Month: May 2026

ଉଦଯାପିତ ହେଲା ମହାଭାରତ ମହାପାରାୟଣ ନାମଯଜ୍ଞ

ଉଦଯାପିତ ହେଲା ମହାଭାରତ ମହାପାରାୟଣ ନାମ ଯଜ୍ଞ ।ଗୋଲାମୁଣ୍ଡା, ୨/୫( ଜେବିଏନ ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାନଝରି ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ ଡୁଡୁକେଲ ଗ୍ରାମ ଠାରେ ଯାଦବ ସମାଜ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ମହାଭାରତ ମହାପାରାୟଣ ଯଜ୍ଞ ଉଦଯାପିତ…

ତାଲୁକ୍ ଆଇନ ସହାୟତା କମିଟି, ତାଳଚେର ତରଫରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ତାଲୁକ୍ ଆଇନ ସହାୟତା କମିଟି, ତାଳଚେର ତରଫରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ତାଳଚେର, ୦୨/୦୫ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାକରଣ, କଟକ ତଥା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ତାଲୁକ୍ ଆଇନ ସହାୟତା କମିଟି, ତାଳଚେର ଅଧ୍ୟକ୍ଷ…

ଡିଏଭି ପବ୍ଲିକ୍ ସ୍କୁଲ୍, ଏମ୍ସିଏଲ୍, କଳିଙ୍ଗ କ୍ଷେତ୍ରରେ ପାଳିତ ହେଲା ଆନ୍ତର୍ଜାତୀୟ ଶ୍ରମିକ ଦିବସ

ଡିଏଭି ପବ୍ଲିକ୍ ସ୍କୁଲ୍, ଏମ୍ସିଏଲ୍, କଳିଙ୍ଗ କ୍ଷେତ୍ରରେ ପାଳିତ ହେଲା ଆନ୍ତର୍ଜାତୀୟ ଶ୍ରମିକ ଦିବସ ତାଳଚେର, ୦୨/୦୫ ରିଖରେ ଡିଏଭି ପବ୍ଲିକ୍ ସ୍କୁଲ୍, ଏମ୍ସିଏଲ୍, କଳିଙ୍ଗ କ୍ଷେତ୍ରରେ “ସୁସ୍ଥ ମାନସିକ-ସାମାଜିକ କାର୍ଯ୍ୟ ପରିବେଶ ସୁନିଶ୍ଚିତ କରିବା” ବର୍ଷର ଥିମ୍ ସହିତ ଆନ୍ତର୍ଜାତୀୟ…

ତାଳଚେର ସହରରେ ହାତୀ ଆତଙ୍କ

ତାଳଚେର ସହରରେ ହାତୀ ଆତଙ୍କ ତାଳଚେର, ୦୨/୦୫ ଗତକାଲି ତାଳଚେର ଲିଙ୍ଗରାଜ କୋଇଲା ଖଣି ନିକଟରେ ଏକ ହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା । ଉକ୍ତ ହାତୀଟି ପ୍ରାୟ ରାତି ସମୟରେ ୧୪୯ନଂ ଜାତୀୟ ରାଜପଥ ଚାଳିଆକୂଟ୍ଟା ଗ୍ରାମ କେନାଲ ରାସ୍ତାରେ…

ଦୁର୍ଘଟଣାରେ ଅଳ୍ପକେ ବର୍ତିଗଲେ ସାଇକେଲ ଆରୋହୀ

ଦୁର୍ଘଟଣାରେ ଅଳ୍ପକେ ବର୍ତିଗଲେ ସାଇକେଲ ଆରୋହୀ ତାଳଚେର, ୦୨/୦୫ ତାଳଚେର ପୌରପରିଷଦ ୱାର୍ଡ଼ ନଂ-୧୬ ଗୋପୀନାଥପୁର ଗ୍ରାମର ହାଡ଼ିବନ୍ଧୁ ସିଠ (୫୭) ଶନିବାର ସାପ୍ତାହିକ ହାଟକୁ ପନିପରିବା କିଣିବାକୁ ଯାଇଥିଲେ । ହାଟରୁ ସଉଦା କିଣି ଫେରିଲା ବେଳେ ୧୪୯ନଂ ଜାତୀୟ…

ବହୁ ଚର୍ଚ୍ଚିତ ଶିବରାମ ପଲେଇ ଚେକ୍ ବାଉନ୍ସ କେସର ରାୟ ପ୍ରକାଶ

ବହୁ ଚର୍ଚ୍ଚିତ ଶିବରାମ ପଲେଇ ଚେକ୍ ବାଉନ୍ସ କେସର ରାୟ ପ୍ରକାଶ ତାଳଚେର – ୦୨-୦୫ ଆଜି ତାଳଚେରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନସ୍ ଜଜ୍ ଶ୍ରୀ ସତ୍ୟନାରାୟଣ କରଙ୍କ ଅଦାଲତରେ କ୍ରିମିନାଲ ଓପିଲ ନମ୍ୱର ୧୧/୨୦୨୪ ର ଯୁଗାନ୍ତ…

କନ୍ଦରସିଂହା ଗାଁରେ ପ୍ରସିଦ୍ଧ ଚନ୍ଦନ ଯାତ୍ରା

କନ୍ଦରସିଂହା ଗାଁରେ ପ୍ରସିଦ୍ଧ ଚନ୍ଦନ ଯାତ୍ରା ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଂହା ଗାଁରେ ଅଞ୍ଚଳର ବହୁ ପ୍ରସିଦ୍ଧ ଚନ୍ଦନ ଯାତ୍ରା ମହୋତ୍ସବ ଶୁକ୍ରବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି ।ପବିତ୍ର ବୁଦ୍ଧ ପୂର୍ଣ୍ଣିମା କିମ୍ବା ଚନ୍ଦନ ପୂଣ୍ଣିମା…

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ ଅନୁଗୋଳ – ଅନୁଗୋଲ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମର ଶ୍ରୀ ସୁରେନ୍ଦ୍ର ପ୍ରସାଦ ଜେନାଙ୍କର ପରଲୋକ ଘଟିଛି। ବ୍ୟାଙ୍କ୍ ଚାକିରିରୁ ଅବରସ ଗ୍ରହଣ କରିବା ପରେ ବିଭିନ୍ନ ଧର୍ମ ଅନୁଷ୍ଠାନ ସହ ଯୋଡି ହୋଇ…

କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି

କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନୀ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜରେ ଥମୁ ନାହିଁ ହାତୀ ଉପଦ୍ରବ। ଚମ୍ପୁଆ ରେଞ୍ଜର ଉଖୁଣ୍ଡା ସେକ୍ସନ ପଦ୍ମପୁର ଗାଁ ରେ ଗୋଟିଏ ଘର ଭାଙ୍ଗି ଘର…

ଚମ୍ପୁଆ ଥାନା ଅନ୍ତର୍ଗତରେ ସନ୍ଦେହଜନକ ଭାବରେ ଯୁବକଙ୍କ ମୃତଦେହ ଉଦ୍ଧାର

ଚମ୍ପୁଆ ଥାନା ଅନ୍ତର୍ଗତରେ ସନ୍ଦେହଜନକ ଭାବରେ ଯୁବକଙ୍କ ମୃତଦେହ ଉଦ୍ଧାର କେନ୍ଦୁଝର ଜିଲ୍ଲା ଚମ୍ପୁଆଥାନା ଅନ୍ତର୍ଗତ ବଡ଼ନଇ ପଞ୍ଚାୟତ ପଳଶା ଗ୍ରାମ ର ଉମେଶ ମୁଣ୍ଡା (27)ଙ୍କ ମୃତ ଶରୀର ଘର ନିକଟରେ ଥିବା ଏକ ବିଲ ମଝିରେ ସନ୍ଦେହ ଜନକ…

You missed