Month: April 2026

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ମୃତ

ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରୀପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଫଳରେ ୨ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ୨ ଜଣ ବାଇକରେ ଭଦ୍ରକରୁ ଘରକୁ ଫେରୁଥିବା ବେଳେ…

ଦୁଇଟି ବ୍ଲାକ ହକ୍ସ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ନିଖୋଜ

ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ବିପଦପୂର୍ଣ୍ଣ ମୋଡ଼ ନେଇଛି କାରଣ ଗୋଟିଏ ଦିନରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦିଆଯାଇଛି। ଏହା ସଂଘର୍ଷ ଆରମ୍ଭ ହେବା ପରଠାରୁ ଇରାନ ସୀମା ଭିତରେ ଆମେରିକୀୟ…

ଆଫଗାନିସ୍ତାନରେ ଭୂକମ୍ପ: ୮ ମୃତ

ଶୁକ୍ରବାର ରାତିରେ ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଏକ ଶକ୍ତିଶାଳୀ ଭୁମିକମ୍ପ ଅନୁଭୂତ ହୋଇଛି । ପାକିସ୍ତାନ ପାଣିପାଗ ବିଭାଗ ରିପୋର୍ଟ କରିିଛି ଯେ, ଦେଶର ବିଭିନ୍ନ ସ୍ଥାନରେ ୬.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଭୁମିକମ୍ପର କେନ୍ଦ୍ର ଭୂପୃଷ୍ଠରୁ ୧୯୦…

ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି

ଭୁବନେଶ୍ବର: ପୁରୀ ଜଗନ୍ନାଥ ବିମାନ ବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି। ପୁରୀ ଠାରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ କେନ୍ଦ୍ର ସରକାରଙ୍କ ଷ୍ଟେଜ୍ -୧ ଅନୁମୋଦନ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପୁରୀ…

ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କଲା ସପ୍ତମ ଭାରତୀୟ ଏଲ୍‌ପିଜି ଟ୍ୟାଙ୍କର୍

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ, ସପ୍ତମ ଭାରତୀୟ ପତାକା ଲାଗିଥିବା ଏଲ୍‌ପିଜି ଟ୍ୟାଙ୍କର୍ ଗ୍ରୀନ୍ ସାନଭି ହର୍ମୁଜ୍ ପ୍ରଣାଳୀ ପାର କରିବାରେ ସଫଳ ହୋଇଛି। ପଶ୍ଚିମ ଏସିଆରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଛଅଟି ଏଲପିଜି ପରିବହନକାରୀ ଜାହାଜ ହର୍ମୁଜ୍ ପ୍ରଣାଳୀ ପାର…

ଗ୍ୟାସ ଟାଙ୍କି ଫାଟି ୩ ଆହତ

ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ ସାରଡାଙ୍ଗ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୩ ଜଣ ଆହତ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଛି। ସୂଚନାନୁଯାୟୀ, ମନୋରଞ୍ଜନ ପଣ୍ଡାଙ୍କ ସ୍ତ୍ରୀ ରୋଷେଇ କରୁଥିବା ବେଳେ…

ବିଶ୍ୱବିଦ୍ୟାଳୟରେ ୧୪ ଶହ ଖାଲି ପଦବୀ ବି ପୂରଣ ହେବ- ମନ୍ତ୍ରୀ

ଭୁବନେଶ୍ୱର- ଖୁବ ଶୀଘ୍ର ପୂରଣ ହେବ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ପଦବୀ । ଏନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ବିଶ୍ୱବିଦ୍ୟାଳୟରେ ୧୪ ଶହ ଖାଲି ପଦବୀ ବି ପୂରଣ ହେବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ…

କନିଷ୍ଠ ଶିକ୍ଷକ ହେଲେ ନିୟମିତ

କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ ସମସ୍ତ ସୁବିଧା ସୁଯୋଗ ପାଇବେ। ନିୟମିତ କର୍ମଚାରୀ ଲେଭଲ୍‌-ଭି (ଏ) ଦରମା ପିଛିଲା ଭାବେ ଅର୍ଥାତ୍‌…

ବି୧ ପୋଲ ଧ୍ବଂସ କଲା ଆମେରିକା

ଆମେରିକା ସେନା ପକ୍ଷରୁ ଇରାନର ରାଜଧାନୀ ତେହେରାନ ନିକଟବର୍ତ୍ତୀ କରାଜ ସହରରେ ଥିବା ଏକ ନିର୍ମାଣାଧୀନ ଏକ ବୃହତ୍‌ ସେତୁ (ବି୧)କୁ ଧ୍ବଂସ କରାଯାଇଛି। ଉକ୍ତ ସେତୁ ତେହେରାନ ଓ କରାଜ୍‌ ସହରକୁ ସଂଯୋଗ କରୁଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

ସ୍କୁଲ ପ୍ରବେଶ ଅବସରରେ କୁନି କୁନି ପିଲାଙ୍କୁ ଶନିବାର ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଥିପାଇଁ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଖଡି ଛୁଆଁଇଛନ୍ତି। କୁନି କୁନି ପିଲାଙ୍କ ସହ ଭାବ ବିନିମୟ…

You missed