Month: February 2026

ଭାରତ-ମାଲେସିଆର ସଫଳତା ଏସିଆର ସଫଳତା: ମୋଦି

କ୍ୱାଲାଲମ୍ପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ ଗସ୍ତ ପାଇଁ ମାଲେସିଆରେ ପହଞ୍ଚିଛନ୍ତି। କ୍ୱାଲାଲମ୍ପୁର ବିମାନବନ୍ଦରରେ ପହଞ୍ଚିବା ପରେ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ତାଙ୍କୁ ବ୍ୟକ୍ତିଗତ ଭାବରେ ସ୍ୱାଗତ କରିଥିଲେ। ଏହା ପରେ, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ…

ସଫଳତାର ସହ ଅଗ୍ନି-୩ କ୍ଷେପଣାସ୍ତ୍ର ପରୀକ୍ଷଣ

ଭୁବନେଶ୍ୱର: ସଫଳତାର ସହ ଅଗ୍ନି-୩ କ୍ଷେପଣାସ୍ତ୍ର ପରୀକ୍ଷଣ। ଭାରତ ଅଗ୍ନି-୩ ମଧ୍ୟବର୍ତ୍ତୀ-ଦୂରବର୍ତ୍ତୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁରରେ ଥିବା ସମନ୍ୱିତ ପରୀକ୍ଷଣ ରେଞ୍ଜ (ITR) ରୁ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ପରୀକ୍ଷଣ ସମ୍ପୂର୍ଣ୍ଣ…

ଫେବୃଆରୀ ୮ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଅନୁଗୁଳ ଜିଲ୍ଲା ଗସ୍ତ,ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବେ

ଫେବୃଆରୀ ୮ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଅନୁଗୁଳ ଜିଲ୍ଲା ଗସ୍ତ,ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବେ | ଅନୁଗୁଳ /ତାଳଚେର /କଣିହାଁ :ତା 7/2/2026:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫେବୃଆରୀ ୮ ତାରିଖ ଦିନ ଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ…

ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଗୋଳ, ୦୭.୦୨ : ଆଜି ସ୍ଥାନୀୟ ଜିଲ୍ଲା ସମ୍ମିଳନୀ କକ୍ଷଠାରେ ୨୦୨୭ ଜନଗଣନା ନିମନ୍ତେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା…

ସାମାଜିକ-ଭାବପ୍ରବଣ ଶିକ୍ଷା ଅଧୀନରେ ଶିକ୍ଷା ସଚେତନତା ରାଲି ଆୟୋଜିତ

ସାମାଜିକ-ଭାବପ୍ରବଣ ଶିକ୍ଷା ଅଧୀନରେ ଶିକ୍ଷା ସଚେତନତା ରାଲି ଆୟୋଜିତ ପାରଜଙ୍ଗ ବ୍ଲକର ସାନ୍ତାପଡ଼ା ଗ୍ରାମରେ ସାମାଜିକ ଭାବପ୍ରବଣ ଶିକ୍ଷା (SEL) କାର୍ଯ୍ୟକ୍ରମ ଅଧୀନରେ ଏକ ସଫଳ ଶିକ୍ଷା ସଚେତନତା ରାଲି ଆୟୋଜିତ ହୋଇଥିଲା। ଏହି ରାଲି ପିରାମଲ ଫାଉଣ୍ଡେସନର ଗାନ୍ଧୀ ଫେଲୋ…

BCPPER ପାଇଁ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ବା BCPPER ପାଇଁ ଏକ ଅର୍ଥନୈତିକ ଯୋଜନାର (Economic Plan) ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅର୍ଥନୈତିକ ଯୋଜନାକୁ ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୀତିଆୟୋଗର ସଦସ୍ୟ…

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ନୂଆ ଅବକାରୀ ଆଇନ

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ନୂଆ ଅବକାରୀ ଆଇନ। ପ୍ରକ୍ରିୟା ଶେଷ ହେବା ପରେ ଅବକାରୀ ଆଇନ ଅନୁପାଳନ କରାଯିବ। ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଅବକାରୀ ବିଭାଗ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଜୋରଦାର ହେବ।…

ମାଓ ମୁକ୍ତ ହେଲା ରାୟଗଡ଼ା ଜିଲ୍ଲା

ଭୁଶୁଡୁଛି ଲାଲଗଡ଼। ମାଓମୁକ୍ତ ହେଲା ରାୟଗଡ଼ା ଜିଲ୍ଲା । ଆତ୍ମସମର୍ପଣ କରିଛନ୍ତି ନିଖିଲ ଓ ଇନ୍ଦୁଙ୍କ ସମେତ ୧୫ ହାର୍ଡକୋର ମାଓବାଦୀ । ବାସଧାରା ଘୁମୁସର ନାଗାବଳି ଡିଭିଜନର ମୋଟ ୧୫ଜଣ ମାଓ କ୍ୟାଡର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି ।…

ରାୟଗଡ଼ାରେ ୧୪ ଜଣଙ୍କ ସହିତ ପ୍ରମୁଖ ମାଓ ନେତା ନିଖିଲ ଆତ୍ମସମର୍ପଣ

ଓଡ଼ିଶାର ଟପ୍ ମାଓନେତା ନିଖିଲ୍ ଓରଫ ନିରଞ୍ଜନ ରାଉତର ଆତ୍ମସମର୍ପଣ । ପୋଲିସ ଉପସ୍ଥିତିରେ ପତ୍ନୀ ଇନ୍ଦୁ ସହ ନିଖିଲ ଏବଂ ଅନ୍ୟ ୧୩ ଜଣଙ୍କ ଆତ୍ମସମର୍ପଣ । ନିଖିଲଙ୍କ ଉପରେ ଥିଲା ୧ କୋଟି ୩୦ ଲକ୍ଷର ପୁରସ୍କାର ରାଶି…

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ଏଣିକି ସହିଦ ପରିବାରକୁ ମିଳିବ ଜମି

ଦେଶ ସେବାରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନିକଙ୍କ ପରିବାର ପାଇଁ ଏକ ସମ୍ବେଦନଶୀଳ ନିଷ୍ପତ୍ତି ନେଇଛନ୍ତି ବିହାରର ନୀତିଶ କୁମାର ସରକାର । ରାଜସ୍ୱ ଓ ଭୂମି ସଂସ୍କାର ବିଭାଗ ସହିଦ ସୈନିକଙ୍କ ଆଶ୍ରିତମାନଙ୍କୁ ସରକାରୀ ଜମି ବଣ୍ଟନ ପ୍ରକ୍ରିୟାକୁ ଅଧିକ…

You missed