Month: August 2026

ରଜ ମହୋତ୍ସବ ଏବଂ ଖରସ୍ରୋତା ପୁସ୍ତକ ମେଳା କମିଟି ପକ୍ଷରୁ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ରିଲିଫ ବଣ୍ଟନ କଲେ

ରଜ ମହୋତ୍ସବ ଏବଂ ଖରସ୍ରୋତା ପୁସ୍ତକ ମେଳା କମିଟି ପକ୍ଷରୁ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ରିଲିଫ ବଣ୍ଟନ କଲେ ଯାଜପୁର __ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର ଗୁଣ୍ଟୁରିପଡା ଏବଂ ରାଜକନିକା ବ୍ଲକ ଅନ୍ତର୍ଗତ ପ୍ରଦନପଡା…

ବିଦ୍ୟୁତ୍‌ ଫାଶରେ ମାଈ ହାତୀର ମୃତ୍ୟୁ, ଜଣେ ଅଟକ

ବିଦ୍ୟୁତ୍‌ ଫାଶରେ ମାଈ ହାତୀର ମୃତ୍ୟୁ, ଜଣେ ଅଟକ ଢେଙ୍କାନାଳ: ବିଦ୍ୟୁତ୍‌ଚାଳିତ ବାଡ଼ ହେଲା ମାଈ ହାତୀର ମୃତ୍ୟୁର କାରଣ। ଢେଙ୍କାନାଳ ବନଖଣ୍ଡ ଅଧୀନ ସଦାଙ୍ଗୀ ରେଞ୍ଜର ସୀମାନ୍ତପୁର ଗାଁ ନିକଟ ବେଗା ସଂରକ୍ଷିତ ଜଙ୍ଗଲ (RF) ପାଖ ପାଚିଲା ଧାନ…

ମହାକାଶ କ୍ଷେତ୍ରରେ ଓଡ଼ିଶାର ନୂଆ ପଦକ୍ଷେପ: ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପାଇଁ କେନ୍ଦ୍ର ସହ ଆଲୋଚନା

ମହାକାଶ କ୍ଷେତ୍ରରେ ଓଡ଼ିଶାର ନୂଆ ପଦକ୍ଷେପ: ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପାଇଁ କେନ୍ଦ୍ର ସହ ଆଲୋଚନା ଭୁବନେଶ୍ୱର: ମହାକାଶ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଓଡ଼ିଶାକୁ ଆହୁରି ଆଗକୁ ନେବା ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଉଛନ୍ତି। ରାଜ୍ୟରେ ଉପଗ୍ରହ…

ମାଉଣ୍ଟ ୟୁନାମ ବିଜୟିନୀ ଓଡ଼ିଆ ମହିଳା ପର୍ବତାରୋହୀଙ୍କୁ ରାଜ୍ୟପାଳଙ୍କ ଅଭିନନ୍ଦନ

ମାଉଣ୍ଟ ୟୁନାମ ବିଜୟିନୀ ଓଡ଼ିଆ ମହିଳା ପର୍ବତାରୋହୀଙ୍କୁ ରାଜ୍ୟପାଳଙ୍କ ଅଭିନନ୍ଦନ ଭୁବନେଶ୍ୱର: ହିମାଚଳ ପ୍ରଦେଶର ୬,୧୧୧ ମିଟର ଉଚ୍ଚ ମାଉଣ୍ଟ ୟୁନାମ ଶୃଙ୍ଗ ଆରୋହଣ କରି ଓଡ଼ିଶାର ଗୌରବ ବଢ଼ାଇଥିବା ମହିଳା ପର୍ବତାରୋହୀ ଦଳ ସୋମବାର ଲୋକଭବନରେ ରାଜ୍ୟପାଳ ଡ. ହରି…

ବିଦ୍ରୋହୀ ଶିବିର ଛାଡ଼ି ମମତାଙ୍କ ପାଖକୁ ଫେରିଲେ କସେମ ସିଦ୍ଦିକି

ବିଦ୍ରୋହୀ ଶିବିର ଛାଡ଼ି ମମତାଙ୍କ ପାଖକୁ ଫେରିଲେ କସେମ ସିଦ୍ଦିକି କୋଲକାତା: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଆଭ୍ୟନ୍ତରୀଣ ରାଜନୀତିରେ ପୁଣି ନୂଆ ମୋଡ଼। ବିରୋଧୀ ନେତା ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହେବାର କିଛି ଦିନ ପରେ ଅମଡଙ୍ଗାର…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୁଜ୍ — ଆଜିର ରାଶିଫଳ | ୨୫ ଅଗଷ୍ଟ ୨୦୨୬ ♈ ମେଷ ଶୁଭ ଫଳାଫଳ: କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତି ସୁଧୁରିବ।ଶୁଭ ସଂଖ୍ୟା: ୯ | ଶୁଭ ରଙ୍ଗ: ଲାଲ | ଶୁଭ ସମୟ:…

ଜେସିଆଇ ପକ୍ଷରୁ ବୁଡ଼ି ଅଂଚଳକୁ ୫ଟ୍ରିପ ରିଲିଫ ପ୍ରଦାନତାଳଚେର ଉପଜିଲ୍ଳାପାଳ ଆଶିଷରଞ୍ଜନ ସାହୁ ପତାକା ଦେଖାଇ କଲେ ଉଦଘାଟନ

ଜେସିଆଇ ପକ୍ଷରୁ ବୁଡ଼ି ଅଂଚଳକୁ ୫ଟ୍ରିପ ରିଲିଫ ପ୍ରଦାନତାଳଚେର ଉପଜିଲ୍ଳାପାଳ ଆଶିଷରଞ୍ଜନ ସାହୁ ପତାକା ଦେଖାଇ କଲେ ଉଦଘାଟନ଼ତାଳଚେର, ୨୪/୦୮ ଲଘୁଚା ଚାପଜନିତ ବର୍ଷାର ପ୍ରକୋପ ଆଜକୁ ୧ମାସ ହେବ ଲାଗି ରହିଥିବାରୁ ନଦୀନାଳ ପରିପୂର୍ଣ୍ଣ ହେବା ସହିତ ଗାଁଘରେ, ରାସ୍ତାଘାଟରେ…

ଖାଉଟି ଏବେ ସିନ୍ଥେଟିକ୍ ପନିରକୁ ନେଇ ଚିନ୍ତାରେ

ଖାଉଟି ଏବେ ସିନ୍ଥେଟିକ୍ ପନିରକୁ ନେଇ ଚିନ୍ତାରେ଼ତାଳଚେର, ୨୪/୦୮ ବଜାରରେ ଏବେ ସିନ୍ଥେଟିକ୍ ପନିର ଓ ମିଠା ଚାହିଦା ବିକ୍ରି ନେଇ ଚିନ୍ତା ବଢ଼ିଛି । ଅସଲି ପନିର ଭଳି ଦେଖାଯାଉଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟପାଇଁ କେତେ କ୍ଷତିକାରକ ତାହା କିଏବା…

ସୁରକ୍ଷିତ ଶୈଶବ, ଯୌନ ନିର୍ଯ୍ୟାତନା ଏବଂ ଶିଶୁ ଅଧିକାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ସୁରକ୍ଷିତ ଶୈଶବ, ଯୌନ ନିର୍ଯ୍ୟାତନା ଏବଂ ଶିଶୁ ଅଧିକାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ଼ତାଳଚେର, ୨୪/୦୮ ସ୍ୱେଚ୍ଛାସେବୀ ସଂଗଠନ ସୋସିଆଲ ଡ଼େଭଲୋମେଂଟ ଫାଉଣ୍ଡେସନ୍ ଏବଂ ଡ଼ିଏଭି ବାଳିକା ସ୍କୁଲ ଜଗନ୍ନାଥ ତାଳଚେର ପକ୍ଷରୁ ସ୍କୁଲ ତଥା କାର୍ଯ୍ୟକ୍ଷେତ୍ରରେ ଅଶାଳୀନ ବ୍ୟବହାର ସମ୍ପର୍କିତ ସଚେତନତା…

ଏନଟିପିସି ତାଳଚେର ଥର୍ମାଲ ପକ୍ଷରୁ ବୁଟକ୍ୟାମ୍ପ ଆୟୋଜନ

ଏନଟିପିସି ତାଳଚେର ଥର୍ମାଲ ପକ୍ଷରୁ ବୁଟକ୍ୟାମ୍ପ ଆୟୋଜନ଼ତାଳଚେର, ୨୪/୦୮ ଏନଟିପିସି ତାଳଚେର ଥର୍ମାଲ ଇଡ଼ି/ଏଚଓପି ବିଜୟ ଚାନ୍ଦଙ୍କ ଦ୍ୱାରା ଜିଏମ ପ୍ରୋଜେକ୍ଟ, ଜିଏମ ରକ୍ଷଣବେକ୍ଷଣ ଏବଂ ସମସ୍ତ ଉଚ୍ଚ ଅଧିକାରୀ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ୨୦୨୬ ମସିହା ୨୧ରୁ ୨୨…

You missed