ଧର୍ମଗଡ଼ରେ ଡିଜିଟାଲ ସ୍ୱ-ଗଣନା ଉପରେ ସଚେତନତା କାର୍ଯ୍ୟକ୍ରମ
ଧର୍ମଗଡ଼ରେ ଡିଜିଟାଲ ସ୍ୱ-ଗଣନା ଉପରେ ସଚେତନତା କାର୍ଯ୍ୟକ୍ରମ ଧର୍ମଗଡ (ଜାଗ୍ରତ ଭାରତ )ଆସନ୍ତା ୨୦୨୭ ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଙ୍କ ନିର୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଗଣନା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।…
