Month: June 2026

ଜ୍ୱରରେ ପୀଡ଼ିତ ଶ୍ରୀଜିଉ: ଆଜିଠୁ ଅଣସର ଦର୍ଶନ

ପୁରୀ: ଅତ୍ୟଧିକ ସ୍ନାନ ପରେ ଜ୍ବରରେ କମ୍ପୁଛନ୍ତି ଶ୍ରୀଜିଉ । ଆଜିଠୁ ଅଣସର ଦର୍ଶନ। ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥଙ୍କ ପୀଠରେ ଲାଗିଛି ଭକ୍ତ ମାନଙ୍କ ଗହଳିଚହଳି । ଆଜି ବଡ଼ି ଭୋରରୁ ଅଲାରନାଥଙ୍କ ପୀଠରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମିଛି ।…

ଭୀମସାରର ଦୁଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର: ଦୁଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ସମ୍ବଲପୁର ବୁର୍ଲା ଭୀମସାରର ଦୁଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଦୁଇ ଅଧିକାରୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଏକାସାଙ୍ଗେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।ଆୟ ବହିର୍ଭୂତ ସମ୍ପତ୍ତି…

ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଧାନକିଣା ଅବଧି

ଭୁବନେଶ୍ୱର: ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଧାନକିଣା ଅବଧି । ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ରବି ଧାନ ସଂଗ୍ରହ ପ୍ରକ୍ରିୟା ଆଜି କଣ୍ଟ ପୂରୁଥିଲା । ଜୁନ୍ ୩୦ ଯାଏଁ ଧାନ କିଣା ନେଇ…

ଗଜାନନ ବେଶରେ ମହାପ୍ରଭୁଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ

ଗଜାନନ ବେଶରେ ମହାପ୍ରଭୁଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ ଭଟଲି (ଅଭିମନ୍ୟୁ ପଧାନ ):- ପଶ୍ଚିମାଞ୍ଚଳ ଶ୍ରୀକ୍ଷେତ୍ର ବରଗଡ଼ ଜିଲ୍ଲା ଭଟଲିର ଶ୍ରୀ ଶ୍ରୀ ଦଧିବାମନ ପୀଠରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ପ୍ରାତଃ ସମୟରେ ମନ୍ଦିର ପୂଜକଙ୍କ ଦ୍ବାରା ଶୁଭ ଶଙ୍ଖନାଦ…

ଆଜିର ରାଶିଫଳ

🌸 ଆଜିର ରାଶିଫଳ (୩୦ ଜୁନ ୨୦୨୬, ମଙ୍ଗଳବାର) ♈ ମେଷ ଶୁଭ ଫଳାଫଳ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ନୂଆ ଯୋଜନା ସଫଳ ହେବ।ଶୁଭ ସଂଖ୍ୟା: ୯ଶୁଭ ରଙ୍ଗ: ଲାଲଶୁଭ ସମୟ: ସକାଳ ୮:୩୦ – ୧୦:୦୦ପ୍ରତିକାର: ହନୁମାନ ଚାଳିଶା ପାଠ…

ସାଉଥ୍ ବଲଣ୍ଡାରେ ଭବ୍ୟ ବାଣିଜ୍ୟ ମେଳା ଉଦ୍ଘାଟିତ, ଯୋଗଦେଲେ ବିଧାୟକ ବ୍ରଜକିଶୋର ପ୍ରଧାନ

ସାଉଥ୍ ବଲଣ୍ଡାରେ ଭବ୍ୟ ବାଣିଜ୍ୟ ମେଳା ଉଦ୍ଘାଟିତ, ଯୋଗଦେଲେ ବିଧାୟକ ବ୍ରଜକିଶୋର ପ୍ରଧାନ ଅନୁଗୋଳ: ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଉଥ୍ ବଲଣ୍ଡା ସ୍ଥିତ ଦୁର୍ଗା ମଣ୍ଡପ ପଡ଼ିଆରେ ଆୟୋଜିତ ଭବ୍ୟ ବାଣିଜ୍ୟ ମେଳାର ଶୁଭ ଉଦ୍ଘାଟନ ଉତ୍ସବ ଆଜି ଉତ୍ସାହ…

କଣିହାଁ ଏନଟିପିସି ବଜାରରେ ଦୁର୍ଘଟଣା, ହାଇୱା ଚକା ତଳେ ବାଇକ୍ ଚାଳକ ଗୁରୁତର

କଣିହାଁ ଏନଟିପିସି ବଜାରରେ ଦୁର୍ଘଟଣା, ହାଇୱା ଚକା ତଳେ ବାଇକ୍ ଚାଳକ ଗୁରୁତର ଅନୁଗୋଳ: କଣିହାଁ ଏନଟିପିସି ବଜାର ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକ ହାଇୱା ଚକା ତଳେ ଚାପି ହୋଇ ଗୁରୁତର ଆହତ ହୋଇଛନ୍ତି।…

ସ୍ନାନ ପୂର୍ଣ୍ଣିମାରେ ବଅଁରପାଳ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଅପାର ସମାଗମ, ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ସ୍ନାନ ନୀତି

ସ୍ନାନ ପୂର୍ଣ୍ଣିମାରେ ବଅଁରପାଳ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଅପାର ସମାଗମ, ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ସ୍ନାନ ନୀତି ବଅଁରପାଳ: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ବଅଁରପାଳସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ଓ ଭକ୍ତିର ଅନନ୍ୟ ଦୃଶ୍ୟ ପରିଲକ୍ଷିତ ହୋଇଥିଲା।…

ତାଳଚେର ଫର୍ଟିଲାଇଜର ୱର୍କର୍ସ ୟୁନିଅନ ପଞ୍ଜୀକୃତ, ଶ୍ରମିକଙ୍କ ଅଧିକାର ସୁରକ୍ଷା ପାଇଁ ନୂଆ ପଦକ୍ଷେପ

ତାଳଚେର ଫର୍ଟିଲାଇଜର ୱର୍କର୍ସ ୟୁନିଅନ ପଞ୍ଜୀକୃତ, ଶ୍ରମିକଙ୍କ ଅଧିକାର ସୁରକ୍ଷା ପାଇଁ ନୂଆ ପଦକ୍ଷେପ ଅନୁଗୋଳ: ତାଳଚେର ଫର୍ଟିଲାଇଜର କାରଖାନାର ଶ୍ରମିକମାନଙ୍କ ପାଇଁ ଏକ ଖୁସିର ଖବର। ଡାଇରେକ୍ଟରେଟ୍ ଅଫ୍ ଲେବର, ଓଡ଼ିଶା ପକ୍ଷରୁ ଟ୍ରେଡ୍ ୟୁନିଅନ ଆକ୍ଟ, ୧୯୨୬ ଅନୁଯାୟୀ…

କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଜ୍ୟେଷ୍ଠ ମାସର ଦେବ ସ୍ନାନ ନୀତି ପାଳନ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଜ୍ୟେଷ୍ଠ ମାସର ଦେବ ସ୍ନାନ ନୀତି ପାଳନ କରାଯାଇଛି। ଭୋର ସାଢ଼େ ଚାରିଟା ସମୟରୁ ଜୟ ବିଜୟ ମଙ୍ଗଳ ଆଳତି ପହଣ୍ଡି କରାଯାଇ ବଳରାମ, ସୁଭଦ୍ରା, କୃଷ୍ନ ଓ…

You missed