ଅଣ୍ଡା ଦରକୁ ନେଇ ବଡ଼ ଆଶ୍ୱାସନ: ଧୀରେଧୀରେ କମିବ ଦାମ, ବଢ଼ିବ ଉତ୍ପାଦନ
ଅଣ୍ଡା ଦରକୁ ନେଇ ବଡ଼ ଆଶ୍ୱାସନ: ଧୀରେଧୀରେ କମିବ ଦାମ, ବଢ଼ିବ ଉତ୍ପାଦନ ଭୁବନେଶ୍ୱର: ରାଜ୍ୟରେ ଅଣ୍ଡା ଦରକୁ ନେଇ ଗ୍ରାହକଙ୍କୁ ଆଶ୍ୱସ୍ତ କରିଛନ୍ତି ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଆଗାମୀ ଦିନରେ ଓଡ଼ିଶାରେ ଅଣ୍ଡା ଦର ଧୀରେଧୀରେ…
