Month: March 2026

ପଦ୍ମାବତୀପୁର (ବଉଳପୁର ) ରେ ମହାଆଡମ୍ବର ରେ ପାଳିତ ହେଲା ଷଷ୍ଠ ଦୋଳଯାତ୍ରା

ପଦ୍ମାବତୀପୁର (ବଉଳପୁର ) ରେ ମହାଆଡମ୍ବର ରେ ପାଳିତ ହେଲା ଷଷ୍ଠ ଦୋଳଯାତ୍ରା Dt -10/03/2026 ତାଳଚେର – କୋଇଲାଖଣି ଦ୍ୱରା ବିସ୍ଥାପିତ ହେବା ପରେ ମଧ୍ୟ ଏକତ୍ରିତ ହୋଇ ପ୍ରଭୁ ଦୋଳଗୋବିନ୍ଦଙ୍କ ଷଷ୍ଠ ଦୋଳଯାତ୍ରା ପାଳନ କଲେ ନୂତନ ଭାବେ…

ଆଦିଶକ୍ତି ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ଆଦିଶକ୍ତି ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ଆଠ ସ୍ଥିତ ଆଦିଶକ୍ତି ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି।…

ବସୁଧା ଯୋଜନା ନାମ କୁ ମାତ୍ର, ପାଣି ପାଇଁ ହନ୍ତସନ୍ତ ଗ୍ରାମବାସି

*ବସୁଧା ଯୋଜନା ନାମ କୁ ମାତ୍ର, *ପାଣି ପାଇଁ ହନ୍ତସନ୍ତ ଗ୍ରାମ ** ବାସି,*ଅନଗୁଳ ଜିଲ୍ଲା କଣିହାଁ ବ୍ଲକ ପରlବିଲ ପଂଚାୟତ ର ଗଣିଘସା ଝାଡ଼ ଗ୍ରାମରେ ଆଜକୁ 3ବର୍ଷ ହେବ ପିଇବା ପାଣି ପାଇଁ ଲୋକେ ହେଉଛନ୍ତି ହନ୍ତସନ୍ତ,ମହିଳା ମାନେ…

ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଜନ୍ମଦିନ ପାଳିତ

ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଜନ୍ମଦିନ ପାଳିତ –ସୁସ୍ଥତା ଓ ସମ୍ପ୍ରଦାୟ ସେବା ଭିତ୍ତିକ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ଅନୁଗୁଳ, ୯ ମାର୍ଚ୍ଚ: ଜିନ୍ଦଲ ଷ୍ଟିଲ୍‌ର କର୍ମଚାରୀମାନେ ଅନୁଗୁଳ ପ୍ଲାଣ୍ଟ ଏବଂ ନିକଟବର୍ତ୍ତୀ ଅଂଚଳରେ ସୁସ୍ଥତା ଏବଂ ସମ୍ପ୍ରଦାୟ ସେବା…

୧୧ଜଣଙ୍କ ନାମାଙ୍କନ ପତ୍ର ଦାଖଲ – ଅନୁଗୋଳ ଓକିଲ ସଂଘ ନିର୍ବାଚନ

ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅନୁଗୋଳ ଓକିଲ ସଂଘର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ୭ ତାରିଖରୁ ଆରମ୍ଭ ହୋଇ ସୋମବାର ୯ ତାରିଖରେ ଶେଷ ହୋଇଛି। ଶେଷ ଦିନରେ ୧୧ ଜଣ ଆଇନଜୀବୀ ନାମାଙ୍କନ…

ରାଜ୍ୟସଭା ନିର୍ବାଚନ; ଓଡ଼ିଶା ବିହାର ଓ ହରିୟାଣା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି। ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବିନ ସୋମବାର ବିହାର, ହରିୟାଣା ଏବଂ ଓଡିଶାରେ ରାଜ୍ୟସଭା ନିର୍ବାଚନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ମହାରାଷ୍ଟ୍ର ସରକାରର ମନ୍ତ୍ରୀ…

ପଶ୍ଚିମ ଏସିଆ ସ୍ଥିତିକୁ ନେଇ ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀଙ୍କ ସ୍ୱତଃପ୍ରବୃତ୍ତ ବିବୃତ୍ତି

ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ହେବା ସହିତ ପଶ୍ଚିମ ଏସିଆର ଜାରି ସ୍ଥିତି ଏବଂ ଉପସାଗରୀୟ ଦେଶଗୁଡ଼ିକରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଏକ ପ୍ରମୁଖ ବିବୃତ୍ତି ଜାରି କରାଯାଇଛି।…

ରାଜ୍ୟର ୮୬ ଜେଲ୍‌ରେ ଅଛନ୍ତି ୧୮ ହଜାର ୧୭୬ ଜଣ କଏଦୀ, ୧୭ଜଣ ଫେରାର୍

ରାଜ୍ୟର ୮୬ ଜେଲ୍‌ରେ ଅଛନ୍ତି ୧୮ ହଜାର ୧୭୬ ଜଣ କଏଦୀ । ସେଥିରୁ ୧୪ ହଜାର ୪୦ ବିଚାରାଧୀନ, ୪୧୩୬ ଜଣ ଦଣ୍ଡ ପାଇ ଅଛନ୍ତି। ଗତ ୫ ବର୍ଷ ଭିତରେ ବିଭିନ୍ନ ଜେଲ୍‌ରୁ ୪୪ କଏଦୀ ଫେରାର୍ ହୋଇଥିଲେ…

ଆଗାମୀ ୨ ଦିନ ମଧ୍ୟରେ ବଢ଼ିବ ଦିନ ତାପମାତ୍ରା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ରାଜ୍ୟରେ ବଢ଼ିବ ଦିନ ତାପମାତ୍ରା । ଆଗାମୀ ୨ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାପରେ ପରବର୍ତ୍ତୀ ୩ ଦିନରେ ମଧ୍ୟ…

ଝାଡ଼ଖଣ୍ଡରେ ଦୁଇ ଜଣ ମାଓବାଦୀଙ୍କୁ ଗିରଫ୍‍

ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲା ଅନ୍ତର୍ଗତ ବେଙ୍ଗାବାଦ୍‍ ଥାନା ଅଞ୍ଚଳରେ ଦୁଇ ଜଣ ମାଓବାଦୀଙ୍କୁ ଗିରଫ୍‍ କରାଯାଇଛି । ବିହାରର ସ୍ୱତନ୍ତ୍ର ଟାସ୍କଫୋର୍ସ୍‍ ଏବଂ ସ୍ଥାନୀୟ ପୁଲିସ୍‍ର ମିଳିତ ଅଭିଯାନରେ ଏହି ଦୁଇ ଜଣ ମାଓବାଦୀ ଗିରଫ୍‍ ହୋଇଥିବା ପୁଲିସ୍‍ କହିଛି ।…