Month: July 2026

ତାଳଚେର ର ବିକାଶ ଓ ସମସ୍ୟା ନେଇ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର

ତାଳଚେର ର ବିକାଶ ଓ ସମସ୍ୟା ନେଇ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ରତାଳଚେର, ୦୪/୦୭ ତାଳଚେର ର ସାମଗ୍ରୀକ ବିକାଶ ଓ ବିଭିନ୍ନ ଉର୍ଣ୍ଣତି ମୂଳକ କାର୍ଯ୍ୟ ପାଇଁ ତାଳଚେର ପୌର ପରିଷଦ ର ନଗର ପାଳ ପବିତ୍ର ଭୂତିଆ…

ଜିଏନଏମ ଟ୍ରେନିଂ ସ୍କୁଲରେ ନାମ ଲେଖା ଅନୁମୋଦନ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ଜିଏନଏମ ଟ୍ରେନିଂ ସ୍କୁଲରେ ନାମ ଲେଖା ଅନୁମୋଦନ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ତାଳଚେର,୪/୭: ତାଳଚେରବଏନ.ଏସ.ସି.ଏଚ ହସ୍ପିଟାଲ ସ୍ଥିତ ଜିଏନଏମ ଟ୍ରେନିଂ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ନାମ ଲେଖା ପାଇଁ ଅନୁମୋଦନ ନେଇ ତାଳଚେର ଜନ ବିକାଶ କଲ୍ୟାଣ ସଙ୍ଘ ଏବଂ…

ଅଜଣା ଗାଡ଼ି ଧକ୍କାରେ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ ର ପରିଚୟ ମିଳିଲା

ଅଜଣା ଗାଡ଼ି ଧକ୍କାରେ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ ର ପରିଚୟ ମିଳିଲା ବାଲିଗୁଡା, ତା, ୦୪/୦୭:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟସ୍ଥ ୫୯ ନଂ ଜାତୀୟ ରାଜପଥ ଖଡ଼ଗ ନଦୀ ପୋଲ ଉପରେ…

ସତିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭଟଲିରେ ୭୭ ତମ ବନମହୋତ୍ସବ ପାଳିତ

*ସତିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭଟଲିରେ ୭୭ ତମ ବନମହୋତ୍ସବ ପାଳିତ * ଭଟଲି (ଅଭିମନ୍ୟୁ ପଧାନ ):- ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ସତିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଭଟଲିରେ ୭୭ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ…

ଆଇ. ଆଇ ୱା. ଡି ଦ୍ୱାରା ବିଶ୍ୱ ପରିବେଶ ଦିବସ ଓ ବୃକ୍ଷ ରୋପଣ ସମlପନ

ଆଇ. ଆଇ ୱା. ଡି ଦ୍ୱାରା ବିଶ୍ୱ ପରିବେଶ ଦିବସ ଓ ବୃକ୍ଷ ରୋପଣ ସମlପନଅଦ୍ୟ ତା 4.7.26 ରିଖ ଶନିବାର ଦିବା 11 ଘଟିକା ସମୟରେ ଇନ୍ଦିପୁର ସଛୀଦାନନ୍ଦ ଉଚ୍ଚ ମlଧ୍ୟମିକ ବିଦ୍ୟାଳୟ ରେ ବିଶ୍ୱ ଯୁବ କେନ୍ଦ୍ର ନୂଆଦିଲ୍ଲୀ,…

ବିକାଶ ପଥେ ପାଣିକୋଇଲି ଗ୍ରାମପଂଚାୟତ

ବିକାଶ ପଥେ ପାଣିକୋଇଲି ଗ୍ରାମପଂଚାୟତକୋରେଇ ବିଧାୟକଙ୍କ ଦ୍ୱାରା ପାଣିକୋଇଲି ଗ୍ରାମପଂଚାୟତର ୬୩ ଗୋଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ କୋରେଇ, ୦୩/୦୭ : ଶୁକ୍ରବାର କୋରେଇ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ଯାଜପୁର ଜିଲ୍ଲା ଯୋଜନା…

ଅଜଣା ଗାଡ଼ି ଧକ୍କାରେ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ

ଅଜଣା ଗାଡ଼ି ଧକ୍କାରେ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ ବାଲିଗୁଡା, ତା, ୦୪/୦୭:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟସ୍ଥ ୫୯ ନଂ ଜାତୀୟ ରାଜପଥ ଖଡ଼ଗ ନଦୀ ପୋଲ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବିଦ୍ୟୁତ ଅଭାବରେ ଶିଶୁଙ୍କର ଦୁଖ: ସମସ୍ୟା

ବିଦ୍ୟୁତ ଅଭାବରେ ଶିଶୁଙ୍କର ଦୁଖ: ସମସ୍ୟା ଅଙ୍କଡିହି, ମହଦାତା୦୩.୦୭. ୨୦୨୬ମ:ଦୀର୍ଘ ଦେଢମାସ ହେବ ଜମନକିରା ବ୍ଲକ୍ ମହଦାଗ୍ରାମ ପଞ୍ଚାୟତ ଅଧୀନସ୍ଥଅଙ୍କଡିହି ଗ୍ରାମ ର ସ୍କୁଲପଡାର ଟ୍ରାନ୍ସଫର୍ମର ଟିଚୋରୀ ହୋଇଯାଇଛି ।ଏ ବାବଦରେ ଲଇଡା ବିଦ୍ୟୁତ୍ ସବ୍ ଷ୍ଟେସନ୍ ରବିଭାଗୀୟ ଯନ୍ତ୍ରୀଂକୁ ଲେଖିଜଣେଇଛୁ।…

ଦଧିବାମନ ମହାପ୍ରଭୁ ଙ୍କୁ ଲିଗିହେଲା ତ୍ରିଫଳା ପାଞ୍ଚନ

ଦଧିବାମନ ମହାପ୍ରଭୁ ଙ୍କୁ ଲିଗିହେଲା ତ୍ରିଫଳା ପାଞ୍ଚନ ଭଟଲି (ଅଭିମନ୍ୟୁ ପଧାନ ): ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭଟଲିରେ ଶ୍ରୀ ଦଧିବାମନ ମହାପ୍ରଭୁ ସ୍ନାନପୂର୍ଣ୍ଣିମା ଦିନ ସ୍ନାନ କରିବା ପରେ ଅଣସର ପିଣ୍ଡିକୁ ଯିବା ବେଳେ ଦକ୍ଷିଣାଭିମୁଖୀ ହେଲା ସମୟରେ ବିଭୀଷଣ…

ରାଜରାସ୍ତାରେ ଲୁଟ୍ ଅଭିଯୋଗରେ ଦୁଇଗିରଫ ଓ ଦୁଇଜଣ ଫେରାର

ରାଜରାସ୍ତାରେ ଲୁଟ୍ ଅଭିଯୋଗରେ ଦୁଇଗିରଫ ଓ ଦୁଇଜଣ ଫେରାର। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ଦିନକୁ ଦିନ ବୃଦ୍ଧି ପାଉଛି ଅପରାଧ। ରାଜରାସ୍ତାରେ ଲୋକଙ୍କୁ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଦେଖାଇ କରୁଛନ୍ତି ଲୁଟ୍। ସେହିଭଳି ଏକ ଲୁଟ୍ ଘଟଣାରେ ଦୁଇଜଣଙ୍କୁ ଗିରଫ…

You missed