Month: April 2026

ଅନୁଗୋଳରେ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ

ଅନୁଗୋଳ,୨୬/୦୪/୨୦୨୬ – ଆଜି ଅନୁଗୋଳ ଟାଉନରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ସମ୍ମୁଖରୁ ପଦ ଯାତ୍ରା ବାହାରି ସଂସଦରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଆଣିଥିବା…

କେନାଲରେ ଖସି ପଡିଲା ହାତୀ ନିଜଚେଷ୍ଟା ବଳରେ କେନାଲରୁ ବାହାରି ଚାଲିଗଲା ଜଙ୍ଗଲକୁ

କେନାଲରେ ଖସି ପଡିଲା ହାତୀ ନିଜଚେଷ୍ଟା ବଳରେ କେନାଲରୁ ବାହାରି ଚାଲିଗଲା ଜଙ୍ଗଲକୁ କେନାଲରେ ଖସି ପଡ଼ିଲା ହାତୀ । କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ମଙ୍ଗଳପୁର ଗାଁ ରେ ରାସ୍ତା ଅତିକ୍ରମ କରୁଥିବା ବେଳେ କାନପୁର କେନାଲରେ…

ଦୃର୍ବୁତ୍ତଙ୍କ ଉତ୍ପାତ୍ ତାଲାଭାଙ୍ଗି ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ଦୃର୍ବୁତ୍ତଙ୍କ ଉତ୍ପାତ୍ ତାଲାଭାଙ୍ଗି ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ାଥାନା ଅନ୍ତର୍ଗତ ରେ ଦୁବୃର୍ତ୍ତଙ୍କ ଉତ୍ପାତ। ଘରେ ଲୋକ ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ। କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତ ଟାଟା…

ଗୋରକ୍ଷକଙ୍କ ପକ୍ଷରୁ ଗୋ ସମ୍ମାନ ଆହ୍ଵାନ ଦେଇ ବିଶାଳ ଶୋଭାଯାତ୍ରା

ଗୋରକ୍ଷକଙ୍କ ପକ୍ଷରୁ ଗୋ ସମ୍ମାନ ଆହ୍ଵାନ ଦେଇ ବିଶାଳ ଶୋଭାଯାତ୍ରା କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ଗୋ ରକ୍ଷକଙ୍କ ପକ୍ଷରୁ ଗୋ ସୁରକ୍ଷା କୁ ନେଇ ଗୋ ସମ୍ମାନ ଆହ୍ଵାନ ଦେଇ ବିଶାଳ ଶୋଭାଯାତ୍ରା କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ପରିପ୍ରେକ୍ଷୀରେ…

ହାତୀ କ୍ରସିଂ ଜୋନ୍ ସାଇନ୍ ବୋର୍ଡ ଲଗାଗଲା – ସୁରକ୍ଷା ପଦକ୍ଷେପ

ହାତୀ କ୍ରସିଂ ଜୋନ୍ ସାଇନ୍ ବୋର୍ଡ ଲଗାଗଲା – ସୁରକ୍ଷା ପଦକ୍ଷେପ ଅନୁଗୋଳ – ସଡକ ସୁରକ୍ଷାକୁ ଉନ୍ନତ କରିବା ଏବଂ ମଣିଷ-ହାତୀ ସଂଘର୍ଷକୁ ହ୍ରାସ କରିବା ପାଇଁ ଅନୁଗୁଳ ବନ ବିଭାଗ ପ୍ରମୁଖ ହାତୀ ଗତିବିଧି ଅଞ୍ଚଳରେ “ହାତୀ କ୍ରସିଂ…

ମହମ୍ମଦ ମୋକିମଙ୍କ ବାସଭବନରେ ଦିଲ୍ଲୀପ ରାୟ: ରାଜନୈତିକ ମହଲରେ ଚର୍ଚ୍ଚା

ମହମ୍ମଦ ମୋକିମଙ୍କ ବାସଭବନରେ ଦିଲ୍ଲୀପ ରାୟ: ରାଜନୈତିକ ମହଲରେ ଚର୍ଚ୍ଚା​କଟକ: ରାଜ୍ୟ ରାଜନୀତିର ଦୁଇ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଏକ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକାର। ମିଳିଥିବା ଖବର ମୁତାବକ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ, କଟକର ପୂର୍ବତନ ବିଧାୟକ ମହମ୍ମଦ…

୮ ବିଧାୟକଙ୍କ ବିରୋଧରେ ବିଜେଡିର ବଡ଼ ପଦକ୍ଷେପ, ବିଧାନସଭା ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ପିଟିସନ୍ ଦାଖଲ

ଖବର ଶିରୋନାମା: ବିଜେଡିର କଡ଼ା ଆଭିମୁଖ୍ୟ: କ୍ରସ୍ ଭୋଟିଂ କରିଥିବା ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଦାବି ରାଜ୍ୟସଭା ନିର୍ବାଚନରେ ‘କ୍ରସ୍ ଭୋଟିଂ’ କରିଥିବା ବିଜେଡିର ୮ ଜଣ ବିଧାୟକଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଦଳ ବିରୋଧୀ…

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ୍ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ୍ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍) ଏବଂ ଦଳର ଆବାହକ ଅରବିନ୍ଦ କେଜରିୱାଲଙ୍କ ପାଇଁ ଏକ ବଡ଼ ରାଜନୈତିକ ସଙ୍କଟ ଦେଖାଦେଇଛି। ରାଜ୍ୟସଭା ସଭାପତି ସି.ପି.…

ପଶ୍ଚିମବଙ୍ଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ,ବାଗଦା ନିର୍ବାଚନ ମଣ୍ଡଳୀରେ ବିଶାଳ ରୋଡ୍ ସୋ’ କାର୍ଯ୍ୟକ୍ରମ

ପଶ୍ଚିମବଙ୍ଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ,ବାଗଦା ନିର୍ବାଚନ ମଣ୍ଡଳୀରେ ବିଶାଳ ରୋଡ୍ ସୋ’ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗର ବାଗଦା ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିଶାଳ ରୋଡ୍ ସୋ’: ଜନସମୁଦ୍ରରେ ପରିଣତ ହେଲା ରାସ୍ତାଘାଟ ବାଗଦା, ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ନିର୍ବାଚନୀ ବିଗୁଲ ବାଜିବା ସହ ରାଜନୈତିକ…

ଜୁଲାଇ ୧୬ରେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଆଜି ତୁମ୍ବରେ ହୋଇଛି ବିନ୍ଧ ଅନୁକୂଳ

ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀନଅର ସମ୍ମୁଖ ରଥଖଳା । ତିନି ରଥର ବିଶ୍ଵକର୍ମା ମାନେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଜୋରସୋରରେ ଆଗେଇ ନେଉଛନ୍ତି । ତୁମ୍ବ ନିର୍ମାଣରେ ଲାଗିଛନ୍ତି…