ପାରାଦୀପ ବନ୍ଦରର ନୂଆ ପରିଚୟ; ‘ମେଗା ପୋର୍ଟ’ ତାଲିକାରେ ଓଡ଼ିଶାର ଗୌରବ
ପାରାଦୀପ ବନ୍ଦରର ନୂଆ ପରିଚୟ; ‘ମେଗା ପୋର୍ଟ’ ତାଲିକାରେ ଓଡ଼ିଶାର ଗୌରବ ପାରାଦୀପ: ଓଡ଼ିଶାର ସାମୁଦ୍ରିକ ଅର୍ଥନୀତି ଓ ବନ୍ଦର ଭିତ୍ତିଭୂମି ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର। ନୂତନ ଭାରତୀୟ ବନ୍ଦର ଆଇନ, ୨୦୨୫ ଅଧୀନରେ ପାରାଦୀପ ବନ୍ଦରକୁ ‘ମେଗା…
