Month: October 2026

ସ୍ୱତନ୍ତ୍ର ଗ୍ରାମସଭା

ସ୍ୱତନ୍ତ୍ର ଗ୍ରାମସଭା ୨ ଅକ୍ଟୋବର ୨୦୨୬: ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଫୁଳପଡl, ସାନ୍ତରାପୁର ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଅଛି। ବାଲ୍ୟ ବିବାହ ମୁକ୍ତ ଗ୍ରାମ ପଞ୍ଚାୟତ କରିବା ସହ ଶିଶୁ ମାନଙ୍କର ସୁରକ୍ଷା,ଶିକ୍ଷା ଓ ଅଧିକାର ସୁନିଶ୍ଚିତ କରିବା ,ଯେକୌଣସି…

ସରକାରୀ ହାଇସ୍କୁଲ ବଡ଼ମାଳରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ସହ ଅନ୍ତର୍ଜାତୀୟ ଅହିଂସା ଦିବସ ପାଳିତ ପାଳିତ

*ସରକାରୀ ହାଇସ୍କୁଲ ବଡ଼ମାଳରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ସହ ଅନ୍ତର୍ଜାତୀୟ ଅହିଂସା ଦିବସ ପାଳିତ ପାଳିତ* ବରଗଡ:୨/୧୦(ପବିତ୍ର ମେହେର):ବରଗଡ ଜିଲ୍ଲା ଭଟଲି ବ୍ଲକ ଅଧୀନରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ମାଳରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ସହ “ଅନ୍ତର୍ଜାତୀୟ…

ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ 

ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ଅନୁଗୋଳ: ୨ ଅକ୍ଟୋବର ୨୦୨୬: ଅନୁଗୋଳ ବ୍ଲକ୍ ଅନ୍ତର୍ଗତ କାଙ୍ଗୁଲାବେନ୍ତପୁର ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଅଛି। ବାଲ୍ୟ ବିବାହ ମୁକ୍ତ ଗ୍ରାମ ପଞ୍ଚାୟତ କରିବା ସହ ଶିଶୁ ମାନଙ୍କର ସୁରକ୍ଷା,ଶିକ୍ଷା ଓ ଅଧିକାର ସୁନିଶ୍ଚିତ କରିବା…

ସ୍ୱତନ୍ତ୍ର ଗ୍ରାମସଭା ଓ ସଚେତନତା ରାଲି

ସ୍ୱତନ୍ତ୍ର ଗ୍ରାମସଭା ଓ ସଚେତନତା ରାଲି ବଇଣ୍ଡା, ୨ ଅକ୍ଟୋବର ୨୦୨୬:କିଶୋରନଗର ବ୍ଲକ୍ ଅନ୍ତର୍ଗତ ଗାଁ ବଇଣ୍ଡା ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଥିବାବେଳେ ଶିଶୁ ଶ୍ରମ ନିରୋଧ ଓ କିଶୋର ଶ୍ରମିକଙ୍କ ସୁରକ୍ଷା ନେଇ ଏକ ସଚେତନତାମୂଳକ ରାଲି ଆୟୋଜିତ…

ଜେବିଆର ହସ୍ପିଟାଲ ନାମରେ ଅଭିଯୋଗକୁ କର୍ତ୍ତୃପକ୍ଷଙ୍କ ଖଣ୍ଡନ

ଜେବିଆର ହସ୍ପିଟାଲ ନାମରେ ଅଭିଯୋଗକୁ କର୍ତ୍ତୃପକ୍ଷଙ୍କ ଖଣ୍ଡନ ତାଳଚେର, : ତାଳଚେରସ୍ଥିତ ଜେବିଆର ହସ୍ପିଟାଲରେ ଆୟୁଷ୍ମାନ କାର୍ଡ ମାଧ୍ୟମରେ ହେଉଥ‌ିବା ଅନିୟମିତତା ସଂକ୍ରାନ୍ତରେ ବିଧାନସଭାରେ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଅଭିଯୋଗ ଉଠାଇଥିଲେ। ବିଧାୟକଙ୍କ ଅଭିଯୋଗକୁ ହସ୍‌ପଟାଲ ପକ୍ଷରୁ ଖଣ୍ଡନ କରାଯାଇଛି।…

ଗାନ୍ଧୀ ଜୟନ୍ତୀରେ ଓସିସିଏଲ୍‌ ପକ୍ଷରୁ ୱାକାଥନ୍‌ ଆୟୋଜିତ • ‘ଆସନ୍ତାକାଲିର ଉନ୍ନତ ଭବିଷ୍ୟତ ପାଇଁ ଚାଲିବା’ ର ବାର୍ତ୍ତା ଦେଲା ପଦଯାତ୍ରା

ଗାନ୍ଧୀ ଜୟନ୍ତୀରେ ଓସିସିଏଲ୍‌ ପକ୍ଷରୁ ୱାକାଥନ୍‌ ଆୟୋଜିତ • ‘ଆସନ୍ତାକାଲିର ଉନ୍ନତ ଭବିଷ୍ୟତ ପାଇଁ ଚାଲିବା’ ର ବାର୍ତ୍ତା ଦେଲା ପଦଯାତ୍ରା ଭୁବନେଶ୍ୱର, ୨ ଅକ୍ଟୋବର ୨୦୨୬: ଗାନ୍ଧୀ ଜୟନ୍ତୀ ଅବସରରେ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍‌ (ଓସିସିଏଲ୍‌) ପକ୍ଷରୁ ଆଜି…

‘ସୁଜଳ’ ଅଭିଯାନର ଶୁଭାରମ୍ଭ କଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

‘ସୁଜଳ’ ଅଭିଯାନର ଶୁଭାରମ୍ଭ କଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଅକ୍ଟୋବର ୨ରୁ ୧୬ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଅଭିଯାନ ଭୁବନେଶ୍ୱର, ଅକ୍ଟୋବର ୨, ୨୦୨୬: ଜଳ ସଂରକ୍ଷଣ, ନିରାପଦ ପାନୀୟ ଜଳର ବ୍ୟବହାର ଏବଂ ଜଳବାହିତ ରୋଗର ପ୍ରତିରୋଧ…

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଜାତିର ଜନକ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଜାତିର ଜନକ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ଗାନ୍ଧୀଜୀଙ୍କ ଆଦର୍ଶରେ ଆମେ ସ୍ୱଦେଶୀ, ସ୍ୱଚ୍ଛତା ପଥରେ ଅଗ୍ରସର ହେଉଛୁ, ଶେଷ ଧାଡ଼ିର ଲୋକଙ୍କୁ ସେବା…

ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ

ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ । ​ଅନୁଗୋଳ, ତା. ୦୨.୧୦:- ସତ୍ୟ ଓ ଅହିଂସାର ପୂଜାରୀ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ଓ ଶାନ୍ତିର ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ୧୨୨ତମ ଜନ୍ମ ଜୟନ୍ତୀ ଆଜି ପୂର୍ବାହ୍ନରେ ସ୍ଥାନୀୟ…

ଭଟଲିରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଦୁଇ ବରିଷ୍ଠଙ୍କୁ ଶତାୟୁ ସମ୍ମାନ ପ୍ରଦାନ

ଭଟଲିରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଦୁଇ ବରିଷ୍ଠଙ୍କୁ ଶତାୟୁ ସମ୍ମାନ ପ୍ରଦାନ ଭଟଲି :- ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସାମାଜିକ ସୁରକ୍ଷା ଓ ଭିନ୍ନ‌କ୍ଷମ ସଶକ୍ତିକରଣ ବିଭାଗ ଏବଂ ଭଟଲି ବ୍ଲକ…