ଅନୁଗୋଳରେ ସିକଲ ସେଲ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ଅଭିଯାନର ଶୁଭାରମ୍ଭ – ଉପକୃତ ହେବେ ୧୭୦୦ରୁ ଉର୍ଦ୍ଧ୍ବ ସିକିଲ୍ ସେଲ୍ ରୋଗୀ
ଅନୁଗୋଳରେ ସିକଲ ସେଲ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ଅଭିଯାନର ଶୁଭାରମ୍ଭ – ଉପକୃତ ହେବେ ୧୭୦୦ରୁ ଉର୍ଦ୍ଧ୍ବ ସିକିଲ୍ ସେଲ୍ ରୋଗୀ ଅନୁଗୋଳ, ୦୫.୧୦ : ସିକଲ ସେଲ ରୋଗରେ ପୀଡ଼ିତ ରୋଗୀମାନଙ୍କୁ ଗୁରୁତର ସଂକ୍ରମଣରୁ ସୁରକ୍ଷା ଦେବା ଏବଂ…
