ଭଟଲି ହାଇସ୍କୁଲ୍ରେ ଜିଲ୍ଲାସ୍ତରୀୟ ଖୋଖୋ ଚାମ୍ପିଅନ୍ସିପ୍ ଉଦ୍ଘାଟିତ
ଭଟଲି ହାଇସ୍କୁଲ୍ରେ ଜିଲ୍ଲାସ୍ତରୀୟ ଖୋଖୋ ଚାମ୍ପିଅନ୍ସିପ୍ ଉଦ୍ଘାଟିତ ଭଟଲି (ଅଭିମନ୍ୟୁ ପଧାନ ): ସ୍ଥାନୀୟ ସରକାରୀ ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ଖୋଖୋ ଚାମ୍ପିଅନ୍ସିପ୍ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ବିଧାୟକ ଇରାଶିଷ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ବିଇଓ ମଚ୍ଛିଦ୍ର ମଲ୍ଲିକଙ୍କ…
