ବିଜେପି ର ସେବା ଜ୍ୟୋତି ଯାତ୍ରା ଓ ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ
ସମ୍ବଲପୁର ଜିଲ୍ଳା (ତା -୭-୧୦-୨୦୨୬) ସମ୍ବଲପୁର କଲେଜ ପଡ଼ିଆରେ ବିଜେପି ର ସେବା ଜ୍ୟୋତି ଜାତ୍ରା ଓ ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଅଛି।ସମ୍ବଲପୁର ଜିଲ୍ଲା ରାମଚନ୍ଦ୍ର ମେହେର ଙ୍କ ସଭା ପତିତ୍ୱରେ ପାଲିତ ହୋଇଯାଇଛି। ବିଧାୟକ ଶ୍ରୀ ଜୟନାରାୟଣ…
