Month: March 2026

ଆସନ୍ତାକାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ ପିଏମଙ୍କ ବୈଠକ

ନୁଆଦିଲ୍ଲୀ: ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବୈଠକ । ଭିଡିଓ କନଫେରେନ୍ସିଂ ଜରିଆରେ କରିବେ ବୈଠକ । ମଧ୍ୟପ୍ରାଚ୍ୟ ଯୁଦ୍ଧ ଓ ଏହାର ପ୍ରଭାବ ନେଇ ଆଲୋଚନା ହେବ । ଟିମ ଇଣ୍ଡିଆ ସ୍ପିରିଟ ନେି କାମ କରିବାକୁ ପରାମର୍ଶ…

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା

ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ, ଯାହା ଦେଶବ୍ୟାପୀ ୧୭ଟି ସହରରେ ଆୟୋଜିତ ହେବ। ଏହି ସମୟ ମଧ୍ୟରେ ମୋଟ ଚାରୋଟି…

ଯୁଦ୍ଧର ପ୍ରଭାବ : ବଢ଼ିବ ମଦ, ବିୟର ମୂଲ୍ୟ

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ତୈଳ ଓ ଗ୍ୟାସ୍‌ ଆମଦାନୀ ବାଧାପ୍ରାପ୍ତ ହୋଇଥିବାରୁ ଭାରତରେ ଖାଉଟିଙ୍କ ଠାରୁ ଆରମ୍ଭ କରି ଶିଳ୍ପକ୍ଷେତ୍ର ପର୍ଯ୍ୟନ୍ତ ସମସ୍ୟା ବଢିବାରେ ଲାଗିଛି। ଏହି କ୍ରମରେ ଭାରତରେ ମଦ ପ୍ରସ୍ତୁତ କରୁଥିବା ବ୍ରିଓ୍ବେରି କମ୍ପାନୀଗୁଡିକ ମଧ୍ୟ ସମସ୍ୟାର ସମ୍ମୁଖୀନ…

ୟୁଏଇ ନଷ୍ଟ କଲା ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ଓ ୧୭ଟି ଡ୍ରୋନ

ଦୋହା: ଇରାନ ପକ୍ଷରୁ ମଙ୍ଗଳବାର ନିକ୍ଷେପ କରାଯାଇଥିବା ୫ଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ଏବଂ ୧୭ଟି ଡ୍ରୋନକୁ ଆକାଶମାର୍ଗରେ ଧ୍ବଂସ କରାଯାଇଛି ବୋଲି ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଫେବୃଆରୀ ୨୮ରୁ ଯୁଦ୍ଧ ଆରମ୍ଭ ହୋଇଥିବାବେଳେ ଏ ପର୍ଯ୍ୟନ୍ତ…

ବସକୁ ଧକ୍କା ଦେଲା ଟ୍ରକ୍, ୧୩ ଜୀବନ୍ତ ଦଗ୍ଧ

ନୁଆଦିଲ୍ଲୀ:ଆନ୍ଧ୍ରପ୍ରଦେଶର ମାର୍କପୁରମରେ ଭୟଙ୍କର ସଡ଼କ ଦୁର୍ଘଟଣା। ବସକୁ ଧକ୍କା ଦେଲା ଟ୍ରକ୍। ଫଳରେ ୧୩ ଜଣ ଜୀବନ୍ତ ଦଗ୍ଧ । ଏନେଇ ଖବର ପାଇ ପୁଲିସ ଏବଂ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ…

ଟ୍ୱିନସିଟିରେ କାଳବୈଶାଖୀ କୁଆପଥର ମାଡ଼ ସହ ବର୍ଷା ହେଲା

ଟ୍ୱିନସିଟିରେ କାଳବୈଶାଖୀ ଯୋଗୁଁ ଆଜି ଅପରାହ୍ଣ ପ୍ରାୟ ୫ ଟା ସମୟରେ କାଳବୈଶାଖୀ ତାର କରାଳ ରୂପ ଦେଖାଇଛି । କଟକ ଓ ଭୁବନେଶ୍ୱରରେ ପ୍ରବଳ ବେଗରେ ପବନ ବହିବା ସହ କୁଆପଥର ବର୍ଷା ହୋଇଛି । କାଳବୈଶାଖୀର ପ୍ରଭାବରେ ଘଡ଼ଘଡ଼ି…

ଯୁବକର ନାଚରେ ମତୁଆଲା ହେଲା ଗୋଠଛଡ଼ା ଜଙ୍ଗଲି ଦନ୍ତାହାତୀ

ଯୁବକର ନାଚରେ ମତୁଆଲା ହେଲା ଗୋଠଛଡ଼ା ଜଙ୍ଗଲି ଦନ୍ତାହାତୀ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜରେ ଦେଖିବାକୁ ମିଳିଛି ଏକ ଅବିଶ୍ୱସନିୟ ଦୃଶ୍ୟ। ଯାହାକୁ ଦେଖିଲେ ଆପଣବି ବିସ୍ମୟ ହେବେ। ଯୁବକର ନାଚରେ ମତୁଆଲା ଗୋଠ ଛଡ଼ା ଜଙ୍ଗଲି…

ପଞ୍ଚାୟତ ସମିତି ପରିସରରେ “ସୁଭଦ୍ରା ମିଶନ ଶକ୍ତି କାଫେ” ଉଦଘାଟିତ

ପଞ୍ଚାୟତ ସମିତି ପରିସରରେ “ସୁଭଦ୍ରା ମିଶନ ଶକ୍ତି କାଫେ” ଉଦଘାଟିତ ବାଲିଗୁଡା, ତା, ୨୬/୦୩:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ପଞ୍ଚାୟତ ସମିତି ପରିସରରେ ଥିବା ସୁଭଦ୍ରା ମିଶନ ଶକ୍ତି କାଫେକୁ ଫୁଲବାଣୀର ପି ଡି…

ହିମବୀର ସ୍ତ୍ରୀ କଲ୍ୟାଣ ସଂଘ (HWWA) ବୀର ନାରୀଙ୍କ ପାଇଁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସମାରୋହ ଆୟୋଜନ କଲେ

ହିମବୀର ସ୍ତ୍ରୀ କଲ୍ୟାଣ ସଂଘ (HWWA) ବୀର ନାରୀଙ୍କ ପାଇଁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସମାରୋହ ଆୟୋଜନ କଲେ ୨୬ ମାର୍ଚ୍ଚ ୨୦୨୬, ନୂଆଦିଲ୍ଲୀ: ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP)ର କଲ୍ୟାଣ ଶାଖା ହିମବୀର ସ୍ତ୍ରୀ କଲ୍ୟାଣ ସଂଘ (HWWA) ବାହିନୀର ବୀର…

ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ପ୍ରତ୍ୟାହୃତ

ଭୁବନେଶ୍ବର: ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ପ୍ରତ୍ୟାହୃତ। ଏନେଇ ସମସ୍ତ ବିଧାୟକଙ୍କୁ ଚିଠି ଲେଖିଲେ ବିଧାନସଭା ସଚିବ । ରାଜ୍ୟ ସରକାର ବଢ଼ାଇଥିଲେ ବିଧାୟକଙ୍କ ଦରମା ଏବଂ ଭତ୍ତା । ବର୍ଦ୍ଧିତ ଦୈନନ୍ଦିନ ଜୀବନଯାପନ ଖର୍ଚ୍ଚ ଏବଂ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି…

You missed