Month: March 2026

ଇରାନ ଗୁଇନ୍ଦା ମନ୍ତ୍ରୀ ଇସମାଇଲ ଖାତିବଙ୍କ ମୃତ୍ୟୁ

ତେହେରାନ : ଇସ୍ରାଏଲର ଆକ୍ରମଣରେ ଇରାନ ଗୁଇନ୍ଦା ବିଭାଗ ମନ୍ତ୍ରୀ ଇସମାଇଲ ଖାତିବ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ କହିଛନ୍ତି ଯେ, ମଙ୍ଗଳବାର ରାତିରେ ହୋଇଥିବା ଏକ ଏୟାର ଷ୍ଟ୍ରାଇକରେ ଇସମାଇଲ ଖାତିବ ପ୍ରାଣ ହରାଇଛନ୍ତି। ଏହା…

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

ନୂଆଦିଲ୍ଲୀ : ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ହର୍ମୁଜ ପ୍ରଣାଳୀରେ ସଙ୍କଟକୁ ଆହୁରି ଘନିଷ୍ଠ କରୁଛି। ଏହି ସମୟରେ ଭାରତ ପାଇଁ ଆଶ୍ୱସ୍ତିର ଖବର ଆସିଛି। ସାଉଦି ଆରବ ଏବେ ଲାଲ ସାଗର ଦେଇ ଭାରତକୁ ଅଶୋଧିତ…

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ୨୦୨୩-୨୪ କପା ଋତୁ ପାଇଁ ଭାରତୀୟ କପା ନିଗମ (ସିସିଆଇ) ଲାଗି ୧,୭୧୮.୫୬ କୋଟି ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ପାଣ୍ଠିକୁ ଅନୁମୋଦନ କରିଛି। କୃଷକ…

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶାର ଗ୍ରାମାଞ୍ଚଳ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ସଶକ୍ତିକରଣ ପାଇଁ ଚଳିତ ବଜେଟ୍‌ରେ ରାଜ୍ୟ ସରକାର ଅଭୂତପୂର୍ବ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଜି ସନ୍ଧ୍ୟାରେ ଓଡ଼ିଶା ବିଧାନସଭାର ସମ୍ମିଳନୀ କକ୍ଷରେ ମାନନୀୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ…

ପାକିସ୍ତାନ ପାଇଁ ଗୁପ୍ତଚର କରୁଥିବା ଅଭିଯୋଗରେ ଦୁଇ ସନ୍ଦିଗ୍ଧ ଗିରଫ

ନୁଆଦିଲ୍ଲୀ: ଉତ୍ତର ପ୍ରଦେଶର ହାପୁରରେ ଆତଙ୍କବାଦ ବିରୋଧୀ ଦଳ (ATS) ଏବଂ ଗୁପ୍ତଚର ବ୍ୟୁରୋ (IB) ଦଳ ଏକ ବଡ଼ ସଫଳତା ହାସଲ କରିଛି। ଭାରତରେ ପାକିସ୍ତାନ ପାଇଁ ଗୁପ୍ତଚର କରୁଥିବା ଦୁଇ ସନ୍ଦିଗ୍ଧଙ୍କୁ ପୋଲିସ ଗିରଫ କରିଛି। ଦିଲ୍ଲୀର ରମେଶ…

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓମାନର ସୁଲତାନ ହାଇଥାମ୍ ବିନ୍ ତାରିକଙ୍କ ସହ ପାର୍ବଣର ଶୁଭେଚ୍ଛା ଆଦାନପ୍ରଦାନ ସହ ଅଞ୍ଚଳର ପରିବର୍ତ୍ତିତ ପରିସ୍ଥିତି ବାବଦରେ ଏକ ଫଳପ୍ରଦ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ସୁଲତାନ ହାଇଥାମ୍ ବିନ ତାରିକଙ୍କ ସହ କଥା ହୋଇଥିଲେ…

ହୀରାପଥର ଖଣି ଚିହ୍ନଟ ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ

ଭୁବନେଶ୍ଵର: ଓଡ଼ିଶା ମାଟି ତଳେ ଅଛି ହୀରାର ଭଣ୍ଡାର। ନୂଆପଡା ବ୍ଲକ କାଲମିଦାଦରଠାରେ ହୀରାପଥର ଖଣି ଚିହ୍ନଟ ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା। ବିଧାୟକ ସନାତନ ମହାକୁଡଙ୍କ ପ୍ରଶ୍ନର ଉତ୍ତର…

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ଏସିଆର ପରିସ୍ଥିତି ଏବଂ ଉତ୍ତେଜନା ହ୍ରାସ ତଥା ଆଲୋଚନା ଏବଂ କୁଟନୀତିକୁ ଫେରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ମୋଦୀ ଏବଂ ରାଷ୍ଟ୍ରପତି…

ଆଜିର ରାଶିଫଳ

ନମସ୍କାର! ‘ଜାଗ୍ରତ ଭାରତ ନ୍ୟୁଜ୍’ ର ସମସ୍ତ ପାଠକଙ୍କୁ ସ୍ୱାଗତ। ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ଜାଣନ୍ତୁ ଆଜିର ରାଶିଫଳ: ​📅 ଆଜିର ରାଶିଫଳ ​୧. ମେଷ (Aries) ​୨. ବୃଷ (Taurus) ​୩. ମିଥୁନ (Gemini) ​୪.…

ବିଭିନ୍ନ ସମସ୍ୟା ସମ୍ପର୍କରେ ତାଳଚେର ନୂତନ ଉପଜିଲ୍ଲାାଳ ଙ୍କ ସହ ଆଲେଚନା କଲେ ପୂର୍ବତନ ସାଂସଦ ମହେଶ ସାହୁ

ବିଭିନ୍ନ ସମସ୍ୟା ସମ୍ପର୍କରେ ତାଳଚେର ନୂତନ ଉପଜିଲ୍ଲାାଳ ଙ୍କ ସହ ଆଲେଚନା କଲେ ପୂର୍ବତନ ସାଂସଦ ମହେଶ ସାହୁ ତାଳଚେର ୧୯/୩ ତାଳଚେର ରେ ଦେଖା ଦେଇଥିବା ବିଭିନ୍ନ ମୌଳିକ ସମସ୍ୟା ସହିତ ଜମିହରା ପ୍ରଜାଙ୍କ ନିଯୁକ୍ତି ଥଇଥାନ କୁ ସୂବ୍ୟବସ୍ଥିତ…

You missed