Month: March 2026

୨୬ତମ ଅଲ୍ ଇଣ୍ଡିଆ ପୋଲିସ ଲନ୍ ଟେନିସ୍ ଚାମ୍ପିଅନସିପ୍ ୨୦୨୫-୨୬ ର ସମାପନୀ ସମାରୋହ

୨୬ତମ ଅଲ୍ ଇଣ୍ଡିଆ ପୋଲିସ ଲନ୍ ଟେନିସ୍ ଚାମ୍ପିଅନସିପ୍ ୨୦୨୫-୨୬ ର ସମାପନୀ ସମାରୋହ ନୂଆଦିଲ୍ଲୀ, ୨୮ ମାର୍ଚ୍ଚ, ୨୦୨୬: ୨୪ ମାର୍ଚ୍ଚ ରୁ ୨୮ ମାର୍ଚ୍ଚ, ୨୦୨୬ ପର୍ଯ୍ୟନ୍ତ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP) ଦ୍ୱାରା ଆୟୋଜିତ ୨୬ତମ ଅଲ୍…

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଚୈତ୍ର ମାସର କାମଦା ଏକାଦଶୀ ନୀତି ପାଳନ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଚୈତ୍ର ମାସର କାମଦା ଏକାଦଶୀ ନୀତି ପାଳନ କରାଯାଇଛି। ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର,ବଲ୍ଲଭ ଭୋଗ ଲାଗି କରାଯାଇଥିଲା, ସକାଳ…

ଅତାବିରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ରେ ଦୁଲୁକିଲା ମଞ୍ଚ

ଅତାବିରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ରେ ଦୁଲୁକିଲା ମଞ୍ଚ ବରଗଡ଼:-୨୮.୦୩.୨୦୨୬(ପବିତ୍ର ମେହେର)ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଧୁମ୍ ଧାମରେ ପାଳିତ ହୋଇଯାଇଛି।ଉତ୍ସବ ରେ ପ୍ରଧାନ ଶିକ୍ଷକ…

ଆଦର୍ଶ ଶିକ୍ଷୟିତ୍ରୀ ଓ ସମାଜସେବୀ ଭାବେ ବଲାଙ୍ଗୀରରେ ବରଗଡ଼ର ଶିକ୍ଷୟିତ୍ରୀ ପୁରସ୍କୃତ”

“ଆଦର୍ଶ ଶିକ୍ଷୟିତ୍ରୀ ଓ ସମାଜସେବୀ ଭାବେ ବଲାଙ୍ଗୀରରେ ବରଗଡ଼ର ଶିକ୍ଷୟିତ୍ରୀ ପୁରସ୍କୃତ”ବରଗଡ:୨୮/୩(ପବିତ୍ର ମେହେର)ବଲାଙ୍ଗୀର ଜିଲ୍ଲା ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ ସାପ୍ତାହିକ ସମ୍ବାଦ ପତ୍ର ‘ପ୍ରେରଣା’ର ୨୧ ତମ ସ୍ୱନକ୍ଷତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ…

ଆଜିର ରାଶିଫଳ

ନମସ୍କାର! ଜାଗ୍ରତ ଭାରତ ନ୍ୟୁଜ୍ର ସମସ୍ତ ପାଠକ ଓ ଦର୍ଶକଙ୍କୁ ଆଜିର ଦିନର ହାର୍ଦ୍ଦିକ ଶୁଭେଚ୍ଛା। ​ରବିବାର, ୨୯ ମାର୍ଚ୍ଚ ୨୦୨୬ ର ଦୈନିକ ରାଶିଫଳ: ​୧. ମେଷ ରାଶି ​ଆଜି ଆପଣଙ୍କ ପାଇଁ ଦିନଟି ଉତ୍ସାହପୂର୍ଣ୍ଣ ରହିବ। ନୂତନ କାର୍ଯ୍ୟ…

ତାଳଚେର ଓକିଲ ସଙ୍ଘ ନିର୍ବାଚନର ବାହାରିଲା ଫଳାଫଳ

ତାଳଚେରଓକିଲ ସଙ୍ଘ ନିର୍ବାଚନର ବାହାରିଲା ଫଳାଫଳ ସଭାପତିଭାବେ ଚିତ୍ତରଞ୍ଜନରାଉତ ୧୪୪ଖଣ୍ଡଭୋଟ ପାଇ ହେଲେ ବିଜୟୀ ଏହି ନିର୍ବାଚନରେ ସମୁଦାୟ ୨୬୨ ଜଣ ଓକିଲ ମତଦାନ ଦେଇଥିବା ବେଳେ ସଭାପତି ଚିତ୍ତରଞ୍ଜନ ରାଉତ ୧୪୪ ଖଣ୍ଡ ଭୋଟ, ପ୍ରତିଦ୍ବନ୍ଦି ବିରଞ୍ଚିନାରାୟଣ ପ୍ରଧାନ ୧୧୪…

ପୃଥକ ପୃଥକ ସଡକ ଦୁର୍ଘଟଣାରେ ଡ୍ରାଇଭର ମୃତ୍ୟୁ ଜଣେ ଆହତ

ପୃଥକ ପୃଥକ ସଡକ ଦୁର୍ଘଟଣାରେ ଡ୍ରାଇଭର ମୃତ୍ୟୁ ଜଣେ ଆହତ। ବଅଁରପାଳ, ୨୮/୩(ଜାଗ୍ରତ ଭାରତ ନ୍ୟୁଜ୍) ବଅଁରପାଳ ଥାନା ନିକଟ ନୂଆହତା ୫୫ନମ୍ବର ଜାତୀୟ ରାଜପଥ ବାଇପାସ୍ ରାସ୍ତା ରେ ପୁଣି ଦୁଇଟି ଭିନ୍ନ ଭିନ୍ନ ସଡକ ଦୁର୍ଘଟଣା ଘଟି କାର…

ପଂଚାୟତ ଏବଂ ପୌର ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଓଡିଶାର ପ୍ରସ୍ତୁତି ବୈଠକ

ପଂଚାୟତ ଏବଂ ପୌର ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଓଡିଶାର ପ୍ରସ୍ତୁତି ବୈଠକ ଓଡିଶାରେ ପଂଚାୟତ ଏବଂ ପୌର ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଓଡିଶା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ…

ଭାଲୁମାଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୨୪ ତମ ବାର୍ଷିକୋତ୍ସବ ପାଳିତ

ଭାଲୁମାଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୨୪ ତମ ବାର୍ଷିକୋତ୍ସବ ପାଳିତ କୋଲାବିରା:୨୮/୩: ରଘୁନାଥ ପାଳି ଗ୍ରାମ ପଞ୍ଚାୟତର ଭାଲୁମାଲସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଚବିଶ ତମ ବର୍ଷିକୋତ୍ସବ ସଭାପତି ହରି ହର ନାଏକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ…

ବଅଁରପାଳରେ ମା’ ବାସନ୍ତିକ ଦୁର୍ଗାପୂଜା ଆରମ୍ଭ

ବଅଁରପାଳ,୨୮.୩(ଜାଗ୍ରତ ଭାରତ ନ୍ୟୁଜ୍)- ବଅଁରପାଳ ତହସିଲ କାର୍ଯ୍ୟାଳୟ ସମ୍ମୁଖ ପରିବା ମାର୍କେଟରେ ଚଳିତ ବର୍ଷ ଠାରୁ ପ୍ରଥମ ଥର ପାଇଁ ମା’ ବାସନ୍ତିକ ଦୁର୍ଗାପୂଜା ଆରମ୍ଭ ହୋଇଛି l ଗତ ମଙ୍ଗଳବାର ବହୁ ସଂଖ୍ୟକ ପୁରୁଷ ଓ ମହିଳା ଭକ୍ତ ବ୍ରାହ୍ମଣୀ…

You missed