Month: August 2026

ଅଗଷ୍ଟ ୩୧ରୁ ରତ୍ନଭଣ୍ଡାର ଗଣତିମଣତି: ନିର୍ଦ୍ଧାରିତ ସମୟରେ ବନ୍ଦ ରହିବ ଭିତର କାଠ ଦର୍ଶନ

ଅଗଷ୍ଟ ୩୧ରୁ ରତ୍ନଭଣ୍ଡାର ଗଣତିମଣତି: ନିର୍ଦ୍ଧାରିତ ସମୟରେ ବନ୍ଦ ରହିବ ଭିତର କାଠ ଦର୍ଶନ ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତିମଣତି ଆସନ୍ତା ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ କରାଯିବ। ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣୀ…

କାନାଡାକୁ ଆମେରିକାର ବଡ଼ ଝଟକା: ୨୦ ବିଲିୟନ ଡଲାର ସାମଗ୍ରୀ ଉପରେ ୫୦% ଟାରିଫ୍

କାନାଡାକୁ ଆମେରିକାର ବଡ଼ ଝଟକା: ୨୦ ବିଲିୟନ ଡଲାର ସାମଗ୍ରୀ ଉପରେ ୫୦% ଟାରିଫ୍ ୱାଶିଂଟନ: ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟିକ ବିବାଦ ଏବେ ଆହୁରି ତୀବ୍ର ହୋଇଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ଶେଷ ପର୍ଯ୍ୟାୟର ଆଲୋଚନା ବିଫଳ…

ଅମରାବତୀ ହସ୍ପିଟାଲର NICUରେ ଭୟାବହ ଅଗ୍ନିକାଣ୍ଡ: ୩ ନବଜାତଙ୍କ ମୃତ୍ୟୁ, ୬ ଗୁରୁତର

ଅମରାବତୀ ହସ୍ପିଟାଲର NICUରେ ଭୟାବହ ଅଗ୍ନିକାଣ୍ଡ: ୩ ନବଜାତଙ୍କ ମୃତ୍ୟୁ, ୬ ଗୁରୁତର ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅମରାବତୀରେ ଏକ ସରକାରୀ ହସ୍ପିଟାଲରେ ଘଟିଛି ହୃଦୟବିଦାରକ ଅଗ୍ନିକାଣ୍ଡ। ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲର ତୃତୀୟ ମହଲାରେ ଥିବା ନିଓନାଟାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍‌…

ଶେଷ ସୋମବାରରେ ଜଳଲାଗି ପାଇଁ ଶିବ ମନ୍ଦିରମାନଙ୍କୁ ଛୁଟିଲେ ଲକ୍ଷ ଲକ୍ଷ ଭକ୍ତ

ଶେଷ ସୋମବାରରେ ଜଳଲାଗି ପାଇଁ ଶିବ ମନ୍ଦିରମାନଙ୍କୁ ଛୁଟିଲେ ଲକ୍ଷ ଲକ୍ଷ ଭକ୍ତ ଭୁବନେଶ୍ୱର: ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଅବସରରେ ସୋମବାର ରାଜ୍ୟର ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି। ଭୋରୁ ଶିବାଳୟଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି…

ଗିନିରେ ଭୟଙ୍କର ଭୂସ୍ଖଳନ: ଅଳିଆ ଗଦା ତଳେ ପୋତି ହୋଇ ୩୦ ମୃତ, ଅନେକ ନିଖୋଜ

ଗିନିରେ ଭୟଙ୍କର ଭୂସ୍ଖଳନ: ଅଳିଆ ଗଦା ତଳେ ପୋତି ହୋଇ ୩୦ ମୃତ, ଅନେକ ନିଖୋଜ ନୂଆଦିଲ୍ଲୀ: ଗିନିର ରାଜଧାନୀ କୋନାକ୍ରିରେ ପ୍ରବଳ ବର୍ଷା ପରେ ଘଟିଛି ଭୟଙ୍କର ଭୂସ୍ଖଳନ। ସହରର ସବୁଠାରୁ ବଡ଼ ଲ୍ୟାଣ୍ଡଫିଲ୍‌ ଦାର୍ ଏସ୍‌ ସଲାମରେ ଅଳିଆ…

ଶ୍ରୀଜଗନ୍ନାଥ ସଂକୀର୍ତ୍ତନ ଲୋକକଳାର ସାଙ୍ଗଠନିକ ବୈଠକ

ଶ୍ରୀଜଗନ୍ନାଥ ସଂକୀର୍ତ୍ତନ ଲୋକକଳାର ସାଙ୍ଗଠନିକ ବୈଠକ ଭବାନୀପାଟଣା, ୨୩/୮/୨୦୨୬:କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥ ସଂକୀର୍ତ୍ତନ ଲୋକକଳା ଆନୁକୂଲ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ରାଜ୍ୟ ଲୋକକଳା ମହାସଂଘର ସଭାପତି ଡ. କରୁଣାକର ପ୍ରଧାନ, ରାଜ୍ୟ ସମ୍ପାଦକ…

ଯାଜପୁର ଠାରେ ଡିଜିଟାଲ ସାମ୍ବାଦିକତାର ଦିଗ୍‌ଦର୍ଶନ ଦେଲା ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରଶିକ୍ଷଣ ଶିବିର

ଯାଜପୁର ଠାରେ ଡିଜିଟାଲ ସାମ୍ବାଦିକତାର ଦିଗ୍‌ଦର୍ଶନ ଦେଲା ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରଶିକ୍ଷଣ ଶିବିରଯାଜପୁର : ୨୩/୮: ଡିଜିଟାଲ ଯୁଗରେ ସାମ୍ବାଦିକତାର ଦାୟିତ୍ୱ, ସତ୍ୟନିଷ୍ଠା ଓ ନିର୍ଭରଯୋଗ୍ୟ ସମ୍ବାଦ ପରିବେଷଣକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଡିଜିଟାଲ ମିଡିଆ…

ବର୍ଷାର ବିଭୀଷିକା,ଅସ୍ତବ୍ୟସ୍ତ ହୋଇପଡ଼ିଛି ଖଣିଅଞ୍ଚଳ ବାସୀଙ୍କ ଜୀବନ

ବର୍ଷାର ବିଭୀଷିକା,ଅସ୍ତବ୍ୟସ୍ତ ହୋଇପଡ଼ିଛି ଖଣିଅଞ୍ଚଳ ବାସୀଙ୍କ ଜୀବନ। କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଲଗାଣ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଥିବା ପରିଲକ୍ଷିତ…

ଲଗାଣ ବର୍ଷାର କରାଳରୂପ ଜାତୀୟ ରାଜପଥରେ ଖସିଲା ମାଟିଅତଡା ଯାତାୟତ ବାଧାପ୍ରାପ୍ତ

ଲଗାଣ ବର୍ଷାର କରାଳରୂପ ଜାତୀୟ ରାଜପଥରେ ଖସିଲା ମାଟିଅତଡା ଯାତାୟତ ବାଧାପ୍ରାପ୍ତ। କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି, ମାଟି ଅତଡା ଖସି ଜାତୀୟ ରାଜପଥ ଉପରେ ମାଟି ଜମା ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। କେନ୍ଦୁଝର ଜିଲ୍ଲାର…

ୟୁନିଅନ ଫର କଟକ ସଦର ଡେଭଲପମେଣ୍ଟ ଦ୍ୱାରା ସ୍ୱାସ୍ଥ୍ୟ ଶିବିର

ୟୁନିଅନ ଫର କଟକ ସଦର ଡେଭଲପମେଣ୍ଟ ଦ୍ୱାରା ସ୍ୱାସ୍ଥ୍ୟ ଶିବିର କଟକ କଳପଡl କଲ୍ୟାଣ ମଣ୍ଡପ ଠାରେ ୟୁନିଅନ ଫର କଟକ ସଦର ଡେଭଲପମେଣ୍ଟ ଦ୍ୱାରା ଉତ୍କଳ ହସ୍ପିଟାଲ ସହଯୋଗରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି, ବିଶିଷ୍ଟ ସମାଜ…

You missed