Month: March 2026

ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କ ବିରୋଧରେ ଥିବା ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ଶୀଘ୍ର ସାରିବାକୁ ନିର୍ଦ୍ଦେଶ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଏଏସ୍ (କନିଷ୍ଠ ବର୍ଗ) ଏବଂ ଓଆରଏସ୍ ଅଧିକାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବକେୟା ଥିବା ତଦନ୍ତ ରିପୋର୍ଟଗୁଡିକ ଶୀଘ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା…

ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି ୧.୨୫ ଲକ୍ଷ ସରକାରୀ କର୍ମଚାରୀ

ଭୁବନେଶ୍ୱର: ସମ୍ପତ୍ତି ତାଲିକା ଦେଉନାହାଁନ୍ତି ସରକାରୀ ବାବୁ। ବିଧାନସଭାରେ ଆସିଲା ସାଂଘାତିକ ତଥ୍ୟ। ସମ୍ପତ୍ତି ଲୁଚାଉଛନ୍ତି ସରକାରୀ ବାବୁ। ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ତଥ୍ୟ ସହ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସିଏମ୍‌ଜିଆଇରୁ ପ୍ରାପ୍ତ ସୂଚନା ଅନୁଯାୟୀ, ମାର୍ଚ୍ଚ…

ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ: ଭୁବନେଶ୍ୱରରୁ କଟକକୁ ଉଡ଼ିଲେ ବାର୍ତ୍ତାବାହୀ ପାରା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍-୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର…

ଦୁର୍ଘଟଣାରେ ଦିନକୁ ୧୭ ଜଣଙ୍କ ମତ୍ୟୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦୁର୍ଘଟଣାର ସାଙ୍ଘାତିକ ତଥ୍ୟ ଦେଲେ ମୁଖ୍ୟମନନ୍ତରୀ ମୋହନ ମାଝୀ । ବିଧାନସଭାରେ ବିଭୂତିଭୂଷଣ ବଳବନ୍ତରାୟଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ୧୦ ବର୍ଷରେ ସଡକ ଦୁର୍ଘଟଣାଜନିତ ୧ ଲକ୍ଷ ସଡକ ଦୁର୍ଘଟଣାଜନିତ ୧ଲକ୍ଷ ୧୩ ହଜାର ୩୨୫ଟି…

ସୁସ୍ଥ ଜୀବନ ଯାପନ ଶୈଳୀକୁ ଆପଣଇବା ପାଇଁ କ୍ରୀଡ଼ାମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ଭାରତୀୟ ଖେଳ ପ୍ରାଧିକରଣ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୧୫ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ ଆୟୋଜନ କରାଯିବ। ଏନେଇ କ୍ରୀଡ଼ାମନ୍ତ୍ରୀ…

ଆଜିର ରାଶିଫଳ

ଆଜି ମାର୍ଚ୍ଚ ୧୦, ୨୦୨୬, ମଙ୍ଗଳବାର। ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ପାଠକ ଓ ଦର୍ଶକଙ୍କ ପାଇଁ ଆଜିର ଦିନଟି କିପରି ରହିବ, ଆସନ୍ତୁ ଜାଣିବା: ​ଆଜିର ରାଶିଫଳ (୧୨ଟି ରାଶି) ରାଶି ଶୁଭଫଳ ଓ ପରାମର୍ଶ ଶୁଭ ରଙ୍ଗ ଶୁଭ…

ପୋଖରୀ ମାଛପାଇଁ ଦାଦାକୁ ହତ୍ୟା ଧମକ.. ଥାନାରେ ଏତଲା ପରେ ନିରବଦ୍ରଷ୍ଟା ପୋଲିସ…….

ପୋଖରୀ ମାଛପାଇଁ ଦାଦାକୁ ହତ୍ୟା ଧମକ.. ଥାନାରେ ଏତଲା ପରେ ନିରବଦ୍ରଷ୍ଟା ପୋଲିସ……. ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ଗ୍ରାମର ବିରଞ୍ଚି ସାହୁ ପିତା ଭଜମନ ସାହୁ! 06/03/26 ରିଖ ମହାବିରୋଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବିରଞ୍ଚି ଏବଂ…

ଶ୍ୟାମା ଚରଣ ପୁର ରେ ପଞ୍ଚୁ ଦୋଳ ଉତ୍ସବ

ଶ୍ୟାମା ଚରଣ ପୁରରେ ପଞ୍ଚୁ ଦୋଳ ଉତ୍ସବ ଢେଙ୍କାନାଳ ତା୦୮.୦୩.୨୦୨୬ ରବିବାର ଶ୍ୟାମା ଚରଣ ପୁର ଆଞ୍ଚଳିକ ବିକାଶ ସମିତି ଆନୁକୁଲ୍ୟରେ ପଞ୍ଚୁ ଦୋଳ ମହୋତ୍ସବ ଧୁମ୍ ଧାମରେ ପାଳିତ ହୋଇ ଯାଇଅଛି। ୦୧.୦୩.୨୦୨୬ ରବିବାର ଓ ୦୨.୦୩.୨୦୨୬ ସୋମ ବାର…

୩୭ ତମ ବାର୍ଷିକ ତେରଶମ୍ଭୁ ମିଳନ କାର୍ଯ୍ୟ ଅନୁକୂଳ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା

୩୭ ତମ ବାର୍ଷିକ ତେରଶମ୍ଭୁ ମିଳନ କାର୍ଯ୍ୟ ଅନୁକୂଳ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା ବାଲିଗୁଡ଼ା, ତା, ୦୯/୦୩: (ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ…

ୟୁନିମୋନିର ଓଡ଼ିଶାରେ ଦ୍ୱତୀୟ ଶାଖା କଟକରେ ଉଦଘାଟନ

ୟୁନିମୋନିର ଓଡ଼ିଶାରେ ଦ୍ୱତୀୟ ଶାଖା କଟକରେ ଉଦଘାଟନ କଟକ ସ୍ଥାନୀୟ କଲେଜ ଛକ ପିଲିଗ୍ରିମ ରୋଡ଼ଠାରେ ଏକ ନୂତନ ଶାଖା ଉଠଘାଟିତ ହୋଇଯାଇଛି, ଏହି ଶାଖାରେ ବିଭିନ୍ନ ପ୍ରକାରର ମୁଦ୍ରା ବିନିମୟ, ଟ୍ରାଭେଲ ସଂସ୍ଥା, ସୁନା ବନ୍ଧକ ଲୋନ କମ ସୁଧ…