Month: June 2026

ମିଥୁନ ରଜ ସଂକ୍ରାନ୍ତି ଓ ମଳ ଅମାବସ୍ୟା ଥିବାରୁ ବିଶେଷ ପୂଜା ଅର୍ଚ୍ଚନା

ଢେ଼ଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ବାବା ଆଖଣ୍ଡଳମଣି ଙ୍କ ପୀଠରେ ଆଜି ମିଥୁନ ରଜ ସଂକ୍ରାନ୍ତି ଓ ମଳ ଅମାବସ୍ୟା ଥିବାରୁ ବିଶେଷ ପୂଜା ଅର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହା ସ୍ନାନ,ବେଲ ପତ୍ର ବିଭିନ୍ନ ପ୍ରକାରର…

ପ୍ରକଳ୍ପ ସ୍ତରୀୟ ଅଦ୍ୱିକା କିଶୋରୀ ସୁଭଦ୍ରା ଦିବସ ପାଳିତ

ପ୍ରକଳ୍ପ ସ୍ତରୀୟ ଅଦ୍ୱିକା କିଶୋରୀ ସୁଭଦ୍ରା ଦିବସ ପାଳିତ ବଅଁରପାଳ, : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରକଳ୍ପ ସ୍ତରୀୟ ଅଦ୍ୱିକା କିଶୋରୀ ସୁଭଦ୍ରା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ…

ପାକିସ୍ତାନ ଏୟାରଫୋର୍ସର ଟ୍ରେନି ବିମାନ କ୍ରାସ୍, ୨ ପାଇଲଟ ମୃତ

ନୁଆଦିଲ୍ଲୀ : ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ପାକିସ୍ତାନ ବାୟୁସେନାର ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ନିୟମିତ ସାମରିକ ଅଭ୍ୟାସ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ଦୁଇ ପାଇଲଟ୍…

ଓଡିଶାରେ ଏବେ ସ୍ନାତକୋତ୍ତର (PG) ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଜାଣନ୍ତୁ ଅନ୍ୟ ରାଜ୍ୟର ସ୍ଥିତି

ନୁଆଦିଲ୍ଲୀ: ପ୍ରତ୍ୟେକ ପିଲାଙ୍କ ପାଇଁ ଶିକ୍ଷା ଅଧିକାର ଦେବା ଲାଗି ଓଡିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ରାଜ୍ୟରେ କିଣ୍ଡରଗାର୍ଟନ (KG) ରୁ ସ୍ନାତକୋତ୍ତର (PG) ପର୍ଯ୍ୟନ୍ତ ଶିକ୍ଷା ମାଗଣା…

କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା

ବ୍ରହ୍ମପୁର: ପୁଅର କାଠ ଫାଳିଆ ମାଡରେ ବାପରେ ମୃତ୍ୟୁ। ଏପରି ଏକ ଅଭାବନୀୟ ଘଟଣା ଗୋସାଣି ନୂଆଗାଁ ତୋଟା ସାହିରେ ଘଟିଛି। କୌଣସି କାରଣରୁ ବାପାଙ୍କ ସହ ପାଟିତୁଣ୍ଡ ହେବା ପରେ ପୁଅ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଏମକେସିଜିରେ ଚିକିତ୍ସାଧୀନ…

ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୧୧୦୦ ଭକ୍ତ ଗଲେ ଗୁଜରାଟ

ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଇତିହାସରେ ଆଜି ଏକ ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ଆନୁଷ୍ଠାନିକ ଭାବେ ଐତିହାସିକ ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର ପ୍ରାୟ ୧୧୦୦ରୁ ଅଧିକ…

ବିଶ୍ୱାଳ ସପ୍ ଓ ଏସ୍‌ବି ଆକୁଆ ପକ୍ଷରୁ ଦହି ସର୍ବତ ବଣ୍ଟନ

ବିଶ୍ୱାଳ ସପ୍ ଓ ଏସ୍‌ବି ଆକୁଆ ପକ୍ଷରୁ ଦହି ସର୍ବତ ବଣ୍ଟନ ଅନୁଗୋଳ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ବଅଁରପାଳ ବ୍ଲକ ଅନ୍ତର୍ଗତ ମଙ୍ଗଳବାର ହାଟ ବଜାରରେ ଥିବା ବିଶ୍ୱାଳ ସପ୍ ଓ ଏସ୍‌ବି ଆକୁଆ…

ଓଡ଼ିଶା କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୬୪ ସ୍ଥାନର ଇଂରାଜୀ ନାମରେ ହେବ ସଂଶୋଧନ

ଭୁବନେଶ୍ବର : ୬୪ ସ୍ଥାନର ଇଂରାଜୀ ନାମରେ ହେବ ସଂଶୋଧନ। ଓଡ଼ିଶା କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ରାଜ୍ୟର ୨୬ଟି ଜିଲ୍ଲାରେ ଥିବା ୬୪ଟି ସ୍ଥାନର ବିକୃତ ଇଂରାଜୀ ବନାନକୁ ସଂଶୋଧନ କରି ମୂଳ ଓଡ଼ିଆ ଉଚ୍ଚାରଣ…

ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସରୁ ପ୍ରାୟ ୭ କୋଟି ଟଙ୍କା ହେରଫେର !, ଗଠନ ହେଲା ୩ ଜଣିଆ SIT ଟିମ୍

ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସରୁ ପ୍ରାୟ ୭ କୋଟି ଟଙ୍କା ହେରଫେର ନେଇ ଦେଶବ୍ୟାପୀ ଚର୍ଚ୍ଚା । ଗଠନ ହେଲା ୩ ଜଣିଆ SIT ଟିମ୍ । ଦଳରେ ସାମିଲ ଅଛନ୍ତି ଜଣେ କମିଶନର, ସିବିଆଇ ଅଭିଜ୍ଞତା ଥିବା ବରିଷ୍ଠ…

ଇରାନ-ଆମେରିକା ଯୁଦ୍ଧ ବନ୍ଦ ଚୁକ୍ତି: ହର୍ମୁଜ୍ ଜଳସନ୍ଧି ଖୋଲିବାକୁ ସହମତି, ତେଲ ଦର ଖସିଲା

ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ କରିବା ଏବଂ ବିଶ୍ୱର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ ହର୍ମୁଜ୍ ଜଳସନ୍ଧି (Strait of Hormuz) ପୁନଃ ଖୋଲିବା ପାଇଁ ଏକ ପ୍ରାରମ୍ଭିକ ଚୁକ୍ତି ହୋଇଥିବା ଘୋଷଣା କରାଯାଇଛି। ଆମେରିକାର…