ଜାତୀୟ ରାଜପଥରେ ୫୨୦ରେ ହୁତୁହୂତୁ ହୋଇ ଜଳିଗଲା ଟ୍ରକ୍।
ଜାତୀୟ ରାଜପଥରେ ୫୨୦ରେ ହୁତୁହୂତୁ ହୋଇ ଜଳିଗଲା ଟ୍ରକ୍। କେନ୍ଦୁଝର ଜିଲ୍ଲାର ୫୨୦ନମ୍ବର୍ ଜାତୀୟ ରାଜପଥରେ ହୁହୁ ହୋଇ ହୋଇ ଜଳିଗଲା ଠିଆ ହୋଇଥିବା ଲୁହାପଥର ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର୍ । କେନ୍ଦୁଝର ଜିଲ୍ଲା ଚମ୍ପୁଆଥାନା ଅନ୍ତର୍ଗତ…
