Month: August 2026

ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ପରିସରରେ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ପରିସରରେ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ତାଳଚେର :୦୮/୦୮/୨୦୨୬ଜୀବଜଗତ ପାଇଁ ପ୍ରକୃତିର ଦାନ ଅତୁଳନୀୟ, ସେଥିମଧ୍ୟରୁ ବୃକ୍ଷରାଜି ସମସ୍ତଙ୍କର ତ୍ରାଣକର୍ତ୍ତା ଭାବରେ ଉଭାହୋଇଛି। ବିଶେଷକରି ମନୁଷ୍ୟ ଓ ପଶୁ ସମାଜ ତିଷ୍ଠି ରହିବା ପାଇଁ ଯାହା…

ଶିଶୁ ମନ୍ଦିରରେ ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ଶିଶୁ ମନ୍ଦିରରେ ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାତାଳଚେର, ୦୮/୦୮ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ତାଳଚେର ସଙ୍କୁଳ ସଂଯୋଜକ ତଥା ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ…

ଚିତ୍ରକୂଟ୍ଟ ମନ୍ଦିର ସମ୍ମୁଖ ଡ଼୍ରେନ ଭାଙ୍ଗି ଚୁରମାର୍ : ପୌରକାର୍ଯ୍ୟାଳୟର ନାହିଁ ନିଘା

ଚିତ୍ରକୂଟ୍ଟ ମନ୍ଦିର ସମ୍ମୁଖ ଡ଼୍ରେନ ଭାଙ୍ଗି ଚୁରମାର୍ : ପୌରକାର୍ଯ୍ୟାଳୟର ନାହିଁ ନିଘାତାଳଚେର, ୦୮/୦୮ ତାଳଚେର ପୌରପରିଷଦ କାର୍ଯ୍ୟାଳୟ ଠାରୁ ମାତ୍ର ୫ଶହ ମିଟରରେ ଦୂରରେ ରହିଥିବା ଚିତ୍ରକୂଟ୍ଟ ଗଣେଶମନ୍ଦିର ସମ୍ମୁଖ ରାସ୍ତାରେ ରହିଥିବା ବସ୍ତିର ଘରକଡ଼କୁ ଲାଗି ଏକ ଡ଼୍ରେନ…

ବର୍ଷାରେ ଭିଜୁଛି ତାଳଚେର

ବର୍ଷାରେ ଭିଜୁଛି ତାଳଚେରତାଳଚେର, ୦୮/୦୮ ବିଭିନ୍ନ ସୋସିଆଲ ମିଡ଼ିଆରେ ୨ରୁ ତିନିଦିନ ବର୍ଷା ହେବାର ଖବର ଭାଇରାଲ ହେଉଥିବା ବେଳେ ତାଳଚେର ଅଂଚଳରେ ଶନିବାର ଅପରାହ୍ଣ ୩.୩୦ମିନିଟ୍ ସମୟରେ ବର୍ଷା ହୋଇଥିବା ଦେଖାଯାଇଥିଲା । ପ୍ରାୟ ୨ଘଂଟା କାଳ ବର୍ଷା ହେବାପରେ…

ବିଏମ୍‌ଡବ୍ଲ୍ୟୁ କାର୍‌ରେ ଧଳାଜହର କାରବାର, ୩ ଗିରଫ

ବିଏମ୍‌ଡବ୍ଲ୍ୟୁ କାର୍‌ରେ ଧଳାଜହର କାରବାର, ୩ ଗିରଫ ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ ଦାମୀ BMW କାର୍‌ରେ ଚାଲିଥିଲା ଧଳାଜହର କାରବାର। ଗୁପ୍ତ ସୂଚନା ପାଇ ଚଢ଼ାଉ କରି ୧୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିବା ସହ ୩ ଜଣଙ୍କୁ…

ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଜୁନାଗଡ, (ବାଲେଶ୍ୱର ସୁନାନୀ)ଜୁନାଗଡ଼ ଠାରେ ଆସନ୍ତା ସ୍ୱାଧୀନତା ଦିବସ କୁ ସୁରୁଖୁରୁରେ ପାଳନ କରିବା ନିମନ୍ତେ ଆଜି ସ୍ଥାନୀୟ ଏନଏସି ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଏନଏସି ଅଧ୍ୟକ୍ଷା ହିମାଦ୍ରୀ ନାୟକ…

ଲଇତରା ଗ୍ରାମ ରାସ୍ତା ପାଳିଟିଛି ମରଣଯନ୍ତା ,ନିରବ ଦ୍ରଷ୍ଟ ସାଜିଛି ଜିଲ୍ଲା ପ୍ରଶାସନ

ଲଇତରା ଗ୍ରାମ ରାସ୍ତା ପାଳିଟିଛି ମରଣଯନ୍ତା ,ନିରବ ଦ୍ରଷ୍ଟ ସାଜିଛି ଜିଲ୍ଲା ପ୍ରଶାସନ ଭବାନୀପାଟଣା ତା. ୦୫/୦୮ (ଜାଗ୍ରତ ଭାରତ): ନେତା ମନ୍ତ୍ରୀ ଜିଲ୍ଲାର ବିକାଶର ବଡ଼ ବଡ଼ କଥା କହୁଥିବା ସମୟରେ ବାସ୍ତବ ଚିତ୍ର ଓଲଟା ଆଜି ବି କଳାହାଣ୍ଡି…

ରାଜ୍ୟସ୍ତରୀୟ ଜୁନିଅର ଆଥଲେଟିକ୍ସରେ ବିମଳା ପାଲଙ୍କୁ ରୌପ୍ୟ ପଦକ

ରାଜ୍ୟସ୍ତରୀୟ ଜୁନିଅର ଆଥଲେଟିକ୍ସରେ ବିମଳା ପାଲଙ୍କୁ ରୌପ୍ୟ ପଦକ ମ.ରାମପୁର,ତା୮।୮(ଜାଗ୍ରତ ଭାରତ) ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ରାଜ୍ୟବିଦ୍ୟାଳୟ ସ୍ତରୀୟ ୭୨ ତମ ଜୁନିଅର ଏଥେଲେଟିକ୍ସ ଚମ୍ପିୟାନସିପ୍ ଅନୁଷ୍ଠିତ ହୋଇଯାଇଛି। ମ. ରାମପୁର ଦୁର୍ଗା ମାଧବ ଉଚ୍ଚ ବିଦ୍ୟାପୀଠର ଛାତ୍ରୀ ଜାଭେଲିନ ଥ୍ରୋ…

ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କେଶେଇ ବାହାଲ ପଞ୍ଚାୟତ କେଶେଇ ବାହାଲ୍ ଗ୍ରାମର ଜଣେ ବିଶିଷ୍ଟ ପରିବେଶବିତ୍ ସମାଜ ସେବୀ କବି ପ୍ରତିଭା ରବିନ୍ଦ୍ର କୁମାର ଦାସ ଓ ତାଙ୍କ ଧର୍ମ ପତ୍ନୀ ବିଶିଷ୍ଟ କବିୟତ୍ରି ତୁଳସୀ ମଞ୍ଜରୀ ବହିଦାର ସହିତ ସାକ୍ଷାତକାର

ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କେଶେଇ ବାହାଲ ପଞ୍ଚାୟତ କେଶେଇ ବାହାଲ୍ ଗ୍ରାମର ଜଣେ ବିଶିଷ୍ଟ ପରିବେଶବିତ୍ ସମାଜ ସେବୀ କବି ପ୍ରତିଭା ରବିନ୍ଦ୍ର କୁମାର ଦାସ ଓ ତାଙ୍କ ଧର୍ମ ପତ୍ନୀ ବିଶିଷ୍ଟ କବିୟତ୍ରି ତୁଳସୀ ମଞ୍ଜରୀ ବହିଦାର ସହିତ…

ମୋରବିରେ ରହସ୍ୟମୟ ଘଟଣା! କୂଅର ପାଣିରେ ସମୁଦ୍ର ଭଳି ଉଠୁଛି ଲହରୀ

🌊 ମୋରବିରେ ରହସ୍ୟମୟ ଘଟଣା! କୂଅର ପାଣିରେ ସମୁଦ୍ର ଭଳି ଉଠୁଛି ଲହରୀ ଗୁଜରାଟ, ଅଗଷ୍ଟ ୮: ଗୁଜରାଟର ମୋରବି ଜିଲ୍ଲାର ଭିରପରଡା ଅଞ୍ଚଳରେ ଏକ ନୂଆଁ ନିର୍ମିତ କୂଅ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। କୂଅ ଭିତରେ ଥିବା ପାଣି…

You missed