Month: August 2026

ପରଦାର ପ୍ରଭାବଶାଳୀ ଖଳନାୟକ ପ୍ରଦୀପ ରାୱତଙ୍କ ପରଲୋକ; ୭୪ ବର୍ଷ ବୟସରେ ଚିରବିଦାୟ

ପରଦାର ପ୍ରଭାବଶାଳୀ ଖଳନାୟକ ପ୍ରଦୀପ ରାୱତଙ୍କ ପରଲୋକ; ୭୪ ବର୍ଷ ବୟସରେ ଚିରବିଦାୟ ଭାରତୀୟ ସିନେମାରେ ନିଜର ଶକ୍ତିଶାଳୀ ଖଳନାୟକ ଚରିତ୍ର ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରଦୀପ ରାୱତଙ୍କ ୭୪ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ…

ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ ଘୋଷଣା; କୃଷି ଗବେଷଣାକୁ ମିଳିବ ନୂଆ ପ୍ରୋତ୍ସାହନ

ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ ଘୋଷଣା; କୃଷି ଗବେଷଣାକୁ ମିଳିବ ନୂଆ ପ୍ରୋତ୍ସାହନ ଭୁବନେଶ୍ୱର, ୫ ଅଗଷ୍ଟ: ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି।…

ବୀମା ନାହିଁ ତ ମିଳିବନି ପେଟ୍ରୋଲ! ସୁପ୍ରିମକୋର୍ଟଙ୍କ ପାଇଲଟ୍ ଯୋଜନା ପ୍ରସ୍ତାବ

ବୀମା ନାହିଁ ତ ମିଳିବନି ପେଟ୍ରୋଲ! ସୁପ୍ରିମକୋର୍ଟଙ୍କ ପାଇଲଟ୍ ଯୋଜନା ପ୍ରସ୍ତାବ ନୂଆଦିଲ୍ଲୀ, ୫ ଅଗଷ୍ଟ: ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ଠିକ୍ ସମୟରେ କ୍ଷତିପୂରଣ ମିଳିବା ଏବଂ ବୀମାହୀନ ଯାନ ଚଳାଚଳକୁ ରୋକିବା ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।…

ଶ୍ରାବଣରେ ଧବଳେଶ୍ୱରଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ଜଳାଭିଷେକ ପରେ ଦିଲ୍ଲୀ ଫେରିବେ

ଶ୍ରାବଣରେ ଧବଳେଶ୍ୱରଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ଜଳାଭିଷେକ ପରେ ଦିଲ୍ଲୀ ଫେରିବେ ବ୍ରହ୍ମପୁର, ୫ ଅଗଷ୍ଟ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ତିନିଦିନିଆ ଓଡ଼ିଶା ଗସ୍ତର ଆଜି ଶେଷ ଦିନ ଏବଂ ବ୍ରହ୍ମପୁର କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ। ଗତରାତିରେ…

ଆଜିର ରାଶିଫଳ

🌟 ଆଜିର ରାଶିଫଳ (୫ ଅଗଷ୍ଟ ୨୦୨୬, ବୁଧବାର) ♈ ମେଷ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ନୂତନ ଯୋଜନା ଆରମ୍ଭ ପାଇଁ ଦିନଟି ଭଲ। ପରିବାରରେ ଖୁସିର ପରିବେଶ ରହିବ।ଶୁଭ ଫଳାଫଳ: ଚାକିରି ଓ ବ୍ୟବସାୟରେ ଲାଭ।ଶୁଭ ସଂଖ୍ୟା: ୯ଶୁଭ ରଙ୍ଗ:…

୩ ଦିନ ବିତିଲା, ବ୍ରାହ୍ମଣୀ ନଦୀରୁ ନିଖୋଜ ଯୁବକ ଅଂଶୁମାନ ଗଡ଼ନାୟକଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳିଲାନି

ପ୍ରସ୍ତୁତ ଖବର: ୩ ଦିନ ବିତିଲା, ବ୍ରାହ୍ମଣୀ ନଦୀରୁ ନିଖୋଜ ଯୁବକ ଅଂଶୁମାନ ଗଡ଼ନାୟକଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳିଲାନି ତାଳଚେର, ୦୪ ଅଗଷ୍ଟ: ତାଳଚେର ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ୨୨ ବର୍ଷୀୟ ଯୁବକ ଅଂଶୁମାନ ଗଡ଼ନାୟକଙ୍କର ଘଟଣାକୁ…

ଅଚାନକ ବର୍ଷା ସହିତ ତୁହାକୁ ତୁହା ବିଜୁଳି

ଅଚାନକ ବର୍ଷା ସହିତ ତୁହାକୁ ତୁହା ବିଜୁଳିତାଳଚେର, ୦୪/୦୮ ଆଜି ଅପରାହ୍ଣରେ ସମୟରେ ଅଚାନକ ଆକାଶରେ କଳାବାଦ ଢ଼ାଙ୍କି ଆଣି ଅନ୍ଧାର କରିବା ସହିତ ଖୁବ ଯୋରରେ ବର୍ଷା ପକାଇବା ଆରମ୍ଭ କରିଦେଲା । ପ୍ରାୟ ୧ଘଂଟା ୪୪ମିନିଟ୍ ବର୍ଷା ହେବା…

୩ଦିନ ବିତିଯାଇଥିଲେ ମଧ୍ୟ ବ୍ରାହ୍ମଣୀ ନଦୀରୁ ନିଖୋଜ ଯୁବକଙ୍କ ପତା ମିଳିନାହିଁ

୩ଦିନ ବିତିଯାଇଥିଲେ ମଧ୍ୟ ବ୍ରାହ୍ମଣୀ ନଦୀରୁ ନିଖୋଜ ଯୁବକଙ୍କ ପତା ମିଳିନାହିଁତାଳଚେର, ୦୪/୦୮ ତାଳଚେର ବ୍ରାହ୍ମଣୀନଦୀରେ ତିନିଦିନ ପୂର୍ବରୁ ତାଳଚେର ବ୍ଲକ କଙ୍କିଳି ପଂଚାୟତ କାକୁଡ଼ି ଗ୍ରାମର ପଛପାଶ୍ୱର୍ରେ ରହିଥିବା ନଦୀକୁ ୨ଜଣ ଯୁବକ ଗାଧୋଇ ଯାଇଥିଲେ । ଦୁଇଜଣଙ୍କ ମଧ୍ୟରୁ…

ମହିଳାମଣ୍ଡଳ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟଶିବିର ଆୟୋଜନ

ମହିଳାମଣ୍ଡଳ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟଶିବିର ଆୟୋଜନତାଳଚେର, ୦୪/୦୮ ଏମସିଏଲ ହିଙ୍ଗୁଳା ଏରିଆ ପ୍ରତିଭା ମହିଳାମଣ୍ଡଳ ପକ୍ଷରୁ ଏକ ମାଗଣାସ୍ୱସ୍ଥ୍ୟସେବା ଶିବିର କର୍ଣ୍ଣପୁର ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ମହିଳା ମଣ୍ଡଳର ସଭାପତି ଅଶ୍ମିତା ଯୋଶୀଙ୍କ ନେତୃତ୍ୱରେ ଏହି ଶିବିରରେ…

ମିଡିଆ କ୍ଲବ୍ ପକ୍ଷରୁ ଓଡ଼ିଆ ସାମ୍ବାଦିକ ଦିବସ ପାଳିତ

ମିଡିଆ କ୍ଲବ୍ ପକ୍ଷରୁ ଓଡ଼ିଆ ସାମ୍ବାଦିକ ଦିବସ ପାଳିତ ଜୁନାଗଡ଼, ୦୪/୦୮(ବାଲେଶ୍ୱର ସୁନାନୀ ) ଜୁନାଗଡ଼ ଆର୍.ଏମ୍.ସି. କନଫରେନ୍ସ ହଲ୍‌ରେ ମିଡିଆ କ୍ଲବ୍ ପକ୍ଷରୁ ଓଡ଼ିଆ ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ଆଦିତ୍ୟ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ…

You missed