ଚାଷ ଓ ଚାଷୀଙ୍କସମସ୍ୟା କୁ ନେଇ ସାମ୍ବାଦିକ ସମ୍ବିଳନୀ!ଏଗ୍ରିଷ୍ଟାକକୁ ବିରୋଧ
ଚାଷ ଓ ଚାଷୀଙ୍କସମସ୍ୟା କୁ ନେଇ ସାମ୍ବାଦିକ ସମ୍ବିଳନୀ!ଏଗ୍ରିଷ୍ଟାକକୁ ବିରୋଧ ବରଗଡ:୮/୮(ପବିତ୍ର ମେହେର) ଆଜି ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ତରଫରୁ ଅଗ୍ରଗାମୀ ଯୁବକ ସଂଘ ଠାରେ ଏକ ପ୍ରେସ ବାର୍ତ୍ତାର ଆଯୋଜନ କରାଯାଇଥିଲା। ଏହି ପ୍ରେସ ବାର୍ତ୍ତା ସମୟରେ ସଂଗଠନର…
