ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କୁ ଓଡ଼ିଶାର ସର୍ବୋଚ୍ଚ ପୋଲିସ ସମ୍ମାନ ‘ଡିଜିପି ଡିସ୍କ’ରେ ସମ୍ମାନିତ
ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କୁ ଓଡ଼ିଶାର ସର୍ବୋଚ୍ଚ ପୋଲିସ ସମ୍ମାନ ‘ଡିଜିପି ଡିସ୍କ’ରେ ସମ୍ମାନିତ । କେନ୍ଦୁଝର ଜିଲ୍ଲା ପୋଲିସ୍ ପାଇଁ ଗୌରବ ଆଣିଲେ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ। ଏହା ଆମ ପାଇଁ ଅତ୍ୟନ୍ତ…
