Month: February 2026

ତାଳଚେର କଲେଜରେ ଛାତ୍ରୀ ଆତ୍ମରକ୍ଷା ଶିବର ଅନୁଷ୍ଠିତ

ତାଳଚେର କଲେଜରେ ଛାତ୍ରୀ ଆତ୍ମରକ୍ଷା ଶିବର ଅନୁଷ୍ଠିତ ତାଳଚେର, ୧୦/୦୨ ତାଳଚେର କଲେଜରେ ଛାତ୍ରୀ ଆତ୍ମରକ୍ଷା ଶିବର ଅନୁଷ୍ଠିତ ହୋଇଯାଇଛି । କଲେଜର ସଭାଗୃହ ଠାରେ ୮ଦିନ ଧରି ଆୟୋଜିତ ହେଉଥିବା ଏହି ଆତ୍ମ ରକ୍ଷା ଶିବିରରେ ମୁଖ୍ୟଅତିଥିଭାବେ କଲେଜ ଅଧ୍ୟକ୍ଷ…

ୱାକୋ ଇଣ୍ଡିଆ ଆନ୍ତର୍ଜାତୀୟ କିକ ବକ୍ସିଂ ଚାମ୍ପିୟନସିପ ଢେଙ୍କାନାଳ ଜିଲ୍ଲା କୁ ୨୧ ପଦକ

ୱାକୋ ଇଣ୍ଡିଆ ଆନ୍ତର୍ଜାତୀୟ କିକ ବକ୍ସିଂ ଚାମ୍ପିୟନସିପ ଢେଙ୍କାନାଳ ଜିଲ୍ଲା କୁ ୨୧ ପଦକଦିଲ୍ଲୀ ର କେ. ଡି. ଯାଦବ ଇଣ୍ଡୋର ଷ୍ଟାଡ଼ିଅମ ର ଇନ୍ଦିରା ଗାନ୍ଧୀ ସ୍ପୋର୍ଟ୍ସ କଂପ୍ଲେକ୍ସ ରେ ୫ମ ୱାକୋ ଇଣ୍ଡିଆ ଅନ୍ତର୍ଜାତୀୟ କିକ ବକ୍ସିଂ ଚାମ୍ପିୟାନସିପ…

କୁଞ୍ଜକାନ୍ତ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମର ପୂର୍ଣାହୁତି

କୁଞ୍ଜକାନ୍ତ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମର ପୂର୍ଣାହୁତି ଢେଙ୍କାନାଳ, ୧୦/୨ – ୩୯ତମ କୁଞ୍ଜକାନ୍ତ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଚଳିତ ଫେବୃଆରୀ ମାସ ୩ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଅଦ୍ୟ…

ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳା କାର୍ଯ୍ୟସମିତି ବୈଠକ

ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳା କାର୍ଯ୍ୟସମିତି ବୈଠକତାଳଚେର, ୧୦/୦୨ ପୁରୀ ଗୋବର୍ଦ୍ଧନ ପିଠାଧୀସ ଜଗତଗୁରୁ ଶଙ୍କରାଚାର୍ଯ୍ୟ କିଛିମାସ ପୂର୍ବରୁ ତାଳଚେର ରେ ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳା ର ଉଦଘାଟନ କରିଥିଲେ ।ଏହାକୁ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି…

ନୂତନ ଶ୍ରମ ଆଇନ ସମର୍ଥନରେ ସଚେତନତା ଶିବିର ଆୟୋଜନ

ତାଳଚେର – ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ-01 (DGMS) ନେତୃତ୍ୱରେ ଅନନ୍ତ ଓପନ୍କାଷ୍ଟ (OCP), ବଳରାମ OCP ଏବଂ ଭୁବନେଶ୍ୱରୀ OCPରେ ନୂତନ ଶ୍ରମ ଆଇନ ସମର୍ଥନରେ ସଚେତନତା ଶିବିର ଆୟୋଜନ କରାଯାଇଥିଲା। ସାରା ଦେଶରେ ନୂତନ ଶ୍ରମ…

ଅନୁଗୋଳରେ ସୁରକ୍ଷିତ ଇଣ୍ଟରନେଟ୍ ଦିବସ ପାଳିତ

ଅନୁଗୋଳରେ ସୁରକ୍ଷିତ ଇଣ୍ଟରନେଟ୍ ଦିବସ ପାଳିତ ଅନୁଗୋଳ, ୧୦.୦୨ : ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର(NIC), ଅନୁଗୋଳ ଦ୍ଵାରା ଆଜି ‘ସୁରକ୍ଷିତ ଇଣ୍ଟରନେଟ୍ ଦିବସ’ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କେନ୍ଦ୍ରୀୟ ବିଦ୍ୟାଳୟ-୨ ଏବଂ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ-୧ ଠାରେ…

ୟୁଜିସି ରେଗୁଲେସନ୍ ପ୍ରତ୍ୟାହାର ଦାବିରେ ବ୍ରାହ୍ମଣ ସମାଜ କଳାହାଣ୍ଡିର ବିକ୍ଷୋଭ

ୟୁଜିସି ରେଗୁଲେସନ୍ ପ୍ରତ୍ୟାହାର ଦାବିରେ ବ୍ରାହ୍ମଣ ସମାଜ କଳାହାଣ୍ଡିର ବିକ୍ଷୋଭ ଭବାନୀପାଟଣା (ଜାଗ୍ରତ ଭାରତ) ୧୦/୦୨: ଭାରତର ଉଚ୍ଚ ଶିକ୍ଷା କ୍ଷେତ୍ରର ସର୍ବୋଚ୍ଚ ସଂସ୍ଥା ୟୁଜିସି ଦ୍ଵାରା ୨୦୨୬ ମସିହାରେ କରାଯାଇଥିବା ଅଧିନିୟମର ପ୍ରତ୍ୟାହାର ଦାବି କରି ଆଜି ବ୍ରାହ୍ମଣ ସମାଜ…

ଜିଲ୍ଲାପାଳଙ୍କୁ ଘେରିଲେ କମଗାଁବାସୀ

ଜିଲ୍ଲାପାଳଙ୍କୁ ଘେରିଲେ କମଗାଁବାସୀ ଭଟଲି (ଅଭିମନ୍ୟୁ ପଧାନ): ଭଟଲି ବ୍ଲକ୍ କମଗାଁଠାରେ ଥିବା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ସ୍ଥାନାନ୍ତରଣକୁ ବିରୋଧ କରି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ କମଗାଁ ବାସିନ୍ଦା ପହଞ୍ଚି ଅଭିଯୋଗ କରିଛନ୍ତି। ଜିଲ୍ଲାପାଳଙ୍କଠାରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ଅଭିଯୋଗ ଶୁଣାଣି…

ରାଜ୍ୟରେ ଗଡ଼ିଲା ୨୫୦ ନୂଆ ଆମ୍ବୁଲାନ୍ସ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟର ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଆହୁରି ୨୫୦ଟି ନୂଆ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରୁ ନୂଆ ଆମ୍ବୁଲାନ୍ସକୁ ଲୋକାର୍ପଣ…

ଭଟଲି ଵ୍ଳକ ରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

ଭଟଲି ଵ୍ଳକ ରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଭଟଲିରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଭଟଲି (ଅଭିମନ୍ୟୁ ପଧାନ): ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ସୋମବାର ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଓ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ…

You missed