେ ଏହି ମନ୍ତବ୍ୟ ଆସିଥିଲା। ଏହି ଯୋଜନା ବିଦ୍ୟୁତ୍ ବଣ୍ଟନ କମ୍ପାନୀଗୁଡ଼ିକ ଉପରେ ଆର୍ଥିକ ଚାପ ବୃଦ୍ଧି କରିଥିଲା, ଯାହା ଫଳରେ…

ଶିକ୍ଷାନିକେତନର ୨୨ ତମ ବାର୍ଷିକ ଉତ୍ସବ ପାଳିତ

ଶିକ୍ଷାନିକେତନର ୨୨ ତମ ବାର୍ଷିକ ଉତ୍ସବ ପାଳିତ ବାଲିଗୁଡ଼ା, ତା, ୧୯/୦୨:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନ ରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷାନିକେତନର ୨୨ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହା ଆଡ଼ମ୍ବର ସହକାରେ ପାଳିତ…

ପଞ୍ଚୁଦଣ୍ଡ ପରିଚାଳନା ସମିତି ତରଫରୁ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ନିମନ୍ତେ ପ୍ରସ୍ତୁତି ବୈଠକ

ପଞ୍ଚୁଦଣ୍ଡ ପରିଚାଳନା ସମିତି ତରଫରୁ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ନିମନ୍ତେ ପ୍ରସ୍ତୁତି ବୈଠକ ବାଲିଗୁଡ଼ା,୧୯/୦୨:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଆୟୋଜନ…

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ ବାଲିଗୁଡା, ତା, ୧୯/୦୨ :(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ…

ଭୟାବହ ଅଗ୍ନିକାଣ୍ଡ, କପଡା ଗୋଦମ୍ ରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ

ଭୟାବହ ଅଗ୍ନିକାଣ୍ଡ, କପଡା ଗୋଦମ୍ ରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ। ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କପଡା ସାମଗ୍ରୀ ଜଳି ପୋଡ଼ି ପାଉଁଶ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର…

କଟକ ଜିଲ୍ଲା ଟାଇକ୍ବାଣ୍ଡୋ କ୍ରୀଡା ସଂଘର ନବ ନିର୍ବାଚିତ

କଟକ ଜିଲ୍ଲା ଟାଇକ୍ବାଣ୍ଡୋ କ୍ରୀଡା ସଂଘର ନବ ନିର୍ବାଚିତ କଟକ,ତାରିଖ ୧୮-୦୨-୨୦୨୬: କଟକ ଜିଲ୍ଲା ଟାଇକ୍ବାଣ୍ଡୋ କ୍ରୀଡା ସଂଘର ସାଧାରଣ ସଭା ଓ ନିର୍ବାଚନ ଫେବୃଆରୀ ୧୮ ତାରିଖରେ ଏସ୍ଏନ୍ ଟାଇକ୍ବାଣ୍ଡୋ ଏକାଡେମୀ, ସିଡିଏ ସେକ୍ଟର-୯, ସଫଳତାର ସହ ଆୟୋଜିତ ହେଉଛି।ଏହି…

କଂଗ୍ରେସ ଗୋଟିଏ ରାଜ୍ୟସଭା ପ୍ରାର୍ଥୀ ଦେବ କହିଲେ ରାମଚନ୍ଦ୍ର କାଡ଼ାମ

ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କଂଗ୍ରେସ ରାଜ୍ୟସଭା ପାଇଁ ଗୋଟିଏ ପ୍ରାର୍ଥୀ ଦେବ । ଦଳ ଭିତରୁ ଜଣଙ୍କୁ ପ୍ରାର୍ଥୀ କରିବୁ, ଏକ୍‌…

ଦେଶରେ ରାଜନେତାଙ୍କ ଭାଷଣ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ, ରାଜନେତା ବଢ଼ାନ୍ତୁ ଦେଶରେ ଭାଇଚାରା

ଦେଶରେ ରାଜନେତାଙ୍କ ଭାଷଣ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ଏକ ମାମଲାର ଶୁଣାଣିବେଳେ ସୁପ୍ରିମକୋର୍ଟ କହିଥିଲେ, ରାଜନେତାମାନେ ଦେଶରେ ଭାଇଚାରା ବଢ଼ାଇବା ଲାଗି କାମ କରିବା ଉଚିତ । ସାମ୍ବିଧାନିକ ମୂଲ୍ୟ ବିରୋଧୀ ରାଜନୈତିକ ଭାଷଣ…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ

କଂ ଗ୍ରେସ ଛାଡିଲେ ଜୟରାମ ପାଙ୍ଗୀ। ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ପିସିସି ସଭାପତିଙ୍କ ନିକଟକୁ ସେ ଆଜି ଇସ୍ତଫା ପତ୍ର ପଠାଇଛନ୍ତି। ଦଳକୁ ସମୟ ଦେଇ ପାରୁନଥିବାରୁ ଇସ୍ତଫା ଦେଇଥିବା ସେ କହିଛନ୍ତି। ଦଣ୍ଡକାରଣ୍ୟ…

ଦୀର୍ଘ ଦୁଇ ଘଣ୍ଟା ଧରି ସାକ୍ଷାତ ଆଲୋଚନା ପରେ ୟୁକ୍ରେନ-ରୁଷିଆ ମଧ୍ୟରେ ଶାନ୍ତି କଥାବାର୍ତ୍ତାହେଲା ଶେଷ

ଜେନେଭାଠାରେ ୟୁକ୍ରେନ୍‍ ଏବଂ ରୁଷିଆ ମଧ୍ୟରେ ଦୀର୍ଘ ଦୁଇ ଘଣ୍ଟା ଧରି ସାକ୍ଷାତ ଆଲୋଚନା ପରେ ଶାନ୍ତି କଥାବାର୍ତ୍ତା ଶେଷ ହୋଇଛି । ୟୁକ୍ରେନ୍‍ ରାଷ୍ଟ୍ରପତି ଭୋଲ୍‍ଡିମିର୍‍ ଜେଲେନେକ୍ସି କହିଛନ୍ତି, ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା କଷ୍ଟକର ଥିଲା ଏବଂ ରୁଷିଆକୁ…

You missed