Month: February 2026

ଆଜି ବଜେଟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଆଜି ବଜେଟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ୧୭ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ୨୦ରେ ଉପସ୍ଥାପନ କରାଯିବ ରାଜ୍ୟ ବଜେଟ୍ । ଲୋକସେବା ଭବନରେ ଆଜି ଅପରାହ୍ନ ୩ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ…

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଭୋରୁ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ଭିତରେ ପ୍ରାୟ ୧୫ରୁ ୨୦…

ଆଜିଠାରୁ ଦୁଇ ଦିନିଆ ମାଲେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନିଆ ମାଲେସିଆ ଗସ୍ତରେ ଯାଉଛନ୍ତି। ଏହାକୁ ନେଇ ମାଲେସିଆରେ ଥିବା ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଏକ ରେକର୍ଡ ଭାଙ୍ଗିବା ନୃତ୍ୟ ପ୍ରଦର୍ଶନ ସହିତ…

ତାଳଚେର ରାଣୀପାର୍କ ଜଙ୍ଗଲର ଡ଼ିଅରପାର୍କ କାର୍ଯ୍ୟ କେବେ?

ତାଳଚେର ରାଣୀପାର୍କ ଜଙ୍ଗଲର ଡ଼ିଅରପାର୍କ କାର୍ଯ୍ୟ କେବେ? ତାଳଚେର, ୦୬/୦୨ ପ୍ରଚୁର ରାଜସ୍ୱ ପ୍ରଦାନ କରୁଥିବା ତାଳଚେର ଆଜି ଶ୍ରୀ ହୀନ ହେବାସହ ମାଳମାଳ କୋଇଲା ଖଣି ସହିତ ରାଷ୍ଟ୍ରାୟତ କମ୍ପାନୀ ଗୁଡ଼ିକ ମୁଣ୍ଡ ଟେକୁଥିବା ବେଳେ ତାଳଚେରରୁ ଅର୍ଥ ଯାଇ…

ଠିକାଶ୍ରମିକ କଂଗ୍ରେସ୍ ପକ୍ଷରୁ ଗଣଧାରଣା

ଠିକାଶ୍ରମିକ କଂଗ୍ରେସ୍ ପକ୍ଷରୁ ଗଣଧାରଣାତାଳଚେର, ୦୬/୦୨ ତାଳଚେର ରେଳୱେ ଷ୍ଟେସନ ସମ୍ମୁଖରେ ମହାନଦୀ କୋଇଲା ଠିକାଶ୍ରମିକ କଂଗ୍ରେସର ସଭାପତି ରାଜକିଶୋର ସାହୁଙ୍କ ନେତୃତ୍ୱରେ ଗଣବିକ୍ଷୋଭ କରାଯାଇଛି । ସଂଘର କହିବା ଅନୁଯାୟୀ, ଦୀର୍ଘ ୭ବର୍ଷ ଧରି ରେଲୱେ ୱାଗନରେ ପାଲଭିଡ଼ାକୁ ନେଇ…

ଜ୍ୟୋତିର୍ବିଦ୍‌ଙ୍କ ପରଲୋକ

ଜ୍ୟୋତିର୍ବିଦ୍‌ଙ୍କ ପରଲୋକତାଳଚେର, ୦୬/୦୨ ତାଳଚେର ବ୍ଲକ ଅନ୍ତର୍ଗତ ବନବାସପୂର ଗ୍ରାମର ବିଶିଷ୍ଟ ଜ୍ୟୋତିର୍ବିଦ୍ ତଥା ଅବସରପ୍ରାପ୍ତ ଶିକ୍ଷକ ଅରକ୍ଷିତ ଜ୍ୟୋତିଷ୍କଙ୍କ ଭୂବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ମୃତ୍ୟୁ ଘଟିଛି ଓ ମୃତ୍ୟୁ ବେଳକୁ ତାଙ୍କୁ (୮୧)ବର୍ଷ ହୋଇଥିଲା । ତାଙ୍କର…

ପବିତ୍ର ମୋହନ ପ୍ରଧାନ ସ୍ମୁତି ପୀଠ ନିର୍ମାଣ ପାଇଁ ଧନ୍ୟବାଦ ସଭା

ପବିତ୍ର ମୋହନ ପ୍ରଧାନ ସ୍ମୁତି ପୀଠ ନିର୍ମାଣ ପାଇଁ ଧନ୍ୟବାଦ ସଭା ଆଜି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ପବିତ୍ର ନଗର ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ଅନୁଦାନ ରେ ନିର୍ମାଣ ହେଇଥିବା ପବିତ୍ରମୋହନ ପ୍ରଧାନଙ୍କ ସ୍ମୃତି…

ଗଜମରା ବାର୍ଷିକ ଅଷ୍ଟପ୍ରହର ଉପଲକ୍ଷେ କଳସଯାତ୍ରା

ଗଜମରା ବାର୍ଷିକ ଅଷ୍ଟପ୍ରହର ଉପଲକ୍ଷେ କଳସଯାତ୍ରା ଢେଙ୍କାନାଳ, ୬/୨: ସଦର ବ୍ଲକ୍ ଅନ୍ତର୍ଗତ ଗଜମରା ଗ୍ରାମରେ ଅନୁଷ୍ଠିତ ଅଷ୍ଟପ୍ରହର ଉପଲକ୍ଷେ କଳସଯାତ୍ରା ଅନୁଷ୍ଠିତ ହୋଯାଇଅଛି । ସ୍ଥାନୀୟ ଗଜମରା ପୋଇଝର ଠାରୁ ପୂଜାର୍ଚ୍ଚନା କରାଯାଇ ସଂକୀର୍ତନ ମଣ୍ଡଲୀ ଦ୍ୱାରା ଗ୍ରାମ ପରିକ୍ରମା…

ଆର ଆଇ ଅଫିସ ସ୍ଥାନାନ୍ତରିତକୁ ବିରୋଧ କରି ଆନ୍ଦୋଳନ

ଆର ଆଇ ଅଫିସ ସ୍ଥାନାନ୍ତରିତ କୁ ବିରୋଧ କରି ଆନ୍ଦୋଳନ ଭଟଲି : – ବରଗଡ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ କମଗାଁରେ ଥିବା ଜଡ଼ା ସର୍କଲର ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ସ୍ଥାନୀୟ ଲୋକେ ତାଲା ପକାଇ ଆନ୍ଦୋଳନ କରିଥିଲେ…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ପାଠକଙ୍କୁ ମଙ୍ଗଳମୟ ଅଭିନନ୍ଦନ। ଆଜି ଶନିବାର, ୭ ଫେବୃଆରୀ ୨୦୨୬ ପାଇଁ ଆପଣଙ୍କର ଦୈନିକ ରାଶିଫଳ ନିମ୍ନରେ ପ୍ରଦାନ କରାଗଲା: ​♈ ମେଷ (Aries) ​♉ ବୃଷ (Taurus) ​♊ ମିଥୁନ (Gemini) ​♋ କର୍କଟ…

You missed