Month: June 2026

ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ

ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ ବାଲିଗୁଡା, ତା, ୧୫/୦୬:(ସୁଶୀଳ କୁମାର ପାଣିଗ୍ରାହୀ): ସପ୍ତଶଯ୍ୟା ମହୋତ୍ସବ ଓଡ଼ିଶାର ଏକ ପ୍ରସିଦ୍ଧ ଧାର୍ମିକ ଓ ସାଂସ୍କୃତିକ ଉତ୍ସବ। ଏହା ଢେଙ୍କାନାଳ ଜିଲ୍ଲାର…

ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇ ମୃତ

ଅନୁଗୋଳ -ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ପୋକୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ ବଚସାରୁ ସାନ ଭାଇ ଟାଙ୍ଗିଆରେ ହାଣି ବଡ ଭାଇକୁ ହତ୍ୟା କରିଛି । ସୁଚନା ମୁତାବକ, ମାଣିକେଯାଡି ପଞ୍ଚାୟତ ପୋକୁଣ୍ଡା ଗାଁର ଟିଟୁନ ସିଠ…

ଆଜିଠାରୁ କଣ୍ଟ୍ରୋଲରେ ମିଳିବ ଅତିରିକ୍ତ ୫ କିଲୋ ଚାଉଳ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ଆଜିଠାରୁ କଣ୍ଟ୍ରୋଲରେ ମିଳିବ ଅତିରିକ୍ତ ୫ କିଲୋ ଚାଉଳ । ସରକାର ଘୋଷଣା କରୁଥିବା ମୁଣ୍ଡପିଛା ଅତିରିକ୍ତ ୫ କିଲୋ ଚାଉଳ କଣ୍ଟ୍ରୋଲରେ ଦିଆଯାଉଛି । ଏପ୍ରିଲ ମାସଠାରୁ ପିଛଲା ଭାବରେ…

ସ୍ଲୋଭାକିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ରୁଟି ଆଉ ଲୁଣ’ ଦେଇ ସ୍ୱାଗତ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବିଦେଶ ଗସ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଲୋଭାକିଆ ରାଜଧାନୀ ବ୍ରାଡିସ୍ଲାଭାରେ ପହଞ୍ଚିଛନ୍ତି । ହୋଟେଲରେ ପହଞ୍ଚିବା ପରେ ମୋଦୀ – ମୋଦୀ ଏବଂ ଭାରତ ମାତା କି ଜୟ ଧ୍ୱନି ସହିତ ପ୍ରବାସୀ ଭାରତୀୟମାନେ ସ୍ୱାଭାବିକ…

ଆସିଲା ମୋଦୀଙ୍କ ଓଡିଶା ଗସ୍ତ ସୂଚୀ

ଭୁବନେଶ୍ୱର: ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ତା ପୂର୍ବରୁ ଆସିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିନିକିଆ ଓଡିଶା ଗସ୍ତ ସୂଚୀ । ୨୦ ତାରିଖ ପୂର୍ବାହ୍ନ ୧୧ଟା ୫ରେ ପାହାଡପୁର ହେଲିପ୍ୟାଡରେ ଓହ୍ଲାଇବେ । ୧୧ଟା ୧୫ରେ ଗୋଷାଣୀ ପୀଠରେ ପହଞ୍ଚିବେ…

ୟୁନିଫର୍ମ ବଦଳାଇଲା ଭାରତୀୟ ସେନା

ନୁଆଦିଲ୍ଲୀ: ଭାରତୀୟ ସେନା ତାର ୟୁନିଫର୍ମ ବଦଳାଇବାକୁ ଯାଉଛି । ଏହା ସହିତ କିଛି ନୂଆ ନିୟମ ଆଣି ବଡ଼ ଐତିହାସିକ ପରିବର୍ତ୍ତନ କରିଛି । ନୂଆ ନିୟମ ଅନୁଯାୟୀ, ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଏହେ ଫୁଲ୍ ବେକ ବଣ୍ଡି ଜ୍ୟାକେଟ୍ ପିନ୍ଧିବାକୁ…

ପ୍ରଥମ ରଜରେ ବିଶ୍ଵ ଓଡ଼ିଆ ପରିବାର,ଦୋଳିରେ ଝୁଲିଲେ ବାଚସ୍ପତି

ଭୁବନେଶ୍ୱର: ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ,ରାଜ୍ୟ ସଂଗ୍ରହାଳୟ ଠାରେ ଏକ,ଭବ୍ୟ ଦିବ୍ୟ ରଜ ମହୋତ୍ସବ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି ,ଏହି କାର୍ଯକ୍ରମ ରେ ଉଦ୍ଘାଟକ ଓଡ଼ିଶା ବିଧାନ ସଭା ର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଯୋଗ ଦେଇ…

ସାନି NEET UG ପାଇଁ ଆସିଲା ଆଡମିଟ କାର୍ଡ

ଭୁବନେଶ୍ଵର : ଜାତୀୟ ସ୍ତରର ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET-UG (ରି-ଏଗ୍ଜାମ୍) ପାଇଁ ଅପେକ୍ଷାରେ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ସାନି NEET UG ପାଇଁ ଆସିଲା ଆଡମିଟ କାର୍ଡ । NTA ୱେବସାଇଟରେ ଜୁନ ୨୧ ପରୀକ୍ଷା ପାଇଁ…

ଆଜିର ସମ୍ପୂର୍ଣ୍ଣ ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜ୍: ଆଜିର ସମ୍ପୂର୍ଣ୍ଣ ୧୨ ରାଶିଫଳ (୧୫ ଜୁନ୍, ୨୦୨୬) ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ସେନେଇ ସବିଶେଷ ରାଶିଫଳ ନିମ୍ନରେ ପ୍ରଦାନ କରାଗଲା: ରାଶି ଫଳାଫଳ ଶୁଭ ସଂଖ୍ୟା ଶୁଭ ରଙ୍ଗ ଶୁଭ ସମୟ…

ଅନୁଗୋଳର ବିଭିନ୍ନ ସ୍ଥାନରେ ଉତ୍ସାହର ସହ ପାଳିତ ହେଲା ରଜ ମହୋତ୍ସବ

ଅନୁଗୋଳର ବିଭିନ୍ନ ସ୍ଥାନରେ ଉତ୍ସାହର ସହ ପାଳିତ ହେଲା ରଜ ମହୋତ୍ସବ ଅନୁଗୋଳ, ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନ୍ୟତମ ଗଣପର୍ବ ରଜ ଅବସରରେ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ ଉତ୍ସାହ ଓ ଆଡ଼ମ୍ବରର ସହ ପାଳିତ ହୋଇଛି।…